Date: July 20, 2020

Total 38 Posts

ଓଲିଉଡର ବରିଷ୍ଠ କଳାକାର ବିଜୟ ମହାନ୍ତି ଆଉ ନାହାନ୍ତି

ଓଲିଉଡର ବରିଷ୍ଠ କଳାକାର ବିଜୟ ମହାନ୍ତି ଆଉ ନାହାନ୍ତି । ସୋମବାର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଏହି ବର୍ଷୀଆନ୍ ଅଭିନେତାଙ୍କୁ ମୃତ୍ୟୁବେଳକୁ ୭୦ ବର୍ଷ ବୟସ ହୋଇଥିଲା ।  ଆଜି ସଂଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା

ଜୁଲାଇ ୨୨ ରୁ ୩୧ ଯାଏଁ ଭିସୁଟ ବନ୍ଦ

ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଦିନକୁ ଦିନ ରଜ୍ୟରେ ବିଗୁଡ଼ୁଛି ସ୍ଥିତି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୨୨ ତାରିଖ ଠାରୁ ଜୁଲାଇ ୩୧ ଯାଏଁ ବନ୍ଦ ରଖାଯାଇଛି।

ଭଲ ଖବର: ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନର ମଣିଷଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ପ୍ରୟୋଗ ସଫଳ

କରୋନା ମହାମାରୀ ମୁକାବିଲା ନେଇ ସୋମବାର ଏକ ଭଲ ଖବର ମିଳିଛି । ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ ସିଏଚଏଡିଓଏକ୍ସ୧ଏନସିଓଭି-୧୯ର ମଣିଷଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ପ୍ରୟୋଗ ସଫଳ ହୋଇଛି । ଅକ୍ସଫୋର୍ଡ ୟୁନିଭରସିଟ୍ ଏବଂ ଆଷ୍ଟ୍ରାଜେନିକାକୁ ନେଇ ଏକ

ବିଜୟ ମହାନ୍ତି ଗୁରୁତର

ପୁଣି ମେଡିକାଲରେ ଭର୍ତ୍ତି ହେଲେ ବିଜୟ ମହାନ୍ତି । ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ସୂଚନା । ତାଙ୍କୁ ମେଡିକାଲ ସ୍ଥାନନ୍ତର କରାଯାଇଥିବା ସୂଚନା । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଘରୁ ଏକ କେୟାର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ଆଜି ରାତିରେ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡି!

ଆଜି ରାତିରେ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ରାୟଗଡା, ଗଜପତି,

ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ୍

ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ହେବାବୁ ଥିବା ଟି-୨୦ ବିଶ୍ୱକପ ସ୍ଥଗିତ ହୋଇଛି । ଏନେଇ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ସୋମବାର ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଚଳିତ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୫୭ କରୋନା ଆକ୍ରାନ୍ତ

ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା

ପରିବହନ ଟ୍ୟାକ୍ସରେ ୩ ମାସ ରିହାତି

ସାମୟିକ ଭାବେ କିଛି ପରିବହନ ଉପରୁ ଏମଭି ଟ୍ୟାକ୍ସ ଓ ଅତିରିକ୍ତ ଟ୍ୟାକ୍ସକୁ ଛାଡ଼ କରାଯାଇଛି । ଷ୍ଟେଜ୍ ଓ କଣ୍ଟ୍ରାକ୍ଟ କ୍ୟାରେଜ ଉପରୁ ଏମଭି ଟ୍ୟାକ୍ସ ଓ ଅତିରିକ୍ତ ଟ୍ୟାକ୍ସ ଛାଡ଼ ହେବ । ଏ ବର୍ଷ ଜୁଲାଇରେ ୭୫%

ହେଲିକପ୍ଟର ଗସ୍ତକୁ ନେଇ ବିଜେପି ଆଣିଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ସଞ୍ଜୟ ଦାସବର୍ମା

ହେଲିକପ୍ଟର ଗସ୍ତକୁ ନେଇ ବିଜେପି ଆଣିଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ସଞ୍ଜୟ ଦାସବର୍ମା । ସେ କହିଛନ୍ତି ଯେ, ମୁଁ ପ୍ରଥମେ ଧନ୍ୟବାଦ ଜଣେଇବି ବିଜେପିର ବିଧାୟକ ନିତ୍ୟାନନ୍ଦ ଗଣ୍ଡକୁ । ସେ ମୋ ସହିତ ଅନେକ ବ୍ଲକ ଗସ୍ତ କରିଥିଲେ

ଆସନ୍ତାକାଲି ଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି; ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।   ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ – ଆସନ୍ତାକାଲି ଗଞ୍ଜାମ

ରାଜ୍ୟ ସରକାରଙ୍କ ଘୋଷଣା: କରୋନାରେ ମୃତ୍ୟୁବରଣ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର ପାଇଁ ମିଳିବ ୭୫୦୦ ଟଙ୍କା

କରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର ପାଇଁ ରାଜ୍ୟ ସରକାର କଲେ ବଡ଼ ଘୋଷଣା । ରାଜ୍ୟରେ ବିଭିନ୍ନ ସ୍ଥାନରେ କରୋନାରେ ମୃତ୍ୟବରଣ କରିଥିବା ବ୍ୟକ୍ତଙ୍କ ମୃତଦେହକୁ ଅସମ୍ମାନ ପରେ ସରକାରଏଭଳି ନିଷ୍ପତି ନେଇଛନ୍ତି । ତେବେ କରୋନାରେ ମୃତ୍ୟୁବରଣ କରିଥିବା