Date: July 25, 2020

Total 72 Posts

ଅଭାବନୀୟ ଘଟଣା: ଇନସ୍ପେକ୍ଟରଙ୍କୁ ଗୁଳି କରି ନିଜେ ଆତ୍ମହତ୍ୟା କଲେ ଏସ୍‌ଆଇ

ନୂଆଦିଲ୍ଲୀର ୧୨୨ ସିଆର୍‌ପିଏଫ୍‌ ବାଟାଲିୟନ୍‌ରେ ଘଟିଛି ଏକ ଅଭାବନୀୟ କାଣ୍ଡ । ଏଠାରେ ସବ୍‌ ଇନସ୍ପେକ୍ଟର(ଏସ୍‌ଆଇ) କରନେଲ୍‌ ସିଂ ବରିଷ୍ଠ ଇନସ୍ପେକ୍ଟର ଦଶରଥ ସିଂଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ରିପୋର୍ଟ

ପୁରୀ ଜିଲ୍ଲାରେ କରୋନା ସ୍ଥିତି ଭୟଙ୍କର ରୂପ ନେଉଛି; ଆଜି ଚିହ୍ନଟ ହେଲେ ସର୍ବାଧିକ ୯୦ ସଂକ୍ରମିତ

ପୁରୀ ଜିଲାରୁ ଆଜି ୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ପ୍ରଶାସନର ମୁଣ୍ଡବିନ୍ଧା ବଢିଛି । ପୂର୍ବରୁ ଦିନକରେ ସର୍ବାଧିକ ୩୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହାର ତିନିଗୁଣା ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇବା

ରାଜ୍ୟ ସରକାରଙ୍କ ମାଗଣା ଚାଉଳ ଓ ଡାଲି ପ୍ରଦାନ ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର…

ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ସରକାର ମାଗଣାରେ ଚାଉଳ ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୫କେଜି ଚାଉଳ ଓ

ବିଶ୍ୱ ଦରବାରରେ ବେଇଜ୍ଜତ ହେଲା ଡ୍ରାଗନ୍‌: ସମୟସୀମା ସରିବା ପରେ ଚୀନ୍ କନସୁଲେଟ୍ ଭିତରେ ଧସେଇ ପଶିଲେ ଏଫବିଆଇ ଏଜେଣ୍ଟ

ଚୀନ୍‌ ବିରୋଧରେ ଆମେରିକାର ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ବିଶ୍ୱତମାମ ଏହା ଚର୍ଚ୍ଚାର କାରଣ ହୋଇଛି । ଅନ୍ୟପଟେ ଏହା ଚୀନ୍‌ ପାଇଁ ଘୋର୍‌ ଲଜ୍ଜା ବୋଲି ବିଶେଷଜ୍ଞମାନେ ମନ୍ତବ୍ୟ ଦେଇଛନ୍ତି । ରିପୋର୍ଟ ଅନୁସାରେ ଚୀନ୍‌କୁ ମଙ୍ଗଳବାର ହୁଷ୍ଟନର କନସୁଲେଟ୍

ମାନୁ ନାହାଁନ୍ତି ଅମାନିଆ, ସୋର ପୋଲିସର ସଟଡାଉନ ପାଇଁ କଢାକଢ଼ି ଯାଞ୍ଚ

ସୋର, ରଞ୍ଜିତ ମହାକୁଡ଼ : ବାଲେଶ୍ଵର ଜିଲ୍ଲା ସୋର ଥାନା ଅଧୀନରେ ଥିବା ସମସ୍ତ ଛକ, ବଜାର, ଦୋକାନ ଏବଂ ଗାଁ ରେ ମଧ୍ୟ ପୋଲିସ ର କଢାକଢ଼ି ଚେକିଂ ଆରମ୍ଭ ହୋଇଛି | ଆଜି ସୋର ପୋଲିସ ପେଟ୍ରୋଲିଙ୍ଗ କରୁଥିବା

ଅଗଷ୍ଟ ୧ରୁ ଆରମ୍ଭ ହେବ ବନ୍ଦେ ଭାରତ ମିଶନର ପଞ୍ଚମ ପର୍ଯ୍ୟାୟ

ବନ୍ଦେ ଭାରତ ମିଶନର ପଞ୍ଚମ ପର୍ଯ୍ୟାୟ ଆସନ୍ତା ମାସ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ । ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ସୂଚନା ଦେଇଛନ୍ତି ।

ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ଆନନ୍ଦଙ୍କ କ୍ରମାଗତ ଚତୁର୍ଥ ପରାଜୟ

ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ୍‌ ଆନନ୍ଦ ଅପ୍ରତ୍ୟାଶିତ ଭାବରେ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛନ୍ତି । ଚତୁର୍ଥ ରାଉଣ୍ଡ ମୁକାବିଲାରେ ସେ ନେଦରଲାଣ୍ଡ୍ସର ଆନିଶ୍‌

ଜାତିସଙ୍ଘର ସତର୍କବାଣୀ: କେରଳ ଓ କର୍ଣ୍ଣାଟକରେ ଲୁଚି ରହିଛନ୍ତି ଆଇଏସ୍‌ଆଇଏସ୍ ଆତଙ୍କବାଦୀ

ଦେଶରେ କରୋନା ଦ୍ରୁତଗତିରେ ବ୍ୟାପି ଚାଲିଛି । ସରକାର ଏହି ଭୟଙ୍କର ଭାଇରସ୍‌ର ମୁକାବିଲା ପାଇଁ ବିଭିନ୍ନ କଠୋର ପଦକ୍ଷେପମାନ ଗ୍ରହଣ କରୁଥିବା ବେଳେ ଆଉ ଏକ ବିଚଳିତ କରିଦେଲା ଭଳି ଖବର ଆସିଛି । କେରଳ ଓ କର୍ଣ୍ଣାଟକର ବିଭିନ୍ନ

ସୁଧୁରିବନି ପାକିସ୍ତାନ: ଲଦାଖ ନିକଟରେ ମୁତୟନ କଲା ଜେଏଫ-୧୭ ଲଢ଼ୁଆ ବିମାନ

ପାକିସ୍ତାନ ଲଦାଖ ନିକଟରେ ନିଜର ଲଢ଼ୁଆ ବିମାନ ଜେଏଫ-୧୭ ମୁତୟନ କରିଛି । ଭାରତ ବିପକ୍ଷରେ ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ପାକିସ୍ତାନ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ସେଠାକାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହା ବ୍ୟତୀତ

୨୦୨୮ ଅଲମ୍ପିକରେ ଟପ୍‌-୧୦ରେ ଭାରତ ରହିବ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ଆଗାମୀ ୨୦୨୮ ଅଲମ୍ପିକରେ ଟପ୍‌-୧୦ମଧ୍ୟରେ ଭାରତ ରହିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ ରିଜ୍ଜୁ କହିଛନ୍ତି । ଏହା ସହ ସେପ୍ଟେମ୍ବର ଓ ଅକ୍ଟୋବରରେ ଭାରତରେ କ୍ରୀଡା ଇଭେଣ୍ଟ ଆୟୋଜନ ହେବ ବୋଲି ସେ ଆଶା ରଖିଛନ୍ତି । ଏହାସହ

ସେନା ଓ ଦେଶ ବିରୋଧୀ ମନ୍ତବ୍ୟ ଦେଇ ଫସିଲେ ଜେଏନୟୁ ଛାତ୍ର

ଜେଏନୟୁ ଛାତ୍ର ସାଜିଦ ବିନ୍ ସଇଦ ସେନା ଏବଂ ଦେଶ ବିରୋଧୀ ମନ୍ତବ୍ୟ ଦେଇ ଫସିଛନ୍ତି । ଟ୍ୱିଟ୍‌ ମାଧ୍ୟମରେ ସେ ଭାରତୀୟ ସେନା ଏବଂ ଆରଏସଏସ ଯୋଗୁ କଶ୍ମୀରରେ ନରସଂହାର ବଢ଼ୁଛି ବୋଲି ଉଲ୍ଲେଖ କରିଥିବାରୁ ଏହାକୁ ନେଇ ବିବାଦ