Date: July 18, 2020

Total 48 Posts

ଭଗବାନ ଭରସା: କେରଳରେ ଗୋଷ୍ଠୀ ସଂକ୍ରମଣର ରୂପ ନେଇସାରିଛି କରୋନା !

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଚାଲିଛି । ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏହି ଭୟଙ୍କର ଭାଇରସ୍‌ର ସଂକ୍ରମଣ ଚେନ୍‌କୁ ଭାଙ୍ଗିବାରେ ଅସହାୟ ପାଲଟିଛନ୍ତି । ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ ଚିହ୍ନଟ ହେଉଛନ୍ତି

ରାଜସ୍ଥାନ ରାଜନୀତି: ପ୍ରଥମଥର ପାଇଁ ମୁହଁ ଖୋଲିଲେ ବସୁନ୍ଧରା ରାଜେ

ରାଜସ୍ଥାନ ରାଜନୀତିରେ ହାଇଭୋଲ୍‌ଟେଜ୍‌ ଡ୍ରାମା ଲାଗି ରହିଥିବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେ । ଟ୍ୱିଟ୍‌ କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ବସୁନ୍ଧରା ।

ନୟାଗଡ଼ରେ କାୟା ମେଲାଉଛି କରୋନା: ଜିଲ୍ଲାରେ ପୁଣି ଚିହ୍ନଟ ହେଲେ ୧୧ଜଣ ସଂକ୍ରମିତ

ନୟାଗଡ଼ ଜିଲ୍ଲାରେ ପୁଣି ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ସମସ୍ତେ ସ୍ଥାନୀୟ ସଂକ୍ରମିତ ହୋଥିବାରୁ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧା ବଢିଛି । ନୟାଗଡ଼ ସହରରୁ ସର୍ବାଧିକ ୬ ଜଣ ଅଛନ୍ତି । ସଂକ୍ରମିତ ଚିହ୍ନଟ ହୋଇଥିବା

ରାଜୀବ‌ ଗାନ୍ଧୀ ଖେଳରତ୍ନ ଆଓ୍ୱାର୍ଡ ନାମାଙ୍କନ ତାଲିକାରୁ ହଟିଲେ ଭଜି

ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ‌ ଗାନ୍ଧୀ ଖେଳରତ୍ନ ଆଓ୍ୱାର୍ଡ ନାମାଙ୍କନ ତାଲିକାରୁ ହଟିଲେ ଭଜି । ଏ ବାବଦରେ ନିଜେ ଭଜି ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି । ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ ଅଫ ସ୍ପିନର ନିଜ

ଅଯୋଧ୍ୟା ଏବଂ ପ୍ରଭୁ ଶ୍ରୀରାମଙ୍କ ସଂପର୍କରେ ଓଲିଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ: ଘେରିଲେ ନେପାଳୀ ସନ୍ଥ ସମାଜ

କାହିଁ କେଉଁ ଅନାଦି କାଳରୁ ଭାରତ ସହିତ ପଡ଼ୋଶୀ ନେପାଳର ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ରହିଆସୁଥିଲା । ତେବେ ବର୍ତ୍ତମାନ ନେପାଳରେ ଶାସନମଙ୍ଗ ଧରିଥିବା କମ୍ୟୁନିଷ୍ଟ ସରକାର ଏହି ସୁ-ସମ୍ପର୍କକୁ ଭାଙ୍ଗିବାକୁ କିଛି ନା କିଛି ହରକତ କରିଚାଲିଛନ୍ତି । ଏହାର

ଜୁଲାଇ ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିଲା ବିପିୟୁଟି ଶେଷ ସେମିଷ୍ଟର୍‌ ପରୀକ୍ଷା

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଶେଷ ସେମିଷ୍ଟର୍‌ ପରୀକ୍ଷାକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବାର ସୂଚନା ମିଳିଛି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ସମେତ ରାଉରକେଲା ମହାନଗର ନିଗମକୁ ଲକ୍‌ଡାଉନ୍‌

ଗଞ୍ଜାମ ପାଇଁ ନୂଆ ଋଣକୌଶଳ: ଭିତିଭୂମି ସଂପ୍ରସାରଣ, ଟେଲିମେଡିସିନ୍ ଏବଂ ସଚେତନତା ଉପରେ ବିଶେଷ ଗୁରୁତ୍ୱ

ଗଞ୍ଜାମ ଜିଲ୍ଲାରେ କୋଭିଡ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂତନ ଋଣ କୌଶଳ ଗ୍ରହଣ କରିଛନ୍ତି । ଏଥିରେ ଭିତିଭୂମି ସଂପ୍ରସାରଣ, ଟେଲିମେଡିସିନ୍ ଏବଂ ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ମାଆ-ଝିଅଙ୍କୁ ଏକାଠି କରିଦେଲେ ମାନବ ପ୍ରେମୀ ଆଦିତ୍ୟ

ମାଆ-ଝିଅଙ୍କୁ ଏକାଠି କରିଛନ୍ତି ମାନବ ପ୍ରେମୀ ଆଦିତ୍ୟ । ସେ ଆଜି ନାହାଁନ୍ତି ସତ, ହେଲେ ତାଙ୍କ ମୃତ୍ୟୁ ହିଁ ମା ଓ ଝିଅକୁ ଏକାଠି କରିଛି । ହୁଏତ ଉପରେ ଥାଇ ଖୁସି ହେଉଥିବେ ଆଦିତ୍ୟ । ଏଭଳି ଏକ

ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ

ମହାମାରୀ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ଲାଜମା ଦାନ କରିବେ । ଭୁବନେଶ୍ୱରସ୍ଥିତ ଓଡ୍ରାଫ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । We are

ଓଟିଟି ପ୍ଲାଟଫର୍ମରେ ଦର୍ଶକ ଦେଖିବେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେଙ୍କ କାହାଣୀ

‘ଦଶହରା’, ‘ଜିନା ହେ ତୋ ଠୋକ ଡାଲ’ ଓ ‘ସ୍କଟଲ୍ୟାଣ୍ଡ’ ଭଳି ଫିଲ୍ମର ନିର୍ଦ୍ଦେଶନା କରିସାରିଥିବା ଫେମସ ନିର୍ଦ୍ଦେଶକ ମନୀଷ ବାଶ୍ଚଲ୍ୟଙ୍କୁ ନେଇ ନୂଆ ଚର୍ଚ୍ଚା । ସେ ଖୁବଶୀଘ୍ର ବାସ୍ତବ କାହାଣୀକୁ ନେଇ ନିଜ ଆଗାମୀ ୱେବ ସିରିଜ ନିର୍ଦ୍ଦେଶିତ

ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟାଳୟରେ ପଡିଲା ତାଲା

ବନ୍ଦ ହେଲା ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟାଳୟ। ଆଜିଠାରୁ ବିଧିବଦ୍ଧ ଭାବେ ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟାଳୟରେ ତାଲା ପଡିଛି। ଗତ ମାର୍ଚ୍ଚ ୪ ତାରିଖରେ ଜଷ୍ଟିସ ଏମ୍‌.ଏମ୍‌ ଦାସ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏହାକୁ ବୃଦ୍ଧି କରାଯାଇନଥିଲା।