Date: July 12, 2020

Total 63 Posts

ଆସାମରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ: ପ୍ରଭାବିତ ହୋଇଛନ୍ତି ୬ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

ଆସାମରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ରହିଛି । ରିପୋର୍ଟ ଅନୁସାରେ, ୨୦ ଜିଲ୍ଲାର ୬ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ କୋକରାଝର ଓ ଧୁବରି ଅଞ୍ଚଳରେ ୨

ରଣଜୀ ଟ୍ରଫି: ସୌରାଷ୍ଟ୍ର ଦଳ ଛାଡ଼ିବେ ଜ୍ୟାକସନ

ସୌରାଷ୍ଟ୍ର ଦଳ ଛାଡିବେ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ସେଲଡନ ଜ୍ୟାକସନ । ଏହି ଖେଳାଳି ଜଣଙ୍କ ଆଗାମୀ ରଣଜୀ ସିଜିନରେ ପୁଡୁଚେରୀ ପାଇଁ ଖେଳିବେ ବୋଲି ଜଣାଇଛନ୍ତି । ସୌରାଷ୍ଟ୍ର ଦଳର ଅନ୍ୟତମ ସଫଳ ଖେଳାଳି ଭାବରେ ଖ୍ୟାତି ଲାଭ କରିଥିବା

ରାଜ୍ୟରେ କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କର ମୁଣ୍ଡ

ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ କେ.ସିଏଚ.ରତ୍ନମଙ୍କର କରୋନାରେ ମୃତ୍ୟୁ ହୋଇଥିବାର ଦୁଃଖଦ ସମ୍ଭାଦ ମିଳିଛି । ଗତ ୫ଦିନ ତଳେ ହଠାତ୍‌ ତାଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ମାତ୍ର ଏହାପରେ ସ୍ୱାସ୍ଥ୍ୟାବସ୍ଥାରେ

ଡ୍ରାଗନ୍‌ ମୁକାବିଲା: ଆମେରିକାରୁ ଭାରତ କିଣିବ ୭୨,୦୦୦ ଆସଲ୍ଟ ରାଇଫଲ

ଡ୍ରାଗନ୍‌ ମୁକାବିଲା ପାଇଁ ଭାରତୀୟ ସେନା ଆମେରିକାରୁ ୭୨,୦୦୦ ସିଗ୍ ୭୧୬ ଆସଲ୍ଟ ରାଇଫଲ କିଣିବାକୁ ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି । ଏହି ରାଇଫଲର ପ୍ରଥମ ବ୍ୟାଚରେ ୭୨,୦୦୦ ରାଇଫଲ ଆସିଯାଇଛି ଓ ଏହାକୁ ସେନା ବ୍ୟବହାର ପାଇଁ ଏବଂ

ବିକାଶ ଦୁବେ ଏନକାଉଣ୍ଟର ଘଟଣା: ସମର୍ଥନରେ ବାହାରିଲା ଶିବସେନା

କାନପୁରଠାରେ ଗତ ଶୁକ୍ରବାର ଦିନ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ମୃତ୍ୟୁ ହୋଇଥିଲା । ଏହାର କିଛି ମୁହୂର୍ତ୍ତ ପରେ ଦେଶର ଅନେକ ରାଜନୈତିକ ଦଳ ତରଫରୁ ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ କରାଯାଇଥିଲା । ଅନ୍ୟପକ୍ଷରେ ଶିବସେନା ଏହି

ଆପଣଙ୍କର ଆଧାର କାର୍ଡରେ ପଞ୍ଜିକୃତ ମୋବାଇଲ ନମ୍ବରଟି ହଜିଯାଇଛି କି ? ପାଇପାରୁନାହାଁନ୍ତି ନୂତନ ଆଧାର କାର୍ଡ, ତେବେ ଏହାର ସମାଧାନ ପାଇଁ ପଠନ କରନ୍ତୁ ଏହି ଉପସ୍ଥାପନା…

ବର୍ତ୍ତମାନ ସମୟରେ ଆଧାର କାର୍ଡ ହେଉଛି ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ । ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟରେ ଆଧାର କାର୍ଡ ଆବଶ୍ୟକତା ପଡ଼ୁଛି । ସମୟ ସମୟରେ ଆମର ଅସାବଧାନତା ପାଇଁ ଆଧାର କାର୍ଡ ନଷ୍ଟ ହୋଇଯାଏ କିମ୍ବା

ଋଷିଆ ବାହାର କଲା ବିଶ୍ୱର ପ୍ରଥମ କରୋନା ଭ୍ୟାକସିନ

କରୋନା ଭ୍ୟାକସିନର ସମସ୍ତ ପରୀକ୍ଷଣ ସଫଳ ହୋଇଛି। ଋଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ ଦାବି କରିଛି ଯେ କରୋନା ଭାଇରସର ଭ୍ୟାକସିନ ପ୍ରସ୍ତୁତି ଶେଷ ହୋଇଛି। ଯଦି ଏହି ଦାବି ସତ ହେବ, ତା’ହେଲେ କରୋନା ଭ୍ୟାକସିନ ବିରୋଧରେ ଏହା ପ୍ରଥମ ଭ୍ୟାକସିନ

ଆଇସୋଲେସନ୍‌ ଓ୍ଵାର୍ଡରେ କରୋନା ରୋଗୀ ପିଇଲେ ମଦ; ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିରେ ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ କରୋନା ଆକ୍ରାନ୍ତ ମଦ ପିଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି ବିହାର ଗୋପାଳଗଞ୍ଜର ବୋଲି କୁହାଯାଉଛି । କରୋନା

ଥମୁନି ୨ ଭଉଣୀଙ୍କ ତିକ୍ତତା: ପୁଣିଥରେ ବଡ ଭଉଣୀଙ୍କ ନାଁରେ ଅଭିଯୋଗ ଆଣିଲେ ଦୂତୀ

ବଢ଼ୁଛି ଦୁଇ ଭଉଣୀଙ୍କ କଳି। ସମଲିଙ୍ଗୀ ସମ୍ପର୍କକୁ ନେଇ ଦୁଇ ଆଥଲେଟ ଭଉଣୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଆହୁରୀ ତୀବ୍ର ହୋଇଛି।  ଗତକାଲି  ନିଜ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ବିରୋଧରେ ସମଲିଙ୍ଗୀ ସମ୍ପର୍କ ଅଭିଯୋଗ ଆଣିଥିବା ଦୂତୀ ପୁଣି

ସିଲ୍ ହେଲା ବିଗ୍ ବିଙ୍କ ଆଉ ୩ ଘର, କର୍ମଚାରୀଙ୍କ କୋଭିଡ ପରୀକ୍ଷା ଜାରି

ଶନିବାର ଦିନ ମହାନାୟକ ଅମିତାଭ ବଚ୍ଚନ ଓ ପୁଅ ଅଭିଶେଖ ବଚ୍ଚନ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଆଜି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ

ସ୍ୟାଣ୍ଡ ଆନିମେସନରେ ବିଗ ବିଙ୍କ ଆରୋଗ୍ୟ କାମନା କଲେ ମାନସ

କୋରୋନା ପଞ୍ଝାରେ ବଲିଉଡ ସେହେନ୍ସା ଅମିତାଭ ବଚନ । ସାରା ଦେଶ ତଥା ତାଙ୍କ ପ୍ରଂଶସକ ତାଙ୍କ ଆରୋଗ୍ୟ କାମନା କରୁଥିବା ବେଳେ ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ ନିଜ ବାଲୁକା କଳା ମାଧ୍ୟମରେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି