Date: July 22, 2020

Total 63 Posts

ରାମ ମନ୍ଦିର ଭୂମିପୂଜନ ଉତ୍ସବରେ ସାମିଲ୍‌ ହେବା ନେଇ ଏଭଳି ପ୍ରତିକ୍ରିୟା ରଖିଲେ ଉମା ଭାରତୀ…

ଅଯୋଧ୍ୟାରେ ଅଗଷ୍ଟ ୫ରେ ପ୍ରଭୁ ଶ୍ରୀରାମଙ୍କର ମନ୍ଦିରର ଭୂମିପୂଜା ଆୟୋଜିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ଶିଳାନ୍ୟାସ କରିବେ । ଏହି ଅବସରରେ ୧୫୦ଜଣ ସ୍ୱତନ୍ତ୍ର ଅତିଥି ଯୋଗଦେବେ ବୋଲି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର

ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ମୁକେଶ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ମୁକେଶ ଅମ୍ବାନୀ ଦୁନିଆର ପଞ୍ଚମ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । ରିଲାଏନ୍ସର ସେୟାର ମୂଲ୍ୟ ଆଜି ୨୦୧୦କୁ ଛୁଇଁବା ପରେ, ଫୋର୍ବସର ୧୦ ଜଣ ଧନୀ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି ମୁକେଶ । ତାଙ୍କର ସମ୍ପତ୍ତି

ସୀମା ବିବାଦ ତୁଟାଇବା ପାଇଁ ଭୁଟାନ୍‌କୁ ପ୍ୟାକେଜ ଲୋଭ ଦେଖାଉଛି ଡ୍ରାଗନ୍‌

ଚୀନ୍‌ ବିରୋଧରେ ଭାରତ ନିଜର ପଡ଼ୋଶୀମାନଙ୍କ ଦ୍ୱାରା ଯେଉଁ ଚକ୍ରବ୍ୟୁହ ରଚିଥିଲା ଡ୍ରାଗନ ଏହାକୁ ଧିରେ ଧିରେ ଭାଙ୍ଗିବା ପାଇଁ ଉଦ୍ୟମ କରିଛି । ପାକିସ୍ତାନ, ବାଂଲାଦେଶ ଓ ନେପାଳ ପରେ ଚୀନ୍‌ ଭୁଟାନକୁ ମନେଇବାକୁ ଆରମ୍ଭ କରିଛି । ରିପୋର୍ଟ

ଗୁଜରାଟର କାକରପାର ଆଣବିକ ଶକ୍ତି କେନ୍ଦ୍ର-୩ରୁ ଆରମ୍ଭ ହେଲା ପରମାଣୁ ଶକ୍ତି ଉତ୍ପାଦନ, ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଗୁଜରାଟର କାକରପାର ପରମାଣୁ କେନ୍ଦ୍ରର ତିନି ନମ୍ବର କାରଖାନାରୁ ପରମାଣୁ ଶକ୍ତି ଉତ୍ପାଦନ ଆରମ୍ଭ ହୋଇଯାଇଛି । ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ୭ଶହ ମେଗାୱାଟ୍‍ ଶକ୍ତିସଂପନ୍ନ କାକରପାର ପରମାଣୁ କେନ୍ଦ୍ରର ତିନିନମ୍ବର କାରଖାନା ମେକ୍‍ ଇନ୍‍ ଇଣ୍ଡିଆ ସଫଳତାର ଏକ ଜ୍ୱଳନ୍ତ

ଚୀନ୍‌ରେ ଧାର୍ମିକ ଅସହିଷ୍ଣୁତା: ମୁସଲମାନଙ୍କ ପରେ ଏବେ ଟାର୍ଗେଟ୍‌ରେ ଖ୍ରୀଷ୍ଟିଆନ ଧର୍ମାବଲମ୍ୱୀ

ଚୀନ୍‌ରେ ମୁସଲମାନ ସମ୍ପ୍ରଦାୟ ଉପରେ ଉତ୍ପୀଡ଼ନ ସମ୍ପର୍କରେ ବିଶ୍ୱବାସୀ ଅଳ୍ପ ବହୁତ ଅବଗତ ଅଛନ୍ତି । ବିଶେଷ କରି ସିଞ୍ଜିୟାଙ୍ଗ ପ୍ରଦେଶରେ ଲକ୍ଷ ଲକ୍ଷ ମୁସଲମାନମାନଙ୍କୁ ପଣବନ୍ଦୀ କରି ରଖାଯାଇ ନାହିଁ ନଥିବା ନିର୍ଯ୍ୟାତନା ଦିଆଯାଉଛି । ପରସ୍ଥିତି ଏଭଳି ହୋଇଛି

ନେପାଳ ରାଜନୀତିରେ ଚୀନ୍‌ର ଦଖଲ ପରେ ଓଲୀ ଓ ପ୍ରଚଣ୍ଡଙ୍କ ମଧ୍ୟରେ ହେଲା ଗୁପ୍ତ ବୁଝାମଣା !

ଚୀନ୍‌ର ଦଖଲ ପରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ସରକାର ଶାସନ ଗାଦିରେ ତିଷ୍ଠି ରହିବ ବୋଲି ଆଭାସ ମିଳୁଛି । ଓଲି ଓ ପୁଷ୍ପକମଳ ଦହଲ (ପ୍ରଚଣ୍ଡ)ଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଛି

ଶାନ୍ତି ବାର୍ତ୍ତାଳାପ ଏକ ପ୍ରହେଳିକା ! ଲଦାଖ ସୀମାରେ ଡ୍ରାଗନ୍‌ ପୁଣି ଠୁଳ କଲାଣି ୪୦ ହଜାର ସୈନିକ…

କମ୍ୟୁନିଷ୍ଟ ଦେଶ ଚୀନ୍‌ କେବେବି ବିଶ୍ୱାସଯୋଗ୍ୟ ନୁହେଁ, ଏହା ପୁଣି ଥରେ ପ୍ରମାଣିତ ହେଲା । କପର୍ସ କମାଣ୍ଡରସ୍ତରୀୟ ଶାନ୍ତି ପ୍ରକ୍ରିୟା ଆଲୋଚନା ସତ୍ତ୍ୱେ ଚୀନ୍‌ ଲଦାଖ ସୀମାରେ ସେନା ଠୁଳ କରିବା ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ଲଦାଖର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଆଖି ବୁଜିଲେ ପରିବାରର ଏକମାତ୍ର ରୋଜଗାରିଆ ଝିଅ ମଧୁସ୍ମିତା ଦଳେଇ

ଟାଙ୍ଗୀ ସ୍ଥିତ ଏକ ଗାଡି ସୋ ରୁମର କର୍ମଚାରୀ ମଧୁସ୍ମିତା ଦଳେଇ । ଘର ଚୌଦ୍ୱାର ଅଞ୍ଚଳରେ । ଲକ୍‌ଡାଉନ ଥିଲେ ମଧ୍ୟ ଅଫିସରେ କୌଣସି ଜରୁରୀ କାମ ଥିବାରୁ ତାଙ୍କୁ ଆସିବାକୁ କୁହାଯାଇଥିଲା । ଘରୁ ସ୍କୁଟିରେ ବାହାରିଥିଲେ ମଧୁସ୍ମିତା

ଗତ ୨୪ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୮,୪୭୨ କରୋନା ରୋଗୀ ସୁସ୍ଥ, ୧୯ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ୬୩.୧୩ ପ୍ରତିଶତରୁ ଅଧିକ

ଗୋଟିଏ ଦିନରେ ସର୍ବାଧିକ ୨୮,୪୭୨ ଜଣ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ କୋଭିଡ-୧୯ ସଂକ୍ରମଣରୁ ଆରୋଗ୍ୟ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ଏହା ସର୍ବୋଚ୍ଚ ସଂଖ୍ୟା । ବର୍ତ୍ତମାନ ଭାରତରେ ସୁସ୍ଥତା ହାର ୬୩.୧୩%କୁ ବୃଦ୍ଧି

କରୋନା ପ୍ରଭାବ: ଆଇଟି ଓ ବିପିଓ ସେକ୍ଟର ପାଇଁ ଓ୍ୱାର୍କ ଫ୍ରମ୍ ହୋମ୍ ଅବଧିକୁ ବଢ଼ାଇଲେ କେନ୍ଦ୍ର ସରକାର

ଆଇଟି ଓ ବିପିଓ କମ୍ପାନୀମାନଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉପରୋକ୍ତ ଦୁଇ ସେକ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ଓ୍ୱାର୍କ ଫ୍ରମ୍ ହୋମ୍ ଅବଧିକୁ ଆଉ ପାଞ୍ଚ ମାସ ବୃଦ୍ଧି କରିଛନ୍ତି

୧୯୫୬ ମସିହା ପରେ କରୋନା ପାଇଁ ବନ୍ଦ ହେଲା ନୋବେଲ ପୁରସ୍କାର ସମାରୋହ

ବିଶ୍ୱରେ କରୋନା ଭୁତାଣୁ (କୋଭିଡ -୧୯) ସଂକ୍ରମଣ ହେତୁ ୬୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନୋବେଲ ପୁରସ୍କାର ସମାରୋହକୁ ବାତିଲ କରାଯାଇଛି। ନୋବେଲ ସପ୍ତାହ ଅବସରରେ ଏହି ସମାରୋହ ପାରମ୍ପରିକ ଭାବରେ ଆୟୋଜିତ ହୋଇଥାଏ,ଆଉ ପୁରସ୍କାର ବିଜେତାମାନଙ୍କୁ ସ୍ୱିଡେନର