Date: July 10, 2020

Total 70 Posts

ଆସନ୍ତାକାଲି ଦଳୀୟ ସାଂସଦଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିବେ ସୋନିଆ

କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ଦଳୀୟ ଲୋକସଭା ସାଂସଦଙ୍କ ସହ ଶନିବାର ଏକ ଜରୁରୀ ବୈଠକ କରିବେ ବୋଲି ସୂଚନା ମିଳିଛି । ଭିଡ଼ିଓ କନଫରେନ୍ସିଂରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ଦେଶର ସାମ୍ପ୍ରତିକ ସ୍ଥିତି ନେଇ

ଏହିସବୁ ଚମତ୍କାରୀ ଫାଇଦା ପାଇବା ପାଇଁ ପ୍ରତିଦିନ ସେବନ କରନ୍ତୁ ପଞ୍ଚାମୃତ…

କରୋନା ଭାଇରସ୍‌ରୁ ମୁକ୍ତି ପାଇଁ ଇମ୍ୟୁନିଟି ସିଷ୍ଟମ୍‌ ମଜବୁତ୍‌ ହେବା ନିହାତି ଆବଶ୍ୟକ । ବର୍ତ୍ତମାନ ସ୍ଥିତିରେ ଲୋକମାନେ ଇମ୍ୟୁନିଟି ସିଷ୍ଟମ୍‌କୁ ମଜବୁତ୍‌ କରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଇମ୍ୟୁନିଟି ସିଷ୍ଟମ୍‌ ମଜବୁତ୍‌

କରୋନା ଛାଟ: ସତ୍ୟବାଦୀରେ ଘରୋଇ ନର୍ସିଂ ହୋମ ସିଲ

କୋଭିଡ୧୯ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଆଜି ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ସୁପରିଟେଡେଣ୍ଟ ଇନଚାର୍ଜ ଡ. ବିରଜା ଶଙ୍କର ରଥଙ୍କ ନେତୃତ୍ୱ ରେ ଏକ ୪ ଜଣିଆ ଟିମ ସତ୍ୟବାଦୀ ସ୍ଥିତ ଗୋପୀନାଥ ନର୍ସିଂ ହୋମରେ ଚଢ଼ାଉ କରିବା ସହ ସିଲ୍

କରୋନା ଭ୍ୟାକସିନ୍ ପ୍ରସ୍ତୁତି ପାଇଁ ୩୩୦୦ କୋଟି ଟଙ୍କାର ଅନୁଦାନ ଦେଲେ ଭାରତୀୟ ଉଦ୍ୟୋଗପତି ଲକ୍ଷ୍ମୀ ମିତ୍ତଲ

ଦେଶର ବଡ଼ ଉଦ୍ୟୋଗପତି ଲକ୍ଷ୍ମୀ ମିତ୍ତଲ ଅକ୍ସଫୋର୍ଡ ୟୁନିଭର୍ସିଟିକୁ କରୋନା ଭ୍ୟାକସିନ୍ ପ୍ରସ୍ତୁତି ପାଇଁ ୩.୫ ମିଲିୟନ ପାଉଣ୍ଡ ଅର୍ଥାତ ୩୩୦୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ମିତ୍ତଲ ପରିବାର ଏହି ଅନୁଦାନ ଅକ୍ସଫୋର୍ଡ ୟୁନିଭର୍ସିଟିର vaccinology ଡିପାର୍ଟମେଣ୍ଟକୁ ପ୍ରଦାନ

ରାଜ୍ୟର ଆର୍ଥିକ ସ୍ଥିତି ବିଷୟରେ ରାଜ୍ୟବାସୀଙ୍କୁ ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଆଜି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସବାର୍ତା ମାଧ୍ୟମରେ ରାଜ୍ୟର ସାଂପ୍ରତିକ ଆର୍ଥିକ ସ୍ଥିତି ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି । କୋଭିଡ୍‌କୁ ନେଇ ରାଜ୍ୟ ସରକାର ଆର୍ଥିକ ଶୃଙ୍ଖଳା ନାମରେ ଯେଉଁ

ସୁଶାନ୍ତଙ୍କ ମୃତ୍ୟୁ ଘଟଣା: ବିସ୍ଫୋରକ ବୟାନ ଦେଲେ ପୂର୍ବତନ ର’ ଅଧିକାରୀ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ନେଇ ଆଜି ପୂର୍ବତନ ର’ ଅଧିକାରୀ ଏନକେ ସୁଦ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ସୁଚିନ୍ତିତ ଯୋଜନା ଅନୁସାରେ ହତ୍ୟା କରିଛନ୍ତି

ଭିଜିଲାନ୍‌ସ ଜାଲରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍‌ ଶିକ୍ଷା ଅଧିକାରୀ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ସରକାରୀ କାର୍ଯ୍ୟରେ ହୋଇଥିବା ଖର୍ଚ୍ଚର ସଠିକ୍‌ ହିସାବ ଦେଇ ନ ପାରିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ପ୍ରଫୁଲ୍ଲ ନାୟକଙ୍କ ଘର, ଅଫିସ ସହିତ ସଂପର୍କୀୟଙ୍କ ଘରେ ଭିଜିଲାନ୍‌ସ

ପ୍ରତିଦିନ ଗୋଟିଏ ଲେଖାଏଁ ଅଁଳା ସେବନ କରି ଏହିସବୁ ଶାରୀରିକ ସମସ୍ୟାରୁ ମୁକ୍ତି ପାଆନ୍ତୁ…

ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତଙ୍କ ଇଚ୍ଛା, ମାତ୍ର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ଏଥିରେ ବାଧକ ସାଜିଥାଏ । ଏହାଛଡା ଋତୁ ପରିବର୍ତ୍ତନ ସହ ଅନ୍ୟାନ୍ୟ କାରଣରୁ ମଧ୍ୟ ଅନେକାଂଶରେ ଦେହ ଅସୁସ୍ଥ ହୋଇପଡିଥାଏ । କିନ୍ତୁ ପାଠକବନ୍ଧୁ ! ଆପଣ ଚାହିଁଲେ

ହଟସ୍ପଟ ଜିଲ୍ଲାରୁ କଟକ ସହର ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ

ହଟସ୍ପଟ ଜିଲ୍ଲାରୁ କଟକ ସହର ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ । ୧୪ ଦିନ କ୍ୱାରେଣ୍ଟିନରେ ରହିବା ନେଇ ସିଏମସି କମିଶନର ସୂଚନା ପ୍ରଦାନ କରିଛନ୍ତି । କଟକ ଜିଲ୍ଲାର ହଟସ୍ପଟ ବ୍ଲକରୁ ଆସିଲେ ବି ୧୪ ଦିନ କ୍ୱାରେଣ୍ଟିନରେ ରହିବେ ।

ବିଶ୍ୱର ୮ ନମ୍ବର ଧନୀ ମୁକେଶ ଅମ୍ବାନି

ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନିଙ୍କ ସଂପତ୍ତି ପରିମାଣ ବଢିଚାଲିଛି । ଗତ ସପ୍ତାହରେ ବିଶ୍ୱର ଧନୀ ତାଲିକାରେ ୯ ନମ୍ବରରେ ଥିବା ମୁକେଶ ଏବେ ୮ ନମ୍ବର ସ୍ଥାନକୁ ଖସିଆସିଛନ୍ତି । ଏହା ସହିତ ସେ ଆମେରିକାର ପ୍ରସିଦ୍ଧ ନିବେଶକ

ଏଥର ବଢିବ କରୋନା ଟେଷ୍ଟ ସଂଖ୍ୟା

ଓଡ଼ିଶାରେ ଦିନକୁ ଦିନ ଅଧିକରୁ ଅଧିକ ବିସ୍ଫୋରକ ରୂପ ଧାରଣ କରୁଛି ‘କରୋନା’। ପ୍ରତିଦିନ ମୁଣ୍ଡ ନେଇଚାଲିଛି। ଏହାର ମୁକାବିଲା ପାଇଁ ରାଜ୍ୟକୁ ଆଉ ୧ ଲକ୍ଷ ଆଣ୍ଟିଜେନ କିଟ୍‌ ଆଣିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ପ୍ରତିଦିନ ୨ ହଜାର ଆଣ୍ଟିଜେନ୍‌