Date: July 8, 2020

Total 67 Posts

ସୁରକ୍ଷା କାରଣରୁ ୮୯ଟି ଆପ୍ସକୁ ତୁରନ୍ତ ଡିଲିଟ୍ କରିବାକୁ ଯବାନଙ୍କୁ ନିର୍ଦ୍ଦେଶ ଦେଲା ଭାରତୀୟ ସେନା…

ଭାରତରେ ୫୯ଟି ଚୀନ୍‌ ଆପ୍‌କୁ ନିଷେଧ ପରେ ଭାରତୀୟ ସେନା ସନ୍ଦିଗ୍ଧ ଆପ୍ସ ବିରୋଧରେ କଡା ପଦକ୍ଷେପ ଉଠାଇଛି । ସେନା ତରଫରୁ ୮୯ ଆପ୍ସର ତାଲିକା ଜାରି କରାଯାଇଛି । ସୈନିକ ସମେତ ପ୍ରତି ବିଭାଗର ସମସ୍ତ କର୍ମୀଙ୍କୁ ମୋବାଇଲ୍‌ରେ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବୀଭତ୍ସ କାଣ୍ଡ: ଭାଇ ଓ ବାପାଙ୍କ ସହିତ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ଜମ୍ମୁ-କାଶ୍ମୀର ବାନ୍ଦିପୋରାରେ ଆତଙ୍କବାଦୀ ବୁଧବାର ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଥିବାର ସୂଚନା ମିଳିଛି । ଏହି ନେତାଙ୍କର ନାମ ଶେଖ୍ ୱସୀମ ବାରୀ ବୋଲି ଜଣାପଡିଛି । ସେ ତାଙ୍କ ପିତା ବଶିର ଅହମ୍ମଦ ଶେଖଙ୍କ ଦୋକାନ

ରାଜୀବ ଗାନ୍ଧୀ ଫାଉଣ୍ଡେସନ, ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ଏବଂ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟର ଯାଞ୍ଚ ପ୍ରସଙ୍ଗ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗଠନ କଲା ଆନ୍ତ ମନ୍ତ୍ରୀସ୍ତରୀୟ କମିଟି

ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନ୍‌ରୁ ଅର୍ଥ ମିଳୁଥିବା ନେଇ ଅଭିଯୋଗ ହେବା ପରେ ଏହି ଅନୁଷ୍ଠାନକୁ ନେଇ ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଠୁଅଛି । ଖାସ୍‌ ସେଇଥିଲାଗି ସରକାର ଏହାର ପାଣ୍ଠି ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଆନ୍ତ

ସୁସ୍ୱାଦୁ ବ୍ୟଞ୍ଜନ ପନୀର କଟ୍‌ଲେଟ

ବର୍ତ୍ତମାନ କରୋନା କାଳରେ ଆପଣ ବାହାରୁ କୌଣସି ବି ଜିନିଷ ଖାଇବା ଆଦୌ ବି ଉଚିତ ନୁହେଁ, କାରଣ ଏଥିରେ ସଂକ୍ରମଣର ଭୟ ରହିଛି । ତେଣୁ ଆପଣ ଘରେ ହିଁ ବଜାର ଭଳି ରେସିପି ବନାଇ ଖାଇପାରିବେ । ଏଥିପାଇଁ

ସଙ୍କଟରେ ଋଷିଆ ଅର୍ଥନୀତି

କରୋନା ଭାଇରସ୍‌ର ସଂକ୍ରମଣ ପରିପ୍ରେକ୍ଷୀରେ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ଏହି ମାନ୍ଦାବସ୍ଥାର ପ୍ରଭାବ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଲାଣି । ଏଭଳି ସମୟରେ ବିଶ୍ୱର ଅନ୍ୟତମ ବିକଶିତ ଦେଶ ଋଷିଆର ଅର୍ଥନୀତି ସମ୍ପ୍ରତି ଖରାପ ସମୟ

ଭାରତର ରହସ୍ୟମୟୀ ମହିଳା ସୁନା ବେପାରୀ ସ୍ୱପ୍ନା ସୁରେଶ !

କେରଳର ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ କରାଯାଇଛି ବିପୁଳ ମାତ୍ରାରେ ସୁନା | ଆଉ ଏହି ସୁନା ଚୋରା ଚାଲାଣ ପଛରେ ଏମିତି ଜଣେ ମହିଳାଙ୍କ ନାମ ସାମ୍ନାକୁ ଆସିଛି ଯାହାକୁ ନେଇ କେରଳ ରାଜନୀତିରେ ହଟଚମଟ ଦେଖାଦେଇଛି | ମିଳିଥିବା

ଥରକରେ ୯୯.୮ ପ୍ରତିଶତ କରୋନା ଭୂତାଣୁକୁ ନିଷ୍କ୍ରିୟ କରି ବାୟୁକୁ ବିଶୁଦ୍ଧ କରିବ ‘କ୍ୟାଚ ଆଣ୍ଡ କିଲ୍’ ଏୟାର ଫିଲ୍ଟର

କରୋନା ଭୂତାଣୁର ମୁକାବିଲା ପାଇଁ ଏବେ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଟିକା ଏବଂ ଔଷଧ ତିୖଆରି କରିବାରେ ଲାଗି ପଡ଼ିଥିବା ବେଳେ କିଛି  ବୈଜ୍ଞାନିକମାନେ “କ୍ୟାଚ ଆଣ୍ଡ କିଲ୍” ନାମକ ଏକ ଏୟାର ଫିଲ୍ଟର ଡିଜାଇନ୍ କରିଛନ୍ତି । ଏହି ଏୟାର

କରୋନା ମୃତ୍ୟୁ ହାର ରୋକିବା ପାଇଁ ଓଡ଼ିଶା ସମେତ ୧୭ ରାଜ୍ୟର ଡାକ୍ତରମାନଙ୍କୁ ଟେଲି ପରାମର୍ଶ ଦେବ ଦିଲ୍ଲୀ ଏମ୍‌ସ

ଦେଶରେ କରୋନା ମୃତ୍ୟୁ ହାର କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏହାକୁ ହ୍ରାସ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର

ଫିଲ୍ମ କରିବାକୁ ସୁଶାନ୍ତଙ୍କ ପାଖରେ ସମୟ ନ ଥିଲା: ସଞ୍ଜୟ ଲୀଲା ଭନସାଲୀ

ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କୁ ପୁଲିସ ପଚରାଉଚୁରା କରିଛି | ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ଚାରୋଟି ଚଳଚ୍ଚିତ୍ର ନିର୍ମାଣ କରିବାକୁ କଥା ଦେଇଥିବା ସଞ୍ଜୟ କାହିଁକି ତାଙ୍କୁ ସୁଯୋଗ ଦେଇନଥିଲେ ତାହାକୁ

ଏସିଆ କପ୍ ସ୍ଥଗିତ

କରୋନା ମହାମାରୀକୁ ନଜରରେ ରଖି ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି। ଟୁର୍ଣ୍ଣାମେଣ୍ଟ ହେବା ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଶେଷରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି। କ୍ରିକେଟ ଓ୍ୱେବସାଇଟ୍ କ୍ରିକ ବଜର

କାଲିଠାରୁ ଗଞ୍ଜାମ ଜିଲ୍ଲାରେ ରହିବନି କୌଣସି ଟ୍ରେନ୍‌

କାଲିଠାରୁ ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ଟ୍ରେନ୍‌ ରହିବ ନାହିଁ । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ଇତିମଧ୍ୟରେ ପୂର୍ବତଟ ରେଳ ଗୋଟିଏ ଟ୍ରେନ୍‌କୁ ବାତିଲ ମଧ୍ୟ କରିଛି । ରାଜ୍ୟରେ କରୋନା