Date: July 13, 2020

Total 63 Posts

ପାକିସ୍ତାନ: ଜବରଦଖଲରେ ରହିଛି ୪୦୮ ହିନ୍ଦୁ ମନ୍ଦିର

ବିଶ୍ୱ ଦରବାରରେ ନିଜର ଭାବମୂର୍ତ୍ତିକୁ ସୁଧାରିବାକୁ ପାକିସ୍ତାନ ପକ୍ଷରୁ ଉଦ୍ୟମ କରାଯାଉଥିଲେ ମଧ୍ୟ ଏହା ଫଳପ୍ରଦ ହେଉନାହିଁ । ବିଶେଷ କରି ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଅବସ୍ଥା ପାକିସ୍ତାନରେ ଶୋଚନୀୟ । ପାକିସ୍ତାନରେ ହିନ୍ଦୁମାନଙ୍କର ଜୀବନଶୈଳୀ କିପରି ରହିଛି ଓ ବଞ୍ଚିବା ପାଇଁ

ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ କୁଠାରଘାତ: ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସଂପର୍କରେ ବିବାଦୀୟ ବୟାନ ଦେଲେ ନେପାଳ ପ୍ରଧାନମନ୍ତ୍ରୀ

ଭାରତ ସହିତ ନେପାଳର ସୃଷ୍ଟି ହୋଇଥିବା କୂଟନୈତିକ ବିବାଦ ପ୍ରଶମିତ ହେବା ପରିବର୍ତ୍ତେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ୩ ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦାବି କରି ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଏ ସମ୍ପର୍କରେ ପ୍ରସ୍ତାବ

ବର୍ତ୍ତମାନ ସ୍ଥିତିରେ ଛଟେଇ କରିବାର କୌଣସି ଯୋଜନା ନାହିଁ: ଓ୍ୱିପ୍ରୋ ଲିମିଟେଡ ଅଧ୍ୟକ୍ଷ ରିସଦ୍‌ ପ୍ରେମଜୀ

ଦେଶର ପ୍ରମୁଖ ଆଇଟି ଫାର୍ମ ଓ୍ୱିପ୍ରୋ ଲିମିଟେଡ କୋଭିଡ୍‌-୧୯ ସମୟରେ କର୍ମଚାରୀଙ୍କୁ ଛଟେଇ କରିବନି ବୋଲି ଏହାର ଅଧ୍ୟକ୍ଷ ରିସଦ୍‌ ପ୍ରେମଜୀ ଆଜି ସ୍ପଷ୍ଟ କରିଦେଇଛନ୍ତି । ଭିଡିଓ କନଫେରିନସି ମାଧ୍ୟମରେ ଅନୁଷ୍ଠିତ କମ୍ପାନୀର ୭୪ତମ ବାର୍ଷିକ ସାଧାରଣ ସଭା(ଏଜିଏମ) ରିସଦ

ସାରା ଦେଶରେ ଚର୍ଚ୍ଚା: ତିରୁପତି ମନ୍ଦିର ହୁଣ୍ଡିରେ ଅଜ୍ଞାତ ଭକ୍ତଙ୍କ ୨ କିଲୋ ସୁନା ଦାନ

ଜଣେ ଅଜ୍ଞାତ ଭକ୍ତ ତିରୁମାଲା ହିଲ୍ସ ସ୍ଥିତ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରକୁ ଦୁଇ କିଲୋ ଓଜନର ସୁନା ଦାନ କରିଛନ୍ତି । ମନ୍ଦିର ହୁଣ୍ଡି ଖୋଲି ଖୋଲାଯିବା ପରେ ତା’ ଭିତରେ ଅନେକ ଗୁଡିଏ ଗୋଲ୍ଡ ବାର୍‌ ଥିବାର ଦେଖିବାକୁ ମିଳିଥିଲା

କରୋନା ସଂକ୍ରମଣ ପାଇଁ ସ୍ଥଗିତ ହେଲା ସିଏ ପରୀକ୍ଷା

କରୋନା ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଉପଯୁକ୍ତ ସତର୍କତା ମଧ୍ୟରେ ବହୁ ସଂଖ୍ୟକ କେନ୍ଦ୍ରରେ ପରୀକ୍ଷା ପରିଚାଳନା ପାଇଁ ନିର୍ଦ୍ଦେଶ ଲୋଡିଥିବା ଇଣ୍ଡିଆ ୱାଇଡ୍ ପ୍ୟାରେଣ୍ଟସ୍ ଆସୋସିଏସନର ସଭାପତି ଅନୁଭା ଶ୍ରୀବାସ୍ତବ ଶାହାଙ୍କ ଦ୍ୱାରା ସୁପ୍ରିମକୋର୍ଟଙ୍କ ନିକଟରେ ଏକ ଆବେଦନ ଦାଖଲ

ସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌ ନରଓ୍ୱଣେଙ୍କ‌ ପଠାନକୋଟ ଗସ୍ତ

ସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌ ନରଓ୍ୱଣେ ଆଜି ଜମ୍ମୁର ପଠାନକୋଟ ଅଞ୍ଚଳ ଗସ୍ତ କରିଥିବା ସୂଚନା ମିଳିଛି । ପଠାନକୋଟରେ ପହଞ୍ଚିବା ପରେ ନରଓ୍ୱଣେ ରାଇଜିଂ ଷ୍ଟାର କର୍ପ୍ସର ଫରଓ୍ୱାଡ୍‌ ଏରିଆରେ ମୁତୟନ ହୋଇଥିବା ସୈନ୍ୟ, ସୁରକ୍ଷା ବ୍ୟବସ୍ଥା ଓ ଅପରେଶନ

ରାଜସ୍ଥାନର ରାଜନୈତିକ ସଙ୍କଟ ପାଇଁ ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ଦାୟୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ

ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାୟୀ ବୋଲି ମନ୍ତବ୍ୟ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ଉମା ଭାରତୀ । ସେ କହିଛନ୍ତି, ରାଜସ୍ଥାନରେ ବର୍ତ୍ତମାନ ଯାହା ଘଟୁଛି ଓ

ମାନ୍ଦାବସ୍ଥା ପ୍ରଭାବ: ୧୮୦ ଚାକିରି ବାତିଲ୍‌ କଲା ଏୟାର ଇଣ୍ଡିଆ

କରୋନା ଭାଇରସ୍ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଦେଶରେ ଜାରି କରାଯାଇଥିବା କଟକଣାର ସବୁଠାରୁ ଅଧିକ ପ୍ରଭାବ ବିମାନ ସେବା କ୍ଷେତ୍ରରେ ପଡ଼ିଛି । ଗତ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି । ଏହାର

ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଖାଦ୍ୟ ଭତ୍ତା

ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଖାଦ୍ୟ ଭତ୍ତା।  ସରକାରୀ କୋଭିଡ୍ କେୟାର ସେଣ୍ଟର, କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ଦୈନିକ ୨୪୦ ଟଙ୍କାର ଖାଦ୍ୟ ଭତ୍ତା ଦିଆଯିବ

ଖୋର୍ଦ୍ଧା ଜିଲ୍ଲାର ଜାମୁଝରୀ ଓ ଜଟଣୀ ନିକଟରେ ହେବ କୋଭିଡ କେୟାର ସେଣ୍ଟର

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପରିସ୍ଥିତିର ମୁକାବିଲା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସମ ହସ୍ପିଟାଲ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି ।

ବିଜେଡି ଦଳର ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଲେ ନବୀନ

କରୋନା ସଙ୍କଟ ସମୟରେ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରୁଛି । ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟ ମହିଳା କମିଟିର ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ