Date: July 19, 2020

Total 48 Posts

ଟି-ଟ୍ୱେଣ୍ଟି ବିଶ୍ୱକପ ସମ୍ୱନ୍ଧରେ ଆସନ୍ତାକାଲି ଆଇସିସି ପକ୍ଷରୁ ନିଆଯାଇପାରେ ନିଷ୍ପତ୍ତି

କରୋନା ମହାବିପତ୍ତି ପାଇଁ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେବ ୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ ହେବ କି ନାହିଁ ତାହା ଉପରେ କଳ୍ପନା ଜଳ୍ପନା ପ୍ରକଶ ପାଇବାରେ ଲାଗିଛି । ତେବେ ଏହି ସମ୍ବନ୍ଧରେ ଆଇସିସି ପକ୍ଷରୁ ଆସନ୍ତାକାଲି କିଛି

ସୀମାରେ ନେପାଳ ପୋଲିସର ଔଦ୍ଧତ୍ୟ: ଗୁଳିମାଡ଼ର ଶିକାର ହେଲେ ୩ ଭାରତୀୟ ନାଗରିକ

ଭାରତ ନେପାଳ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାର ପ୍ରଭାବ ଏବେ ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ନିରୀହ ନାଗରିକଙ୍କ ଉପରେ ପଡିବା ଆରମ୍ଭ ହୋଇଯାଇଛି । ରିପୋର୍ଟ ଅନୁସାରେ, ବିହାରର କିଶନଗଞ୍ଜ ଜିଲ୍ଲାରେ ଭାରତ-ନେପାଳ ସୀମାରେ ଶନିବାର ରାତିରେ ନେପାଳ ପୋଲିସ୍

ଡ୍ରାଇଭର ବିହୀନ ପରୀକ୍ଷଣ କରିବ ଅଟୋ ଏକ୍ସ

ଅଟୋନମସ ଭେଇକଲ ଷ୍ଟାର୍ଟଅପ୍ ଅଟୋ ଏକ୍ସକୁ କାଲିଫର୍ଣ୍ଣିଆରେ ଡ୍ରାଇଭର ବିହୀନ ମୋଟର ଯାନ ପରୀକ୍ଷଣ ଲାଗି ଅନୁମତି ମିଳିଛି। ସାନଜୋସର ସର୍ବସାଧାରଣ ସଡକର ସୀମିତ ଅଞ୍ଚଳରେ ଏହି ପରୀକ୍ଷଣ କରିବାକୁ କର୍ତ୍ତୃପକ୍ଷ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିବାର ଜଣାପଡ଼ିଛି । ପୂର୍ବରୁ

ଆସନ୍ତା ୨୧ରେ ବିଜେପି କୃଷକମୋର୍ଚ୍ଚାର ଜନ ସମ୍ୱାଦ ରାଲି

କରୋନା ସଂକ୍ରମଣ ସାରା ଭାରତ ବର୍ଷରେ ବ୍ୟାପିଚାଲିଛି । ଓଡ଼ିଶାରେ ମଧ୍ୟ କରୋନ ସ୍ଥିତି ଦିନକୁ ଦିନ ଜଟିଳ ରୂପ ଧାରଣ କରୁଛି । ଏଣୁ, ଏହି ପରିସ୍ଥିତିରେ କୃଷକଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାପାଇଁ ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ଆସନ୍ତା

ବିଏସଏଫକୁ ମିଳିଲା ବଡ ସଫଳତା: ପଞ୍ଜାବ ସୀମାରେ ଜବତ ହେଲା ୩୦୦କୋଟି ଟଙ୍କାର ହେରୋଇନ

ପଞ୍ଜାବର ପ୍ରାନ୍ତର ଭାରତ ପାକିସ୍ତାନ ସୀମା ନିକଟରେ ବିଏସଏଫ ଯବାନଙ୍କୁ ମିଳିଲା ବଡ ସଫଳତା । ପଞ୍ଜାବର ଗୁରୁଦାସପୁର ଜିଲ୍ଲାରୁ ଅବିଶ୍ୱସନୀୟ ଭାବରେ ପ୍ରାୟ ୬୦କେଜି ଓଜନର ହେରୋଇନ ଜବତ କରାଯାଇଛି । ଆନ୍ତର୍ଜାତୀୟ ବଜାରରେ ଏହି ଜବତ ହେରୋଇନର ମୂଲ୍ୟ

ଡ୍ରାଗନ୍‌ ଉପରେ ଆର୍ଥିକ ପ୍ରହାର ଜାରି: ଏଥର ଜାପାନୀ କମ୍ପାନୀ

କରୋନା ସଂକ୍ରମଣ ଓ ପଡ଼ୋଶୀମାନଙ୍କ ସହିତ ସୀମା ବିବାଦ ପାଇଁ ଚୀନ୍‌ ଏବେ ସମଗ୍ର ବିଶ୍ୱରେ ଏକଘରକିଆ ହୋଇଯାଇଛି । ବିଶ୍ୱତମାମ୍‌ ଚୀନ୍‌ର କମ୍ପାନୀଗୁଡ଼ିକୁ ସେମାନଙ୍କର ସନ୍ଦେହାତ୍ମକ ଆଚ୍ଚରଣ ପାଇଁ ପ୍ରତିବନ୍ଧକ ଲଗାଯାଇଛି । ଖାଲି ଏତିକି ନୁହେଁ ଚୀନ୍‌ରେ ଥିବା

ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ତାତ୍ସଲ୍ୟ କଲେ ଶରଦ ପାୱାର, କହିଲେ ଏହିସବୁ କଥା…

ଆସନ୍ତା ୫ତାରିଖରେ ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିର ଭୂମି ପୂଜନର ଶୁଭ କାର୍ଯ୍ୟ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ । ଦେଶର ବିଭିନ୍ନ ଅଞ୍ଚଳରୁ ବେଦଜ୍ଞ ବ୍ରାହ୍ମଣମାନେ ଏହି ଅବସରରେ ଯୋଗ

କଟକର ନୂଆ ଡିସିପି ନେଲେ ଦାୟିତ୍ୱ

କଟକର ନୂଆ ଡିସିପି ଭାବେ ରବିବାର ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂ। ଡିସିପି କାର୍ଯ୍ୟାଳୟରେ ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ

ସଂକ୍ରମଣ ରୋକିବାକୁ କଟକରେ ପ୍ରସ୍ତୁତ ହେଲା ୩ କୋଭିଡ କେୟାର ସେଣ୍ଟର

ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଏପରିସ୍ଥିତିରେ କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଥିବା ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । କଟକରେ ୩୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୦ ସୁସ୍ଥ ହୋଇସାରିଲେଣି । ଲକ୍ଷଣ ଥିବା ଲୋକଙ୍କୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୫୧୫ କରୋନା ଆକ୍ରାନ୍ତ

ରାଜ୍ୟରେ ଗୋଟିଏ ପଟେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ, ସେପଟେ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ଆଉ ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ

ଆପଣ ସବୁବେଳେ ଚିନ୍ତା ଏବଂ ଦୁର୍ବଳତା ଅନୁଭବ କରୁଛନ୍ତି କି ? ନିଜ ଖାଦ୍ୟରେ ସାମିଲ୍ କରନ୍ତୁ ଭିଟାମିନ-ଡି…

ରୀରରେ ଭିଟାମିନ-ଡି ଅଭାବହେତୁ ଆପଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପାରନ୍ତି । ଏଥିପାଇଁ ଆପଣମାନେ ନିଜ ଖାଦ୍ୟରେ ଭରପୁର ଭିଟାମିନ-ଡି ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । ଆପଣ କଣ ସବୁବେଳେ ଦୁର୍ବଳତା ଅନୁଭବ କରୁଛନ୍ତିକି? ହାତ ଗୋଡ ବିନ୍ଧା