Date: July 5, 2020

Total 49 Posts

ପୁଣି କଟକରୁ ୨୩ ଜଣଙ୍କୁ କରୋନା: ଶିଶୁ ଭବନରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ଆଜି କଟକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭ ଜଣ ଏସ୍‌ସିବିର କର୍ମଚାରୀ ଅଛନ୍ତି। ଏସ୍‌ସିବିର ଆଇସୋଲେସନ ଓ୍ଵାର୍ଡରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଚୌଦ୍ୱାର ଅଂଚଳରେ ୫ ଜଣ

ସ୍ୱଦେଶୀ ଆପ ଏଲମେଣ୍ଟର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ; ଫେସବୁକକୁ ଦେବ ଟକ୍କର

ସୋଶାଲ ମିଡିଆର କିଙ୍ଗ୍ କୁହାଯାଉଥିବା ଆମେରିକାନ କମ୍ପାନୀ ଫେସବୁକକୁ ଟକ୍କର ଦେବା ପାଇଁ ଆସିଛି ସ୍ୱଦେଶୀ ଆପ ଏଲମେଣ୍ଟ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରବିବାର ଏହି ସ୍ୱଦେଶୀ ଆପ୍ସରୁ ଶୁଭାରମ୍ଭ କରିଛନ୍ତି। ଏହି ଆପ କିନ୍ତୁ ଗୁରୁଲ ପ୍ଲେ ଷ୍ଟୋର ଓ

ୟୁଏନରେ ଓଡିଆ ଝିଅ ବୈଶାଳୀ ପାଇଲେ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ପୁଣି ବିଶ୍ୱ ଦରବାରରେ ଚମକିଲେ ଓଡିଆ । ଓଡିଆ ଝିଅ ବୈଶାଳୀ ମହାନ୍ତିଙ୍କୁ ଜାତିସଂଘର ନୀତି ଅଧିକାରୀ ଭାବେ ଦାୟିତ୍ୱ ମିଳିଛି । ଗତ ୧ ତାରିଖରେ ସେ ଦାୟିତ୍ନ ଗ୍ରହଣ କରିଛନ୍ତି । ତେବେ ସେ ୨୦୧୬ରେ ବିଖ୍ୟାତ ଅକ୍ସଫୋର୍ଡ

ପୁଣି ଜଣେ ଅନ୍ତେବାସୀଙ୍କୁ କରୋନା

ବ୍ରହ୍ମପୁର ମଣ୍ଡଳ କାରାଗାରରୁ ପୁଣି ଜଣେ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଂଜେଇ କାରବାର ମାମଲାରେ ବଡ଼ ବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ କୋଭିଡ୍‌

କରୋନା ସଂକ୍ରମଣକୁ ରୋକିବାକୁ କେରଳ ସରକାରଙ୍କ ନୂଆ ପ୍ରୟାସ; ବର୍ଷେ ଯାଏ ବଢ଼ାଇଲେ କଟକଣା

କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ କଡ଼ା ନିଷ୍ପତ୍ତି ନେଇଛନ୍ତି କେରଳ ସରକାର। ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ରବିବାର କେରଳ ସରକାର ଏହି ଘୋଷଣା କରିଛନ୍ତି। କରୋନାକୁ ରୋକିବା ପାଇଁ ଏଯାବତ

ଟିଡିଏସ୍ ଫର୍ମ ସଂଶୋଧନ କଲା ଆୟକର ବିଭାଗ; ଏଥିରେ କ’ଣ ରହିଛି ନୂଆ ନିୟମ ଜାଣନ୍ତୁ

ଅଧିକ ବ୍ୟାପକ ଓ କାହିଁକି ଟିକସ୍ କଟିବନି ବୋଲି ତା’ର କାରଣ ଦର୍ଶାଇବାକୁ ବାଧ୍ୟ କରି ଟ୍ୟାକ୍ସ୍ ଡିଡକ୍ଟେଡ୍ ଆଟ୍ ସୋର୍ସ (ଟିଡିଏସ୍) ଫର୍ମକୁ ସଂଶୋଧନ କରିଛି ଆୟକର ବିଭାଗ। ପରିମାର୍ଜିତ ଫର୍ମରୁ ମିଳିଥିବା ତଥ୍ୟ ଅନୁସାରେ, ୧ କୋଟିରୁ ଅଧିକ

କଟକରେ ଆଂଟିଜେନ୍ ଟେଷ୍ଟ ହେବ ଆରମ୍ଭ

ରାଜ୍ୟରେ ବଢ଼ୁଛି କାୟା ବିସ୍ତାର କରି ଚାଲିଛି କରୋନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟେଷ୍ଟ ସଂଖ୍ୟା ମଧ୍ୟ ବଢ଼ାଇଛନ୍ତି । କରୋନା ମହାମାରୀ ଯୋଗୁଁ କଟକରେ ଆଂଟିଜେନ୍ ଟେଷ୍ଟ ଆରମ୍ଭ ହେବ । ଆସନ୍ତା ମଙ୍ଗଳବାରଠାରୁ ଏହି

ଥରିଲା ଗୁଜରାଟ ଓ ମିଜୋରାମ

କରୋନା ସଙ୍କଟ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି। ରବିବାର ସକାଳେ ଲଦାଖରେ ଭୂମିକମ୍ପ ହୋଇଥିବା ବେଳେ ସନ୍ଧ୍ୟାରେ ୧୫ ମିନିଟ୍‌ ଅନ୍ତରାଳେ ଗୁଜରାଟ ଓ ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗୁଜରାଟର କଚ୍ଛରେ

ବସ୍ତା ପୋଲିସର ସଫଳତା : ୪ ଆନ୍ତଃରାଜ୍ୟ ଡକାୟତ ଗିରଫ

ଆନ୍ତଃରାଜ୍ୟ ଡକାୟତ ଗିରଫ। ବାଲେଶ୍ଵର ଜିଲ୍ଲା ବସ୍ତା ପୋଲିସକୁ ମିଳିଛି ବଡ଼ ସଫଳତା ବସ୍ତାରୁ ଗତ ୨୬ ତାରିଖରେ ଡକାୟତି ହୋଇଥିବା ଏକ ଜାଇଲୋ କାର ଝାଡ଼ଖଣ୍ଡ ରାଜ୍ୟରୁ ଜବତ କରିଛି ପୋଲିସ୍। ଏଥିସହ ଚୋରି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ

ପେନସିଲ୍ ବୋମା ଫାକ୍ଟ୍ରିରେ ଅଗ୍ନିକାଣ୍ଡ: ୮ ମୃତ, ୪ ଗୁରୁତର

ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଏକ ପେନସିଲ୍ ବୋମା ତିଆରି ଫାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏହି ଅଘଟଣରେ ଏବେସୁଦ୍ଧା ୮ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି

ଆପଣ ଜୁଲାଇ ମାସରେ ହୋଇଛନ୍ତି କି ଜନ୍ମ; ତେବେ ଆପଣଙ୍କ ବିଷୟରେ ଜାଣନ୍ତୁ ଏହି ସ୍ୱତନ୍ତ୍ର କଥା

ଆମ ଜନ୍ମ ମାସ ଦ୍ଵାରା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପଡ଼ିଥାଏ । ଜନ୍ମ ମାସର ଗ୍ରହ ନକ୍ଷତ୍ର ଆମର ସ୍ଵଭାବ ଓ କିଛି ମାତ୍ରାରେ ଆମ ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିଥାନ୍ତି । ଆଜିର ଏହି ପୋଷ୍ଟରେ