Date: July 11, 2020

Total 70 Posts

ଇଂଲଣ୍ଡର କିମ୍ୱଦନ୍ତୀ ଫୁଟବଲର ଚାର୍ଲଟନଙ୍କ ଦେହାନ୍ତ

ଇଂଲଣ୍ଡ କିମ୍ବଦନ୍ତୀ ଫୁଟବଲର ତଥା ସେଣ୍ଟ୍ରାଲ ଡିଫେଣ୍ଡର ଜ୍ୟାକ୍‌ ଚାର୍ଲଟନ ୮୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ବିଗ୍‌ ଜ୍ୟାକ୍‌ ନାମରେ ପରିଚିତ ଥିବା ଚାର୍ଲଟନ ନର୍ଥଉମ୍ବରଲାଣ୍ଡସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ

ବିଗ ବି ଅମିତାଭ ବଚ୍ଚନ କରୋନା ପଜିଟିଭ

ବିଗ ବି ଅମିତାଭ ବଚ୍ଚନ  କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ଏହା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଅମିତାଭ ବଚ୍ଚନ ଟ୍ଵିଟ୍ କରି ଲେଖିଛନ୍ତି, ମୋ ଠାରେ କରୋନା

ବୈଜ୍ଞାନିକ ଲି ମେଙ୍ଗ ୟାନଙ୍କ ବଡ଼ ଖୁଲାସା: କରୋନା ଭୂତାଣୁ ନେଇ ଚୀନ୍‌ ବିରୁଦ୍ଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ

ଚୀନ୍‌ର ଅସଲ ଚେହେରାକୁ ବିଶ୍ୱ ସମୁଦାୟ ଆଗରେ ଖୋଲିଛନ୍ତି ସେହି ଦେଶର ଜଣେ ମହିଳା ବୈଜ୍ଞାନିକ ଲି ମେଙ୍ଗ ୟାନ । କରୋନା ଭୂତାଣୁ ସଂକ୍ରମଣକୁ ନେଇ ଚୀନ୍‌ର ଭୂମିକା ସମ୍ୱନ୍ଧରେ ସେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । କରୋନା ଭାଇରସ୍

ନେପାଳରେ ଗୋଟି ଚାଳନା କଲା ଡ୍ରାଗନ୍‌: ଓଲିଙ୍କୁ ମିଳିଲା ଆଉ ସପ୍ତାହକ ପାଇଁ ଆଶ୍ୱସ୍ତି

ନେପାଳରେ ଚାଲିଥିବା ରାଜନୈତିକ ଛକାପଞ୍ଝା ଭିତରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କୁ ଶାସନ କରିବା ପାଇଁ ମିଳିଛି ଆଉ ସପ୍ତାହକର ସମୟ । ଡ୍ରାଗନ୍‌ ପକ୍ଷରୁ ଗୋଟି ଚାଳନା ହେଉଛି ଏହାର ମୁଖ୍ୟ କାରଣ ବୋଲି ସବୁ ମହଲରେ ଚର୍ଚ୍ଚା ହେଉଛି ।

ସାବଧାନ ! ମାତ୍ରାଧିକ ଆଚାର ଖାଉଥିଲେ ସୃଷ୍ଟି ହେବ ଏହିସବୁ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା…

ସାଧାରଣତଃ ଅଧିକାଂଶ ଲୋକଙ୍କର ଆଚାର ପ୍ରତି ମାତ୍ରାଧିକ ଦୁର୍ବଳତା ରହିଛି । ଲୋଭକୁ ସମ୍ୱରଣ କରି ନପାରି ଖାଦ୍ୟ ସହିତ ବିଭିନ୍ନ ପ୍ରକାରର ଆଚାର ଖାଇବାକୁ ପସନ୍ଦ କରନ୍ତି ଅନେକ ଲୋକ । ଯଦି ଆପଣ ନିୟମିତ ଭାବରେ ମାତ୍ରାଧିକ ଆଚାର

କରୋନା ଭୂତାଣୁ ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଅତିକମ୍‌ରେ ୧୪ ଦିନିଆ ଲକଡାଉନ୍ ଆବଶ୍ୟକ : ଏମସ୍‌ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

ସ୍ୱଳ୍ପକାଳୀନ କୋଭିଡ୍‍ କଟକଣା କରୋନା ସଂକ୍ରମଣ ରୋକିବାରେ ବିଶେଷ ସହାୟକ ହେବ ନାହିଁ । ଏଥିପାଇଁ ଅତିକମ୍‌ରେ ୧୪ଦିନ ନିମନ୍ତେ ଲକଡାଉନ୍ ବା ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ପଡ଼ିବ ବୋଲି ନୂଆଦିଲ୍ଲୀସ୍ଥିତ ଏମସ୍‍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ

ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ଭାବନା: ଗୁଇନ୍ଦା ତଥ୍ୟ ମିଳିବା ପରେ ଭାରତୀୟ ସେନା ହାଇ-ଆଲର୍ଟରେ

ଆତଙ୍କବାଦୀଙ୍କୁ ଜମ୍ମୁ-କାଶ୍ମୀର ସୀମା ଦେଇ ଭାରତରେ ଅନୁପ୍ରବେଶ କରାଇବାକୁ ପାକିସ୍ତାନୀ ‘ବ୍ୟାଟ୍‌’ (ବର୍ଡର ଏକ୍ସନ ଟିମ୍‌) ପ୍ରତ୍ୟକ୍ଷ ସହଯୋଗ କରିବ ବୋଲି ଭାରତର ଗୁଇନ୍ଦା ବିଭାଗ ଖବର ପାଇଛି । ଫଳରେ ଏବେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଭାରତୀୟ ବାୟୁସେନାର ବଳ ବୃଦ୍ଧି: ରାତିରେ ସାମରିକ ଅପରେସନ କରିପାରିବାର କ୍ଷମତା ହାସଲ କଲା ଲେହରେ ମୁତୟନ ଥିବା ମିଗ-୨୯ ଲଢୁଆ ବିମାନ

ବାସ୍ତବ ନିୟନ୍ତ୍ରଣ ରେଖା ଅପରପାର୍ଶ୍ୱରେ ଚୀନ୍‌ ସେନା ଅନୁପ୍ରବେଶ ଉଦ୍ୟମରେ ରହିଥିବାରୁ ଭାରତୀୟ ସେନା ଓ ବାୟୁସେନା ମଧ୍ୟ ଡ୍ରାଗନ୍‌ର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ଲଦାଖରେ ମୁତୟନ ହୋଇଥିବା ବାୟୁସେନାର ଲଢୁଆ ବିମାନ ଓ ହେଲିକପ୍ଟରଗୁଡ଼ିକ ନିୟମିତଭାବେ

ନ୍ୟୁଜର୍ସି ସିନେଟ୍‌ ଆସନ: ପ୍ରାଇମେରୀ ଇଲେକ୍ସନରେ ବିଜୟୀ ହେଲେ ଭାରତୀୟ-ଆମେରିକୀୟ ରିକ୍‌ ମେହେଟା

ଭାରତୀୟ-ଆମେରିକୀୟ ରିକ୍‌ ମେହେଟା ନ୍ୟୁଜର୍ସି ସିନେଟ୍ ଆସନ ଲାଗି ଅନୁଷ୍ଠିତ ପ୍ରାଇମେରୀ ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ପ୍ରାଇମେରୀ ନିର୍ବାଚନରେ ବିଜେତା ହେବାରେ ମେହେଟା ପ୍ରଥମ ରିପବ୍ଲିକାନ ପାଲଟିଛନ୍ତି । ଆସନ୍ତା ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ତାଙ୍କର ମୁକାବିଲା

ଚର୍ଚ୍ଚାରେ ଦେଶୀ ଗଲି ବୟ ଦୁଲେଶ୍ୱର; ବଲିଉଡରୁ ଶୁଭେଚ୍ଛା

ନା ଅଭିଯୋଗ, ନା ଧାରଣା ନା ବିକ୍ଷୋଭ । ନୂଆ ତିରକାରେ ସାମ୍ନାକୁ ଆଣିଲେ ସରକାରୀ ଅବହେଳାର ନଗ୍ନ ଚିତ୍ର । ଦାଦନ ଦୁଃଖ ବଖାଣି ସରକାରଙ୍କୁ ମାଗିଲେ ଜବାବ । ନିଆରା ଢଙ୍ଗରେ ରାପ୍ କରି ସରକାରଙ୍କ ଉପରେ ବର୍ଷିଲେ,

ଫେସ୍‌ବୁକରେ‌ ଲାଇଭ୍‌ କରି ଆତ୍ମହତ୍ୟା କଲେ ଯୁବକ

ବାଲେଶ୍ୱରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ରେ ଲାଇଭ୍‌ କରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅଧିନସ୍ଥ ମିଟୁଆନି ଗ୍ରାମରେ ଘଟିଥିବା ଏହି ଘଟଣା ଏବେ ସଂପୃକ୍ତ