Date: July 17, 2020

Total 48 Posts

ସ୍ୱାସ୍ଥ୍ୟ ବିଭାଗକୁ ଛାଡି ଅନ୍ୟ ସବୁ ବିଭାଗ କର୍ମଚାରୀ କରିବେ ‘ୱାର୍କ ଫ୍ରମ୍‌ ହୋମ୍‌’

ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲା ତଥା ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନ୍ ଅଞ୍ଚଳରେ ଲକଡାଉନ ସମୟରେ ଓଡିଶା ସରକାର ନିଜ କର୍ମଚାରୀଙ୍କ ପାଇଁ ‘ୱାର୍କ ଫ୍ରମ୍ ହୋମ’ ପ୍ରୋଟୋକଲ୍ ଗ୍ରହଣ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗର ଏକ ବିଜ୍ଞପ୍ତିରେ

ଚର୍ଚ୍ଚାରେ ଦବଙ୍ଗ ଗାର୍ଲଙ୍କ ଆଗାମୀ ଫିଲ୍ମ ‘ଭୁଜ’

ବି-ଟାଉନର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଦୀର୍ଘ ସମୟରୁ ନିଜର ଆଗାମୀ ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମରେ ତାଙ୍କ ସହ ସିଂଘମ ଅଜୟ ଦେବଗନ ରୋମାନ୍ସ କରୁଥିବାର ଦେଖାଯିବେ। ଏବେ ଫ୍ୟାନ୍ସଙ୍କ ପାଇଁ

୧୪ ଦିନିଆ ଲକଡାଉନ୍ ନିୟମରେ କୋହଳ କଲେ ରାଜ୍ୟ ସରକାର

ଦ୍ରୁତ ଗତିରେ ବୃଦ୍ଧି ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାତିରୁ ଭୁବନେଶ୍ୱର,କଟକ,ରାଉରକେଲା ସହର ସମେତ ମୋଟ ୫ଟି ଜିଲ୍ଲାରେ ୧୪ଦିନିଆ ଲକଡାଉନ୍ ଆରମ୍ଭ ହେଉଛି। ତେବେ ଏହି ଲକଡାଉନ୍ ଅବଧିରେ ଆଉ କେତେକ ସେବାକୁ ଜାରି ରଖିବା ନିମନ୍ତେ

କଲେଜ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ସ୍କୁଲରେ ମିଡ୍‌ ଡେ ମିଲ୍‌ ବା ମଧ୍ୟାହ୍ନ ଭୋଜନ କଥା ସମସ୍ତେ ଜାଣିଥିବେ। ହେଲେ ଏବେ ଜୁନିୟର ଓ ଡିଗ୍ରୀ କଲେଜରେ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ। ତେଲେଙ୍ଗାନା ସରକାର ଏମିତି ଏକ ଯୋଜନା କରିଥିବା ଜଣାପଡିଛି। ସରକାର ଆସନ୍ତା ଶିକ୍ଷାବର୍ଷରୁ

ବିଶ୍ୱର କୌଣସି ଶକ୍ତି ଭାରତଠୁ ଇଞ୍ଚେ ଜମି ନେଇପାରିବ ନାହିଁ: ରାଜନାଥ ସିଂହ

ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନକୁ କଡା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ । ଏହା ସହିତ ଭାରତର ଏକ ଇଞ୍ଚ ଜମି ବି କେହି ନେଇପାରିବ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି ସେ । ଲଦାଖର ଲୁକୁଙ୍ଗରେ ଭାରତୀୟ ସେନା

ସ୍ଥଗିତ ହେଲା ବିପିୟୁଟିର ସମସ୍ତ ଅନଲାଇନ୍ ପରୀକ୍ଷା

କରୋନାଜନିତ କଟକଣା ଯୋଗୁ ବିପିୟୁଟିର ସମସ୍ତ ଅନଲାଇନ୍ ପରୀକ୍ଷାକୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, କରୋନା ପାଇଁ ରାଜ୍ୟର ୫ଟି

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୫୩ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ୪୫୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂତନ ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଏବେ ରାଜ୍ୟରେ ମୋଟ ୧୧୩୩୦ଜଣ ସୁସ୍ଥ ହେଲେଣି। ୧୯ଟି ଜିଲ୍ଲାରୁ ଏହି ୪୫୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୪୫୩ଜଣଙ୍କ ମଧ୍ୟରେ ଗଞ୍ଜାମରୁ

ସଚିନଙ୍କୁ ଆଶ୍ୱସ୍ତି, ୨୧ ତାରିଖ ଯାଏ ହେବନି କାର୍ଯ୍ୟାନୁଷ୍ଠାନ

କଂଗ୍ରେସ ବନାମ କଂଗ୍ରେସ କଳିରେ ବିଦ୍ରୋହୀ ସଚିନ ପାଇଲଟ ଓ ତାଙ୍କ ସମର୍ଥକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସେମାନଙ୍କ ବିରୋଧରେ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିଲେ ହେଁ ଏହାଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଆସନ୍ତା

ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ଜାରି ହେଲା ଗାଇଡଲାଇନ

ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି କରିଛି । ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଉତ୍ତମ ବ୍ୟବସ୍ଥା

ଆଜି କଟକରୁ ୯ କରୋନା ପଜିଟିଭ ଚିହ୍ନଟ

କଟକ ସହରରେ ଶୁକ୍ରବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତ ସଂଖ୍ୟା ୩୨୩କୁ ବୃଦ୍ଧି ପାଇଛି। ସେଥିରୁ ୧୮୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୫ ଆକ୍ଟିଭ୍‌ କେସ୍‌ ଅଛନ୍ତି। ସେହିଭଳି ୭ଜଣଙ୍କ

କୁଳଭୂଷଣଙ୍କ ଯାଦବ ମାମଲାରେ ଭାରତକୁ ମିଳିଲା ତୃତୀୟ କନସୁଲାର ଆକ୍ସେସ୍‌

ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଗିରଫ ହୋଇ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପାଇଁ ପାକିସ୍ତାନ ଭାରତକୁ ତୃତୀୟ କନସୁଲାର ଆକ୍ସେସ୍ ଯୋଗାଇ ଦେଇଛି। ଏଥିପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସୀ ଏନେଇ ପାକିସ୍ତାନ ଗଣମାଧ୍ୟମକୁ ସୂଚନା