Date: July 6, 2020

Total 56 Posts

ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ବିୟୋଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଶୋକ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ପଚାଂୟତିରାଜ , ପାନୀୟ ଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ତାଙ୍କ

ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା

ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ଶ୍ରୀ ଦାସବର୍ମା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଜଗତସିଂହପୁର ଜିଲ୍ଲାର ବିକାଶରେ ଶ୍ରୀ

କ୍ୱାରାଣ୍ଟାଇନରେ ରହିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ କରୋନା ସଂକ୍ରମିତ ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜେ କ୍ୱାରାଣ୍ଟାଇନରେ ରହିଛନ୍ତି । ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ କ୍ୱାରାଣ୍ଟାଇନରେ ରହିଥିବା ସେ ଟ୍ଵିଟ କରି ଜଣାଇଛନ୍ତି । ବାଲେଶ୍ୱରର ପୂର୍ବତନ ବିଧାୟକ

ବିଧାୟକ ବିଷ୍ଣୁଚରଣ ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ତିର୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ମୃତ୍ୟୁ ଓଡ଼ିଶା ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ

ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତଃ ଦାସ ଜଣେ ଲୋକପ୍ରିୟ ରାଜନେତା, ଦକ୍ଷ ସଂଗଠକ ଓ ପ୍ରଶାସକ

ଗୃହ ମନ୍ତ୍ରାଳୟ ଦେଲା ଅନୁମତି: ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନଗୁଡିକର ବାକିଥିବା ପରୀକ୍ଷା ହେବ

କରୋନାଭାଇରସ୍ ସଂକ୍ରମଣକୁ ମନ୍ଥର କରିବା ପାଇଁ ମାର୍ଚ୍ଚରୁ ଅଟକି ରହିଥିବା ବର୍ଷ ଶେଷର ପରୀକ୍ଷାଗୁଡିକ ଏବେ କରାଯାଇପାରିବ । ସୁରକ୍ଷା ବ୍ୟବସ୍ଥା ବଜାୟ ରଖି ବିଶ୍ୱବିଦ୍ୟାଳୟଏବଂ ଶିକ୍ଷାନୁଷ୍ଠାନଗୁଡିକ ପରୀକ୍ଷା କରାଇପାରିବେ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ଦୀର୍ଘ ଦିନ

କୋଭିଡ୍ ଯୁଦ୍ଧ ଜିତିବାକୁ ରାଜ୍ୟବାସୀଙ୍କୁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ସମଗ୍ର ବିଶ୍ୱରେ କୋଭିଡ୍ ସଂକ୍ରମଣରେ ଭାରତ ଏବେ ତୃତୀୟ ସ୍ଥାନରେ ପହଂଚିଲାଣି। ଭାରତରେ ସଂକ୍ରମଣ ପ୍ରତି ୪ଦିନରେ ଏକ ଲକ୍ଷ ବୃଦ୍ଧି ପାଉଛି। ତେଣୁ କୋଭିଡ୍ ଯୁଦ୍ଧ ଜିତିବାକୁ ହେଲେ ୩ଟି ଅସ୍ତ୍ର ହିଁ ଆପଣାଇବାକୁ ପଡ଼ିବ। ତ୍ୟାଗ, ସଂଯମ ଓ

ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ପରଲୋକ

ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ପରଲୋକ ଘଟିଛି ।  ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ବିଷ୍ଣୁ ଦାସ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଗତ କିଛି ଦିନ ଧରି ସେ

ଏଥର ଭୁବନେଶ୍ୱରରେ ହେବ ରାପିଡ ଆଣ୍ଟିବଡି ଟେଷ୍ଟ

ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକାଲ୍ କେସ୍ ଅଧିକ ବାହାରୁ ଥିବାରୁ ବିଏମ୍‌ସି ପକ୍ଷରୁ ଏହାର ମୁକାବିଲା କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଚଳିତ ସପ୍ତାହରୁ ଭୁବନେଶ୍ୱରରେ ରାପିଡ୍

ଜୁଲାଇ ୧୩ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଜୁଲାଇ ୧୩ରୁ ଆନ୍ଧ୍ରପ୍ରଦେଶ ସରକାର ପ୍ରତିବନ୍ଧକ ଏବଂ କୋଭିଡ -୧୯ପ୍ରୋଟୋକଲ ସହିତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ହାଇସ୍କୁଲର ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷକମାନଙ୍କୁ ୟୁଡିଆଇଏସଇ+ ତଥ୍ୟ ସଂପୂର୍ଣ୍ଣ କରିବାକୁ ଏବଂ ଜୁଲାଇ

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ରିଲିଜ୍‌; ଦେଖନ୍ତୁ ଭିଡ଼ିଓ

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ଦିଲ୍ ବେଚାରାର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମକୁ ହଲରେ ରିଲିଜ କରିବା ପାଇଁ ସୁଶାନ୍ତଙ୍କ ଫ୍ୟାନ ମାନେ ଦାବି କରୁଥିଲେ। ହେଲେ ଶେଷରେ ଏହାକୁ ଓଟିଟି ଫ୍ଲାଟଫର୍ମରେ ରିଲିଜ କରାଯାଇଛି। ଟ୍ରେଲର ରିଲିଜ