Date: July 9, 2020

Total 67 Posts

ପ୍ଲାଜମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକମାନେ ସେମାନଙ୍କର ପ୍ଲାଜମା ଦାନ କରିବାକୁ ସରକାର ନିବେଦନ କରୁଛନ୍ତି, ଯାହା ସଂକ୍ରମିତ ଲୋକଙ୍କ ଚିକିତ୍ସାରେ ସାହାଯ୍ୟ କରିବ । ସରକାରଙ୍କର ଏହି ନିବେଦନକୁ ସାଦରେ ଗ୍ରହଣ କରି ଭାରତୀୟ ଜନତା ପାର୍ଟି (ବିଜେପି) ନେତା

ଭାରତ ପରେ ଏବେ ଅଷ୍ଟ୍ରେଲିଆରେ ବ୍ୟାନ୍ ହେବ ମନୋରଞ୍ଜନ ଆପ୍‌ ଟିକ୍‌ଟକ୍‌

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଏକ ଖବର ଅନୁଯାୟୀ ଏବେ ଭାରତ ପରେ ଅଷ୍ଟ୍ରେଲିଆରେ ମଧ୍ୟ ଟିକ୍‌ଟକ୍‌କୁ ବ୍ୟାନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ଏକ ଚାଇନା ଆପ୍‌ ହୋଇଥିବା ବେଳେ ଏଥିରେ ଡାଟା ଚୋରି ହେବାର ସମ୍ଭାବନା

ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ହୋଲଡିଂ ଟିକସର ରିହାତି ଅବଧି

ପୌରାଞ୍ଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ପାଇଁ ଟିକସ ଦେଉଥିବା ଲୋକଙ୍କ ପାଇଁ ରିହାତି ବ୍ୟବସ୍ଥାକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବଢାଇ ଦେଇଛନ୍ତି । କରେନା ପରିପ୍ରେକ୍ଷୀରେ ସରକାର ଏହି ସୁବିଧା ପ୍ରଦାନ କରିଥିବାବେଳେ ଜନସାଧାରଣ

ଏବିଭିପିର ପ୍ରତିଷ୍ଠା ଦିବସ ଅବସରରେ ବିଜେପିର ରାଷ୍ଟ୍ରୀୟ ସଭାପତି ଟ୍ୱିଟ୍‌ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ସଭାପତି ଜେପି ନଡା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଶ୍ରୀ ନଡ୍ଡା ଏ ନେଇ ଟ୍ୱିଟ୍‌ କରିଛନ୍ତି । ଏଥିରେ ସେ ଉଲ୍ଲେଖ

ପଣ୍ଡିତଙ୍କ ପୁଅ ମାଙ୍କଡ ମାରିଲେ ଦୋଷ ଲାଗିବ ନାହିଁ : ନିରଞ୍ଜନ ପଟ୍ଟନାୟକ

ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ଯେ, କରୋନା ସଂକ୍ରମଣ ପାଇଁ ରାଜ୍ୟର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି

ହାସ୍ୟାସ୍ପଦ ବିବୃତ୍ତି ଦେଲା ଡ୍ରାଗନ୍‌, କହିଲା ବିସ୍ତାରବାଦୀ ନୀତି ଆମ ଜିନ୍‌ରେ ନାହିଁ

ଛଳ କପଟରେ ନିଜର ସମସ୍ତ ପଡ଼ୋଶୀ ଦେଶମାନଙ୍କର ଜମି ହଡ଼ପ କରିବା ପାଇଁ ଅହରହ ଚକ୍ରାନ୍ତ ଚକ୍ରାନ୍ତ କରିଚାଲିଥିବା ଡ୍ରାଗନ୍‌ ଆଜି ଏକ ହାସ୍ୟାସ୍ପଦ ବିବୃତ୍ତି ଦେଇଛି । ଆକ୍ରାମକ ଓ ବିସ୍ତାରବାଦୀ ନୀତି ନିଜ ଜିନ୍‌ରେ ନାହିଁ ବୋଲି ଚୀନ୍‌

ଖାଆନ୍ତୁ କିସ୍‌ମିସ୍‌ ଓ ମହୁ, ସୁସ୍ଥ ରହିବା ଶରୀର

ଖାସ୍‌ ବ୍ୟଞ୍ଜନ ପ୍ରସ୍ତୁତିରେ ଅଧିକାଂଶ ଲୋକେ ସାଧାରଣତଃ କାଜୁ-କିସ୍‌ମିସ୍ ବ୍ୟବହାର କରିଥାନ୍ତି । କିସ୍‌ମିସ୍‌ ର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ତେବେ ପାଠକବନ୍ଧୁ ! କିସ୍‌ମିସ୍ କୁ ମହୁ ସହିତ ମିଶାଇ ଖାଇଲେ ଶରୀରକୁ ଅନେକ ଲାଭ

ପିଏମ କେୟାର୍ସ ଫଣ୍ଡ ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

ପିଏମ କେୟାର୍ସ ଫଣ୍ଡ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏହି ସତ୍ୟପାଠରେ ଦର୍ଶାଯାଇଛି ଯେ, ଜାତୀୟ ତଥା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଭଳି ରିଲିଫ୍ ତଥା ସହାୟତା କାର୍ଯ୍ୟ ନିମନ୍ତେ ସ୍ୱେଚ୍ଛାକୃତ ଦାନ

ପୃଥ୍ୱୀଙ୍କ ପ୍ରଶଂସାରେ ଶତମୁଖ ଜାଫର

ବର୍ତ୍ତମାନ ଉତ୍ତରାଖଣ୍ଡ କ୍ରିକେଟ୍‌ ଦଳର କୋଚ୍‌ ତଥା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପନର୍‌ ଓ୍ୱାସିମ ଜାଫର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ପୃଥ୍ୱୀଙ୍କୁ ଭାରତୀୟ ଦଳର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ସହ

ବ୍ରାଇଡାଲ୍‌ ଲୁକ୍‌ରେ ଅଭିନେତ୍ରୀ ହିନା ଖାନ୍‌

ନାଲି ରଙ୍ଗର ଲେହେଙ୍ଗା, ହାତରେ ଚୂଡ଼ି ଓ ମେହେନ୍ଦି ଲଗାଇ ସମ୍ପୂର୍ଣ୍ଣ ବ୍ରାଇଡାଲ୍‌ ଲୁକ୍‌ରେ ଅଭିନେତ୍ରୀ ହିନା ଖାନ୍‌ ନିଜର ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ୱର୍ଗର ପରି ସଦୃଶ ଦେଖାଯାଉଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏହି

ଆଜିକୁ ମିଶାଇ କଟକରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ରେ ପହଞ୍ଚିଲା

କଟକରେ ଆଜି ୧୧ ନୂଆ କରୋନା ସଂକ୍ରମିତ ମାମଲା ଚିହ୍ନଟ କରାଯାଇଛି, ଯାହାକୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨୧୩ରେ ପହଞ୍ଚିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ(ସିଏମସି)