Date: July 14, 2020

Total 62 Posts

କରୋନା ଭାଇରସ୍‌ ମୁକାବିଲା ପାଇଁ ମେକ୍ସିକୋ ସରକାରଙ୍କ ନିଷ୍ପତ୍ତି: ମେଡିକାଲ କିଟ୍ ବଦଳରେ ବିକାଯିବ ରାଷ୍ଟ୍ରପତିଙ୍କ ବିମାନ

କରୋନା ଭାଇରସ୍‌ ବିଶ୍ୱର ପରିସ୍ଥିତିକୁ କେତେ ଦୟନୀୟ କରିଛି ତାହା ମେକ୍ସିକୋରୁ ଅନୁମାନ କରାଯାଇପାରେ । ଦେଶରେ ମହାମାରୀ ମୁକାବିଲା ଲାଗି ମେଡିକାଲ କିଟ୍‌ ବଦଳେ ରାଷ୍ଟ୍ରପତିଙ୍କ ବିମାନ ବିକ୍ରି ଲାଗି ମଧ୍ୟ ଏବେ ମେକ୍ସିକୋ ସରକାର ପ୍ରସ୍ତୁତ ଥିବା ସୂଚନା

କଶ୍ମୀର ଚିକେନ

ଅନେକ ପ୍ରକାର ଚିକେନ ତରକାରୀର ସ୍ୱାଦ ଆପଣ ନିଶ୍ଚୟ ଚାଖିଥିବେ । ତେବେ କଶ୍ମୀର ଚିକେନ ତରକାରୀ ସ୍ୱାଦ ପ୍ରସଙ୍ଗରେ ଟିକେ ଭିନ୍ନ । ଆସନ୍ତୁ ଜାଣିବା ଏହାର ରନ୍ଧନ ଶୈଳୀ ସମ୍ପର୍କରେ… ଆବଶ୍ୟକ ସାମଗ୍ରୀ : * ଚିକେନ୍‌ ୭୫୦

ରାଜସ୍ଥାନରେ ରାଜନୈତିକ ହଟଚମଟ: ପଣବନ୍ଦୀର ଅଭିଯୋଗ ଆଣିଲେ ବିଧାୟକ

ତୀବ୍ର ଗତିଶୀଳ ରାଜସ୍ଥାନର ରାଜନୀତିର ଏକ ପ୍ରମୁଖ ଘଟଣାକ୍ରମରେ ଭାରତୀୟ ଟ୍ରାଇବାଲ ପାର୍ଟି(ବିଟିପି)ର ଦୁଇ ଜଣ ବିଧାୟକ ଆଜି କଂଗ୍ରେସ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ଗେମ୍‌ ଚେଞ୍ଜର ସାବ୍ୟସ୍ତ ହେବାକୁ ଥିବା ଏହି ଦୁଇ ବିଧାୟକଙ୍କ ଏଭଳି

ଥମୁନି ରାଜସ୍ଥାନ ରାଜନୀତିର ହାଇଭୋଲ୍‌ଟେଜ୍‌ ଡ୍ରାମା: ଆସନ୍ତାକାଲି ବଡ଼ ଘୋଷଣା କରିବେ ସଚିନ ପାଇଲଟ

ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ସଚିନ ପାଇଲଟ ଇତିମଧ୍ୟରେ ବିଦା ହୋଇସାରିଛନ୍ତି । ଏବେ ତାଙ୍କର ସମ୍ଭାବିତ ପରବର୍ତ୍ତୀ ପଦକ୍ଷେପକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ ବିଜେପିକୁ ଯିବେ ନା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ

ଦିଲ୍ଲୀସ୍ଥିତ ନେପାଳ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ: ନେପାଳର କମ୍ୟୁନିଷ୍ଟ ସରକାରଙ୍କୁ ଆଇନା ଦେଖାଇଲେ ସେ ଦେଶର ସାଧାରଣ ନାଗରିକ

ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାରତ ବିରୋଧୀ କାର୍ଯ୍ୟାକଳାପରେ ଉତ୍ତେଜିତ ହୋଇଛନ୍ତି ନେପାଳର ସାଧାରଣ ଜନତା । ଭାରତର ସୀମାକୁ ନିଜର ବୋଲି କହି ବିବାଦର ମଞ୍ଜି ବୁଣିଥିବା ନେପାଳର ପ୍ରଧାନମନ୍ତ୍ରୀ ଏବେ ପୁଣି ଥରେ ଭାରତୀୟମାନଙ୍କ ଧାର୍ମିକ ଭାବନାକୁ

ସ୍ୱାଦିଷ୍ଟ ଡିନର୍‌ ‘ମଲାଇ ବ୍ରେଡ଼’

କରୋନା କାଳରେ ଘରେ ବସି କିଛି ହୋଟେଲ୍‌ ଶୈଳୀର ଡିନର୍‌ କରିବାକୁ ଇଚ୍ଛା କରୁଥିଲେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ମଲାଇ ବ୍ରେଡ଼’ । ଏହାର ରନ୍ଧନ ଶୈଳୀ ନିମ୍ନରେ ବର୍ଣ୍ଣନା କରାଗଲା… ଆବଶ୍ୟକ ସାମଗ୍ରୀ * ପାଉଁରୁଟି –

କରୋନା କାଳରେ ମୁମ୍ବାଇ ଡବାବାଲାଙ୍କ ପାଇଁ ଦେବଦୂତ ସାଜିଲେ ସଞ୍ଜୟ-ସୁନୀଲ

କରୋନାଜନିତ କଟକଣା ପାଇଁ ଦେଶର ଅନେକ ଲୋକ ସେମାନଙ୍କ ରୋଜଗାର ପନ୍ଥା ହରାଇଛନ୍ତି । ଗୋଟିଏ ପଟେ ଅଦୃଶ୍ୟ ମହାମାରୀ କରୋନା ସହ ଲଢିବାକୁ ପଡୁଥିବା ବେଳେ ଅନ୍ୟପଟେ ପେଟର ଭୋକ ଜ୍ୱାଳାରେ ଛଟପଟ ହେଉଛନ୍ତି ଅଭାବୀ ଲୋକେ । ବିଶେଷ

ନିନ୍ଦନୀୟ: ଗଲ୍‌ୱାନ୍ ସଂଘର୍ଷରେ ନିହତ ସ‌ୈନ୍ୟମାନଙ୍କ ଯଥାରୀତି ଅନ୍ତ୍ୟେଷ୍ଟି କ୍ରିୟା କରାଇ ଦେଉନି ଡ୍ରାଗନ୍‌

ଦେଶପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କ ପ୍ରତି କମ୍ୟୁନିଷ୍ଟ ଦେଶ ଚୀନ୍‌ ବୈମାତୃକ ମନୋଭାବ ପୋଷଣ କରୁଥିବା କ୍ରମେ ସ୍ପଷ୍ଟ ହେବାରେ ଲାଗିଛି । ପ୍ରାପ୍ତ ସୂଚନା ଅନୁସାରେ ଗଲ୍‌ୱାନ୍ ସଂଘର୍ଷରେ ନିହତ ସୈନିକମାନଙ୍କର ସମାଧି ନ କରିବା ଏବଂ ବ୍ୟକ୍ତିଗତ

ଆକ୍ରମଣ କ୍ଷମତା ବୃଦ୍ଧି ପାଇଁ ଆମେରିକାଠାରୁ ୨୦୦ଟି ଆରକ୍ୟୁ-୧୧, ଇସ୍ରାଏଲରୁ ସ୍କାଇକ୍ ଫାୟାରଫ୍ଲାଏ ଆମ୍ୟୁନିସନ କ୍ରୟ କରିବ ଭାରତୀୟ ସେନା

ଚୀନ୍‌ ସହିତ ସୀମା ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ଏହାର କଡା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଆରମ୍ଭ କରିସାରିଛି । ଏହିକ୍ରମରେ ଭାରତୀୟସେନା ଏବେ ନିଜର ଆକ୍ରମଣ କ୍ଷମତାକୁ ଅଧିକ ଶାଣିତ କରିବା ପାଇଁ ଆମେରିକା ଠାରୁ ୨୦୦ଟି ଆରକ୍ୟୁ-୧୧

ଜୁଲାଇ ୧୫ରୁ ୧୯ ଭିମସାର୍ ବନ୍ଦ; କେବଳ କାଜୁଆଲଟି ଏବଂ ଜରୁରୀ ଅସ୍ତ୍ରୋପଚାର ସେବାକୁ ଅନୁମତି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସ ଆଣ୍ଡ ରିସର୍ଚ୍ଚ (ଭିମସାର)କୁ ଜୁଲାଇ ୧୫ରୁ ୧୯  ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏହି ବନ୍ଦ ସମୟରେ ମେଡିକାଲରେ ନିମ୍ନଲିଖିତ

ଦେଶରେ ଖୋଲିବ ହଜାର ହଜାର ଜିଓ-ବିପି ପେଟ୍ରୋଲ୍‌ ପମ୍ପ୍‌, ଜାଣନ୍ତୁ କିପରି କରିବେ ପେଟ୍ରୋଲ ପମ୍ଫ ଖୋଲିବାକୁ ଆବେଦନ

ଜିଓ ମୋବାଇଲ ଏବଂ ଜିଓ ମାର୍ଟ ପରେ ଏବେ ଖୋଲିବ ଜିଓ-ବିପି ପେଟ୍ରୋଲ ପମ୍ପ । ଦେଶରେ ଏବେ ୫ ବର୍ଷ ମଧ୍ୟରେ ୫,୫୦୦  ଜିଓ ପେଟ୍ରୋଲ ପମ୍ପ ଖୋଲିବାକୁ ଯୋଜନା କରୁଛନ୍ତି ମୁକେଶ ଅମ୍ବାନୀ । ମିଳିଥିବା ସୂଚନା ଅନୁସାରେ,