Date: July 15, 2020

Total 65 Posts

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ନୂଆପଡା ସଦର ୱେସକୋର କନିଷ୍ଠ ଯନ୍ତ୍ରୀ ରାଜକିଶୋର ସାହୁ । ଉଠା ଜଳସେଚନ ପଏଣ୍ଟକୁ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ

ଘୋଡ଼ା ବେପାରରେ ସାମିଲ ଥିଲେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ

ସଚିନ ପାଇଲଟଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପାଇଲଟ ଘୋଡ଼ା ବେପାରରେ ସାମିଲ ଥିଲେ ବୋଲି ଗେହଲଟ କହିଛନ୍ତି । ନିକଟରେ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରାଯାଇଥିଲା ।

କରୋନା ସଙ୍କଟ: ୫ବର୍ଷ ପର୍ଯ୍ୟନ୍ତ ବିନା ଦରମାରେ ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ

କରୋନା ମହାମାରୀ ଯୋଗୁଁ ଭାରତ ତଥା ବିଶ୍ୱରେ ଯାତ୍ରା ପ୍ରତିବନ୍ଧକ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ର ସହିତ ଜଡ଼ିତ ଥିବା କମ୍ପାନୀମାନଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଛି । ଏଭଳି ସ୍ଥିତିର ମୁକାବିଳା କରିବା ପାଇଁ ଭାରତର ସମସ୍ତ ଏୟାରଲାଇନ୍ସ ଦରମା

ବଜ୍ରପାତ ସହ ଭୀଷଣ ବର୍ଷା ସମ୍ଭାବନା: ଏହି ୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ

ରାଜ୍ୟର ପ୍ରାୟ ୯ଟି ଜିଲ୍ଲାରେ ବଜ୍ରପାତ ସହ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, କଟକ, ଖୋର୍ଦ୍ଧା, ନବରଙ୍ଗପୁର, କେନ୍ଦ୍ରାପଡା, ଜଗତସିଂହପୁର,

କରୋନା ଭ୍ୟାକସିନ୍‌: ପ୍ରଥମ ଟ୍ରାଏଲରେ ସଫଳ ହେଲା ଆମେରିକୀୟ କମ୍ପାନୀ ମୋଡର୍ଣ୍ଣା ଇଙ୍କ

ପ୍ରଥମେ ଋଷ ପକ୍ଷରୁ କରୋନା ଭ୍ୟାକସିନର ପ୍ରଥମ କ୍ଲିନିକାଲ ଟ୍ରାଏଲରେ ସଫଳତା ହାସଲ ନେଇ ଦାବି କରାଯିବା ପରେ ଏହାକୁ ନେଇ ବିଶ୍ୱତମାମ ଚର୍ଚ୍ଚା ଜୋର୍‌ ଧରିଥିଲା । ଏବେ ଆମେରିକୀୟ କମ୍ପାନୀ ମୋଡର୍ଣ୍ଣା ଇଙ୍କ ମଧ୍ୟ କରୋନା ଭ୍ୟାକସିନ୍‌ର ପ୍ରଥମ

ବଲିଉଡ୍‌ ଗୀତରେ ନାଚିଲେ ଡେଭିଡ ୱାର୍ଣ୍ଣରଙ୍କ ଦୁଇ ଝିଅ

ଅଷ୍ଟ୍ରେଲିଆ କ୍ରିକେଟ ଦଳର ବିସ୍ଫୋରକ ଓପନର ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି । ନିକଟରେ ସେ ତାଙ୍କ ଦୁଇ ଝିଅ ଇଣ୍ଡି ରେ ଓ ଇଭି ମେ’ଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ସାଇଟରେ ଛାଡିବା ପରେ

ମହାରାଷ୍ଟ୍ରରେ ଭୀଷଣ ବର୍ଷା, ଜନ ଜୀବନ ଅସ୍ତବ୍ୟସ୍ତ

ମହାରାଷ୍ଟ୍ରର ମୁମ୍ବଇ, ଥାଣେ, ପାଲ୍‌ଘର ଓ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଛି । ରାତିଦିନ ମୂଷଳ ଧାରାରେ ବର୍ଷା ଲାଗି ରହିଥିବାରୁ ରାସ୍ତାରେ ପାଣି

ଓଲିଙ୍କୁ କଟାକ୍ଷ କଲା ଶିବସେନା

ପ୍ରଭୁ ଶ୍ରୀରାମଙ୍କ ପ୍ରକୃତ ଅଯୋଧ୍ୟା ଭାରତରେ ନାହିଁ, ନେପାଳରେ ବୋଲି ବିବାଦୀୟ ବୟାନ ଦେବା ପରେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲିଙ୍କୁ ଭାରତରେ ତୀବ୍ର ବିରୋଧ କରାଯାଉଛି । ଭାରତର ହିନ୍ଦୁ ସଂଗଠନଗୁଡ଼ିକ ଓଲିଙ୍କୁ ଏ ନେଇ ସମାଲୋଚନା

ପଶ୍ଚିମବଙ୍ଗ ବିଜେପି ବିଧାୟକ ମୃତ୍ୟୁ ଘଟଣା: CID ପକ୍ଷରୁ ରୁଜୁ ହେଲା ହତ୍ୟା ମାମଲା

ବହୁ ଚର୍ଚ୍ଚିତ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରୟଙ୍କ ମୃତ୍ୟୁ ଘଟଣାରେ ପଶ୍ଚିମବଙ୍ଗ ସିଆଇଡି ହତ୍ୟା ମାମଲା ରୁଜୁ କରିଥିବାର ସୂଚନା ମିଳିଛି । ବିଧାୟକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ହତ୍ୟା ମାମଲା ରୁଜୁ କରିବା ସହ

ଆସିଲା ବିଶ୍ୱର ସବୁଠାରୁ ଶସ୍ତା କରୋନା ଟେଷ୍ଟିଂ କିଟ୍ ; ଜାଣନ୍ତୁ ଦାମ କେତେ ?

ଆଇଆଇଟି ପକ୍ଷରୁ ପ୍ରସ୍ତୁତ ଟେଷ୍ଟିଂ କିଟ୍‌ର ଆଜି ଶୁଭାରମ୍ଭ କରାଯାଇଛି, ଯାହାକୁ ବିଶ୍ୱର ସବୁଠାରୁ ଶସ୍ତା ମଧ୍ୟ କୁହାଯାଉଛି। ଏହାକୁ ଆଇଆଇଟି ପ୍ରସ୍ତୁତ କରିଛି। ଆଇଆଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହାର ମୂଳ ଦର ୩୯୯ ଟଙ୍କା ରହିଛି। ଅନ୍ୟପକ୍ଷରେ

ଘରୋଇ ଲ୍ୟାବ୍‌ରେ ହେବ ଆଣ୍ଟିଜେନ୍‌ ଟେଷ୍ଟ; ୪୫୦ ଟଙ୍କା ରହିବ ଦାମ

ଏଣିକି ଘରୋଇ ଲ୍ୟାବ୍‌ରେ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇପାରିବ। ଏଥିପାଇଁ ୪୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ICMR ପ୍ରୋଟୋକଲ୍‌ ମାନି ଟେଷ୍ଟ କରିବାକୁ ଘରୋଇ ଲ୍ୟାବ୍‌କୁ ଅନୁମତି ଦିଆଯାଇଛି। ଏହି ଟେଷ୍ଟ ଦ୍ୱାରା ଲୋକମାନେ କରୋନାରେ ସଂକ୍ରମିତ ହୋଇଛନ୍ତି କି