Date: July 16, 2020

Total 62 Posts

ରାଜସ୍ଥାନ ରାଜନୀତି ପ୍ରସଙ୍ଗରେ ପ୍ରଦୀପ ମାଝୀଙ୍କ ବୟାନକୁ ତାରାପ୍ରସାଦ ବାହିନୀପତିଙ୍କ କଡ଼ା ସମାଲୋଚନା

ରାଜସ୍ଥାନ ସଙ୍କଟ ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡଙ୍କୁ ସିଧାସଳଖ ଦାୟୀ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି । ଏକ ଟିଭି ଚ୍ୟାନେଲ ବିତର୍କରେ ପ୍ରଦୀପ ହାଇକମାଣ୍ଡକୁ ଦୋଷାରୋପ କରିବା ପରେ ଏହାକୁ ନେଇ ରାଜ୍ୟ କଂଗ୍ରେସ ରାଜନୀତି ଜୋର୍‌ ଧରିବାରେ

ଡ୍ରାଗନ୍‌ର ଦାଦାଗିରି ବିରୋଧରେ ମେଳି ବାନ୍ଧିଲେ ମାଲେସିଆ, ଫିଲିପାଇନ୍ସ ଓ ଜାପାନ

ବହୁତ ହେଇଗଲା ଡ୍ରାଗନ୍‌ର ଦାଦାଗିରି । ସହିବାର ସମସ୍ତ ସୀମା ପାର୍‌ ହୋଇଗଲା । ଏବେ ଜବାବ୍‌ ଦେବାର ସମୟ । ଏକଥା ଏବେ ସାରା ବିଶ୍ୱ ବୁଝିସାରିଲାଣି । ତାଇୱାନ୍‌ ଭଳି ଛୋଟ ଦେଶ ଡ୍ରାଗନ୍‌କୁ ଖୋଲା ଚ୍ୟାଲେଞ୍ଜ ଦେବାର

ରିୟାଙ୍କୁ ସାମଜିକ ଗଣମାଧ୍ୟମରେ ଦୁଷ୍କର୍ମ ଓ ହତ୍ୟା ଧମକ

ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ପ୍ରେମିକା ଭାବରେ ଜଣାଶୁଣା ରିୟା ଚକ୍ରବର୍ତ୍ତୀଙ୍କୁ ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ସମାଲୋଚିତ କରାଯାଉଛି । ଖାଲି ଏତିକି ନୁହେଁ ସାମାଜିକ ଗଣମାଧ୍ୟମରେ ରିୟାଙ୍କୁ ଦୁଷ୍କର୍ମ ଓ ହତ୍ୟା

କରୋନାରେ ପ୍ରାଣ ହରାଇଲେ ଉତ୍ତର ପ୍ରଦେଶର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ

ଉତ୍ତର ପ୍ରଦେଶର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସମାଜବାଦୀ ଦଳର ନେତା ଘୁରା ରାମ ଆଜି କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ଗତ କିଛିଦିନ ହେଲା ଲକ୍ଷ୍ନୌ ସ୍ଥିତ କିଙ୍ଗ ଜର୍ଜ ମେଡ଼ିକାଲ କଲେଜ ଓ ହସପିଟାଲରେ କରୋନା ସଂକ୍ରମିତ

ସମଗ୍ର ବିଶ୍ୱକୁ କରୋନା ପ୍ରତିଷେଧକ ଟିକା ଯୋଗାଇବାର କ୍ଷମତା ଭାରତର ଅଛି: ବିଲ୍‌ ଗେଟ୍ସ

ସମଗ୍ର ବିଶ୍ୱ ପାଇଁ କୋଭିଡ୍‌-୧୯ର ଭାକସିନ୍‌ ତିଆରି କରି ଏହାକୁ ସପ୍ଲାଇ କରିପାରିବାର କ୍ଷମତା ଭାରତର ରହିଛି ବୋଲି ପ୍ରକାଶ କରିଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ । ଭାରତୀୟ ଔଷଧ ଉଦ୍ୟୋଗ କେବଳ ନିଜ ଦେଶ ପାଇଁ ନୁହେଁ ବରଂ

ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା

ଏଣିକି ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଅତି ଜରୁରୀ କାମ ନଥିଲେ ଭୁବନେଶ୍ୱର ଆସିବାକୁ ମନା କରାଯାଇଛି । ଏଥିପାଇଁ ଲକଡାଉନ୍ ସମୟରେ

ଆସନ୍ତାକାଲି ରାତି ୯ଟାରୁ ୪ ଜିଲ୍ଲା ସହ ଗୋଟିଏ ମୁନିସିପାଲଟିରେ ଲକଡାଉନ ଆରମ୍ଭ, ଜାଣନ୍ତୁ କ’ଣ ଖୋଲିବ ଓ କ’ଣ ରହିବ ବନ୍ଦ

ଆସନ୍ତାକାଲି ରାତି ୯ଟାରୁ ୩୧ ତାରିଖ ମଧ୍ୟରାତ୍ର ଯାଏ ରାଉରକେଲା ମହାନଗର ସମେତ ୪ ଜିଲ୍ଲା-ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁରରେ ସଂପୂର୍ଣ୍ଣ ଲକଡାଉନ ପାଳନ କରାଯିବ। ତେବେ ଏହି ସମୟରେ କ’ଣ ଖୋଲିବ ଓ କ’ଣ ରହିବ ବନ୍ଦ ଜାଣନ୍ତୁ…

୪ ଜିଲ୍ଲା ସହ ଗୋଟିଏ ମୁନିସିପାଲଟିରେ ଲାଗୁ ହେଲା ୧୪ ଦିନିଆ ଲକଡାଉନ୍

କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ଖୋର୍ଧା, କଟକ, ଗଞ୍ଜାମ, ଯାଜପୁର, ରାଉରକେଲା ମୁନିସିପାଲଟି କର୍ପୋପେସନ୍ ଆଦି ୪ ଜିଲ୍ଲାରେ ଶୁକ୍ରବାରଠାରୁ ଜୁଲାଇ ୩୧ ଯାଏଁ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ

ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ

କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ରାଜ୍ୟ ବିଧାନସଭାର ପରବର୍ତ୍ତୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ମାସରେ କରିବା ନିମନ୍ତେ ବିଚାରବିମର୍ଶ ଚାଲିଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭା ଅଧିବେଶନ ସମୟରେ ସାଧାରଣ ଲୋକ ଓ ସାମ୍ବାଦିକମାନଙ୍କୁ ବିଧାନସଭାକୁ ପ୍ରବେଶ

୨୦୨୦-୨୧ ଖରିଫ ଧାନ ସଂଗ୍ରହ ନିମନ୍ତେ ଅଗଷ୍ଟ ୧ ରୁ ୩୧ ଯାଏଁ ହେବ ଚାଷୀମାନଙ୍କ ନାମ ପଞ୍ଜୀକରଣ

ସର୍ବନିମ୍ନ ସହାୟକ ମୂଲ୍ୟରେ ୨୦୨୦-୨୧ ବର୍ଷରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ପ୍ରକି୍ରୟା ଅଗଷ୍ଟ ୧ ତାରିଖରୁ ଆରମ୍ଭ କରାଯିବ । ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ନୂତନ ଚାଷୀ ଯେପରି

ରାଜ୍ୟରେ ୨୦ରୁ ଆରମ୍ଭ ହେବ ଟେଲି ମେଡିସିନ୍ ସେବା

ରାଜ୍ୟରେ କୋଭିଡ କଟକଣା ପରିସ୍ଥିତି ଦୃଷ୍ଟିରୁ ସାଧାରଣ ରୋଗୀଟିଏ ଡାକ୍ତରଖାନା ଯିବା ସମ୍ଭବ ହୋଇପାରୁନାହିଁ । ଏହାର ପ୍ରତିକାର ସ୍ୱରୂପ ସରକାର ଆରମ୍ଭ କରିବାକୁ ଯାଇଛନ୍ତି ଟେଲି ମେଡିସିନ୍ ସେବା । ଏହାଦ୍ୱାରା ରୋଗୀ ଫୋନ୍ ମାଧ୍ୟମରେ ଡାକ୍ତରଙ୍କ ସହ ସିଧା