Date: July 26, 2020

Total 43 Posts

ରାଜସ୍ଥାନ ରାଜ୍ୟପାଳଙ୍କୁ ଅଧିବେଶନ ପାଇଁ ଗେହଲଟଙ୍କ ସାନି ପ୍ରସ୍ତାବ

ଜାରି ରହିଛି ରାଜସ୍ଥାନ ରାଜନୀତି ସଙ୍କଟ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାନି ପ୍ରସ୍ତାବ ପଠାଇଛନ୍ତି । ୩୧ ଜୁଲାଇରୁ ବିଧାନସଭା ଅଧିବେଶନ ଡାକିବାକୁ ସେ ଏହି ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି । କରୋନା ସହ

ଅନଲାଇନ ଅଭିଯୋଗ ଶୁଣିବେ କଟକ ଡିସିପି, ଜାରିକଲେ ହ୍ୱାଟ୍ସଆପ ନମ୍ବର

ଅନଲାଇନରେ ଅଭିଯୋଗ ଗ୍ରହଣ କରିବେ କଟକ ଡିସିପି ପ୍ରତୀକ ସିଂ । ସୋସିଆଲ ମିଡିଆରେ ଅଭିଯୋଗ ଶୁଣିବା ସହ ପଦକ୍ଷେପ ଗ୍ରହଣ କରିବେ । ମହାମାରୀ କରୋନା ସମୟରେ କାର୍ଯ୍ୟାଳୟରେ ଭିଡ଼ ହେଉଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଡିସିପି ପ୍ରତୀକ ସିଂ।

ଗଂଜାମରେ ୨୦୫ ଜଣ ଦାନ କରିବେ ପ୍ଲାଜମା

କରୋନା ଚିକତ୍ସାରେ ପ୍ଲାଜମା ଥେରାପି ଚିକିତ୍ସାକୁ ଓଡ଼ିଶାରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ସରକାର ଏଦିଗରେ କାମ କରୁଛନ୍ତି । ରାଜ୍ୟରେ ଏବେ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବା ପରେ କୋଭିଡ-ଯୁଦ୍ଧରେ ବିଜୟୀ ହୋଇଥିବା ଯୋଦ୍ଧାମାନେ ପ୍ଲାଜମା ଦାନ କରିବାକୁ ଆଗେଇ

ଆଜି ରାଜ୍ୟରେ ସୁସ୍ଥ ହେଲେ ୮୬୪ କରୋନା ଆକ୍ରାନ୍ତ

କରୋନା ଯୋଦ୍ଧାଙ୍କୁ ଆଜି ଏକ ବଡ଼ ଧରଣର ସଫଳତା ମିଳିଛି । କରୋନା ଯୋଦ୍ଧାମାନେ ନିୟମିତ ଭାବେ ଉଦ୍ୟମ ଜାରି ରଖିଥିବାରୁ ରାଜ୍ୟର ୨୫ଟି ଜିଲ୍ଲାରୁ ଆଜି ୮୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ

ସାମ୍ନାକୁ ଆସିଲା ଓଡ଼ିଆ ଝିଅ ଅପସରାଙ୍କ ବଲିଉଡ ଫିଲ୍ମର ଫାଷ୍ଟ ଲୁକ୍

ବଲିଉଡ୍ ନିର୍ଦେଶକ ରାମ ଗୋପାଳ ବର୍ମାଙ୍କ ନିଦେ୍ର୍ଧଶିତ ‘ଥ୍ରୀଲର’ ଫିଲ୍ମର ପୋଷ୍ଟର ରିିଲିଜ ହୋଇଯାଇଛି । ଯେଉଁଥିରେ ଦର୍ଶକେ ଓଡିଆ ଝିଅ ଅପସରା ରାଣୀଙ୍କୁ ଦେଖିବାକୁ ପାଇବେ । ଏସମ୍ପର୍କରେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ନିଜେ ରାମ ଗୋପାଳ

କରୋନା ମୃତକଙ୍କ ପିଲାଙ୍କୁ ମାଗଣା ପାଠ ପଢାଇବ କିଟ୍

କରୋନା ମହାମାରୀରେ ଆସ୍ତବ୍ୟସ୍ତ ସାରା ବିଶ୍ୱ । ବିପର୍ଯ୍ୟସ୍ତ ଜୀବନ, ହଜିଯାଇଛି ଜୀବିକା । ଜୀବନ ଧାରଣ ଗରିବଙ୍କ ପାଇଁ ଦୁର୍ବିସହ ହୋଇ ପଡିଛି । କରୋନାରେ ଓଡିଶା ମଧ୍ୟ ଏକ ଭୟଙ୍କର ସ୍ଥିିତି ଦେଇ ଗତି କରୁଛି । ଏପରିସ୍ଥଳେ

ଦିଲ୍ଲୀର ଆର୍ମି ହସ୍ପିଟାଲକୁ ସହାୟତାର ହାତ ବଢ଼ାଇଲେ ରାଷ୍ଟ୍ରପତି

ସାରା ଦେଶ ଆଜି କାରଗିଲ ବୀର ମାନଙ୍କୁ ମନେ ପକାଉଥିଲା ବେଳେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଯବାନମାନଙ୍କୁ ବଢାଇଛନ୍ତି ସହାୟତାର ହାତ । ରାଷ୍ଟ୍ରପତି ଆଜି ଦିଲ୍ଲୀର ଆର୍ମି ହସ୍ପିଟାଲକୁ ୨୦ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି

ଉତରକୋରିଆରେ ପ୍ରଥମ କରୋନା ଚିହ୍ନଟ ପରେ ଲାଗୁ ହେଲା ଜରୁରୀକାଳୀନ ପରିସ୍ଥିତି

ଶେଷରେ ଉତରକୋରିଆରେ କରୋନା ପଂହଚିଲା । ରିପୋର୍ଟ ମୁତାବକ ଦକ୍ଷିଣ କୋରିଆରୁ ଜଣେ ବ୍ୟକ୍ତି ଉତରକୋରିଆ ଆସିବା ପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇବା ପରେ ଦେଶରେ ଜରୁରୀକାଳୀନ

କଟକରେ କରୋନା ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସି ୭୧ ପ୍ରତିଶତ ହୋଇଛନ୍ତି ଆକ୍ରାନ୍ତ

କଟକରେ ୭୧ ପ୍ରତିଶତ ରୋଗୀ କରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜେ ଆକ୍ରାନ୍ତ ହୋଇଛନ୍ତି । ଗତ ୧୯ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ୨୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ (ସିଏମସି)

ଆଜି ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରୁ ଆଜି ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୪ ଆକ୍ରାନ୍ତ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୫୯ ଜଣ ଲୋକାଲ କେସ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି କଟକରେ ୫୭ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଉପରମୁହାଁ ରହିଛି କରୋନା । ପ୍ରତିଦିନ ହଜାରେ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକ ମହାନଗର ନିଗମରୁ ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟରରୁ ୧୧, ହୋମ୍ କ୍ୱାରେଂଟାଇନ୍‌ରୁ