Date: July 24, 2020

Total 49 Posts

କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ; ୩୦ ବର୍ଷୀୟ ଯୁବକଙ୍କ ଦେହରେ ହେଲା ପ୍ରଥମ ପରୀକ୍ଷା

ଆଜିଠାରୁ ଦିଲ୍ଲୀ ଏମ୍ସରେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ ର ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ଜଣେ ୩୦ ବର୍ଷୀୟ ଯୁବକଙ୍କୁ ସର୍ବପ୍ରଥମ ଥର ପାଇଁ ଏହି ଟିକା ଦିଆଯାଇଛି । ଏହି ଟିକା ଦିଆଯିବା

ଫିସ ବଢାଇବା ନେଇ ପୁଣି ଚର୍ଚ୍ଚାରେ ଖିଲାଡୀ କୁମାର

ସୁପରଷ୍ଟାର ଅକ୍ଷୟ କୁମାର ନିଜ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ । ଗତ କିଛି ବର୍ଷରୁ ତାଙ୍କ ଅଭିନୀତ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହେବାରେ ଲାଗିଛି । ସେହିପରି ଆୟ ମାମଲାରେ ଅକ୍ଷୟ ଇଣ୍ଡଷ୍ଟ୍ରିରେ ସବୁ ଷ୍ଟାର୍ସଙ୍କଠୁ ଆଗରେ

ଆଜି କଟକରୁ ୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି କଟକ ସହରରୁ ଆଉ ୯୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫ ଜଣ ହୋମ୍‌ କ୍ୱାରେଣ୍ଟାଇନ, ୩ ଜଣ ସରକାରୀ କ୍ୱାରେଣ୍ଟାଇନ୍‌, ଜଣେ ପେଡ୍‌ କ୍ୱାରେଣ୍ଟାଇନ୍‌ ଓ ୧୪ ଲୋକାଲ କେସ ଅଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି)

ଏବର୍ଷ ହେବନି ‘ଆଟ ହୋମ’ ସେଲିବ୍ରେସନ

ମହାମାରୀ କରୋନା ପାଇଁ ଚଳିତବର୍ଷ ରାଜଭବନରେ ହେବ ନାହିଁ ଆଟ୍‌ହୋମ ପାର୍ଟି। କରୋନା ପାଇଁ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ରାଜ୍ୟର ଏଭଳି ଦୁଃଖଦ ସମୟରେ ଆଟ ହୋମ ସେଲିବ୍ରେସନ ନ କରିବାକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ

ଅଯୋଗ୍ୟଙ୍କୁ ଯୋଗ୍ୟ ଦର୍ଶାଇ କାଳିଆ ଯୋଜନାରେ ସାମିଲ କରିଥିବା ସରକାରୀ ଅଧିକାରୀମାନଙ୍କ ଠାରୁ ଟଙ୍କା ଆଦାୟ କରନ୍ତୁ ରାଜ୍ୟସରକାର : ବିଜେପି

ବିଗତ ୨୦ ବର୍ଷ ଧରି ରାଜ୍ୟରେ ଏକ କୃଷକ ବିରୋଧୀ ସରକାର ଚାଲିଛି । ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି

ପ୍ଲାଜମା ଦାନକୁ ଉତ୍ସାହିତ କରିବାକୁ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ କେଉଁ ଜିଲ୍ଲା ଦାୟିତ୍ୱ

କୋଭିଡ ରୋଗର ଚିକିତ୍ସାରେ ପ୍ଲାଜମା ଥେରାପି ଆମ ରାଜ୍ୟରେ ଉତ୍ସାହ ଜନକ ସଫଳତା ଆଣିଛି । ଆନନ୍ଦର କଥା ଏହି ଚିକିତ୍ସା ପଦ୍ଧତି ଦ୍ୱାରା କଟକର ଜଣେ ୪୮ବର୍ଷୀୟ ମହିଳା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡାକ୍ତର ଓ ରୋଗୀମାନଙ୍କ

ଆଜି ରାଜ୍ୟରେ ସୁସ୍ଥ ହେଲେ ୮୦୮ ଜଣ କରୋନା ଆକ୍ରାନ୍ତ

ରାଜ୍ୟ ପାଇଁ ଖୁସି ଖବର । ଆଜି ରାଜ୍ୟରେ ସର୍ବାଧିକ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । Reaching another high in the

ଆଜି ଭୁବନେଶ୍ୱରରୁ ସର୍ବାଧିକ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ

ମହାମାରୀ କରୋନା ଭାଇରସ ରାଜଧାନୀ ଭୁବନେଶ୍ୱରରେ ଆଜି ଉଗ୍ର ରୂପ ଦେଖାଇଛି । ଆଜି ରାଜଧାନୀରୁ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ । ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ନୂଆ

ସମ୍ବଲପୁରର ୪ ସ୍ଥାନରେ ୧୪୪ ଧାରା ଜାରି; ଜୟପୁର ୪ ଦିନ ସଟଡାଉନ

କୋରାପୁଟ ଜିଲ୍ଲାର ଜୟପୁର ସହରକୁ ୪ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏକ ବିଜ୍ଞପ୍ତି ଜରିଆରେ କହିଛନ୍ତି, ଜୟପୁର ପୌରପାଳିକା ଅଚଂଳ ଆଜି ସକାଳ ୬ଟାରୁ ଆଗାମୀ ୨୮ ତାରିଖ ସନ୍ଧ୍ୟା

୩୧ ଯାଏଁ ବିଧାନସଭା ବନ୍ଦ

ଆଜି ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ବିଧାନସଭାକୁ ବନ୍ଦ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆସନ୍ତା ୩୧ ତାରିଖ ଯାଏ ବିଧାନସଭା ବନ୍ଦ ରହିବ ବୋଲି ସେ ଘୋଷଣା କରିଛନ୍ତି। ତେବେ

କନ୍ଧମାଳରେ ପୋଲିସ ଡିଜି; ଆତ୍ମସମର୍ପଣ କରିବାକୁ ନକ୍ସଲଙ୍କୁ ଦେଲେ ଆହ୍ୱାନ

ରାଜ୍ୟର ସମସ୍ତ ଟପ ପୋଲିସ ଅଧିକାରୀ ଫୁଲବାଣୀରେ । ଗୁରୁବାର ନକ୍ସଲ ନିପାତ ପରେ ଆଣ୍ଟି ନକ୍ସଲ ଅପରେସନର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଫୁଲବାଣୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଡିଜିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ