Date: July 23, 2020

Total 67 Posts

ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର: ସ୍ପାଇସଜେଟକୁ ମିଳିଲା ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଅନୁମତି

କରୋନା ସଂକ୍ରମଣ ପାଇଁ ଭାରତରୁ ଅଧିକାଂଶ ଅନ୍ତର୍ଜାତୀୟ ବିମାନ ବନ୍ଦ ରହିଥିବା ସମୟରେ ଭାରତ ସରକାର ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟକୁ ଭାରତ ଏବଂ ଆମେରିକା ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଯାହାଫଳରେ ବର୍ତ୍ତମାନ ଯାତ୍ରୀମାନେ

ସିରିଜ ହାତେଇବା ଲକ୍ଷ୍ୟରେ ଇଂଲଣ୍ଡ-ଓ୍ୱେଷ୍ଟଇଣ୍ଡିଜ ଟିମ୍‌

ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି । ତେବେ ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ରହିଥିବାରୁ ତୃତୀୟ ମ୍ୟାଚ୍‌ର ଫଳାଫଳ ନେଇ ଉତ୍ସୁକତା ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, କହିଲେ ଆମ ପାଖରେ ବହୁମତ ଅଛି, କେନ୍ଦ୍ରୀୟ ତଦନ୍ତକୁ ଡରୁନାହୁଁ

ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରୁଛି ରାଜସ୍ଥାନର ତୀବ୍ର ଗତିଶୀଳ ରାଜନୀତି । ସରକାର ଭାଙ୍ଗିବା ନେଇ ବିଜେପି ବିରୋଧରେ କଂଗ୍ରେସ ଷଡ଼ଯନ୍ତ୍ରର ବାସ୍ନା ବାରିଥିଲା । ଏନେଇ ଗଣମାଧ୍ୟମରେ ବିଭିନ୍ନ ଅରୁଚିକର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଥିଲା ।

କୋଭିଡ ଯୋଦ୍ଧାଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କଲେ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ପ୍ରାପ୍ତ ସୂଚନା ଅନୁସାରେ, ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ରେ କାର୍ଯ୍ୟରତ ଜଣେ ସହାୟକ ଯନ୍ତ୍ରୀ କୈଳାଶ ଚନ୍ଦ୍ର ନାୟକଙ୍କ ମୃତ୍ୟୁ

ସାଉଥ ସୁପରଷ୍ଟାର ନୀତିନ୍‌ଙ୍କ ନିର୍ବନ୍ଧ: ବିବାହ ଖୁବଶୀଘ୍ର

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଅନ୍ୟତମ ସାଉଥ ସୁପରଷ୍ଟାର ନୀତିନ୍ । ସୂଚନା ଅନୁସାରେ, ତାଙ୍କ ଦୀର୍ଘଦିନର ପ୍ରେମିକା ଶାଲିନୀ କାଣ୍ଡୁକୁରୀଙ୍କ ସହ ତାଙ୍କର ସରିଛି ନିର୍ବନ୍ଧ । ବୁଧବାର ଦିନ ହାଇଦ୍ରାବାଦରେ ଉଭୟ ପରିବାର ଓ ସାଙ୍ଗସାଥିଙ୍କ ଉପସ୍ଥିତିରେ

ଆଫଗାନିସ୍ତାନରେ ବଳବତ୍ତର ରହିଛି ହିଂସା, ୩ ସପ୍ତାହରେ ୨୫୦ ସୈନ୍ୟଙ୍କ ମୃତ୍ୟୁ

ଏବେ ବି ଆଫଗାନିସ୍ତାନରେ ହିଂସା ଜାରି ରହିଛି । ରିପୋର୍ଟ ମୁତାବକ ୩ ସପ୍ତାହ ମଧ୍ୟରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୫୦ ସୈନ୍ୟଙ୍କ ମୃତ୍ୟୁ ହୋଇସାରିଛି । ୧୧ଟି ଅଞ୍ଚଳରେ ତାଲିବାନ ଦ୍ୱାରା କରାଯାଇଥିବା ୨୨୦ ଆକ୍ରମଣରେ ଉପରୋକ୍ତ ସୈନ୍ୟଙ୍କ

ସିବିଆଇର ନୂଆ ଡିଆଇଜି ଭାବରେ ନିଯୁକ୍ତ ହେଲେ ବି. ସତୀଶ ବାଲାନ

ସିବିଆଇର ନୂଆ ଡ଼ିଆଇଜି ଭାବରେ ନିଯୁକ୍ତି ପାଇଛନ୍ତି ହରିଆଣା କ୍ୟାଡ଼ର ୨୦୦୪ ଆଇପିଏସ୍ ଅଧିକାରୀ ବି.ସତୀଶ ବାଲାନ । ସେହିପରି ଅଶ୍ୱିନୀ ସେନଭିଙ୍କୁ ଏସପି ଭାବରେ ନିଯୁକ୍ତି ମିଳିଛି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି

ଟ୍ୱିଟର୍‌ ପକ୍ଷରୁ ଆକାଉଣ୍ଟ ରଦ୍ଦ ହେଲା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଦିଗ୍‌ବିଜୟ…

କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂହଙ୍କ ସମ୍ୱେଦନଶୀଳ ଟ୍ୱିଟ୍‌ କାରଣରୁ କଡ଼ା ପଦକ୍ଷେପ ନେଇଛି ଟ୍ୱିଟର୍‌ । ଶ୍ରୀ ସିଂହଙ୍କ ଆକାଉଣ୍ଟକୁ ରଦ୍ଦ କରିଛି ଟ୍ୱିଟର୍‌ । ଏ ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି ଓ

ବଜ୍ରାଘାତରେ ଅଘଟଣ: ବୋହୂ ମୃତ, ଶାଶୁଙ୍କ ସହ ୨ ଗୁରୁତର

ବଜ୍ରାଘାତରେ ବୋହୂ ମୃତ, ଶାଶୁଙ୍କ ସମେତ ଦୁଇ ଗୁରୁତର । କେନ୍ଦୁଝର ଜିଲ୍ଲା ପାଟଣା ଥାନା ରାଇଡିହା ପଞ୍ଚଯାତ ଜରକାଣି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗ୍ରାମର କାଳନ୍ଦୀ ମାଝୀଙ୍କ ପତ୍ନୀ ସନ୍ଧ୍ୟାରାଣୀ କିସ୍କୁଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ରାହୁଲଙ୍କ ପୁଣି ଜୋରଦାର୍‌ ଆକ୍ରମଣ: କ’ଣ ଅଭିଯୋଗ କଲେ ଜାଣନ୍ତୁ…

ନରେନ୍ଦ୍ର ମୋଦୀ ଏବେ ନିଜର ଭାବମୂର୍ତ୍ତିକୁ ସଜାଡ଼ିବାରେ ଲାଗିଛନ୍ତି । ଏହାରି ଉପରେ ସେ ନିଜର ଧ୍ୟାନ କେନ୍ଦ୍ରିତ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏପରିକି ମୋଦୀଙ୍କ ସହ ଦେଶର ଅନେକ ଜାତୀୟ ସଂସ୍ଥା ଏ

ଦୁଇ ସପ୍ତାହ ପରେ ବିସିସିଆଇ ସମ୍ବିଧାନ ସଂଶୋଧନ ଆବେଦନର ଶୁଣାଣି : ଗାଙ୍ଗୁଲି, ଶାହଙ୍କୁ ଆଶ୍ବସ୍ତି

ବିସିସିଆଇର ନୂଆ ସମ୍ବିଧାନରେ ସାମିଲ ଥିବା କୁଲିଂ ଅଫ୍ ପରିୟଡ୍ ନିୟମକୁ ବିରୋଧ କରି ଦାୟର କରାଯାଇଥିବା ଏକ ପିଟିସନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଦୁଇ ସପ୍ତାହ ପରେ ମାମଲାର ଶୁଣାଣି କରିବାକୁ ମଧ୍ୟ କହିଛନ୍ତି। ଏହି ମାମଲା ପ୍ରଧାନ ବିଚାରପତି