Date: July 27, 2020

Total 53 Posts

କରୋନା ଲକ୍ଷଣ ଥିବା ରୋଗୀଙ୍କୁ ୧୦୮/୧୦୪ ଆମ୍ବୁଲାନ୍ସରେ ନିଆଯାଇ ପାରିବ

ଏଣିକି ୧୦୮ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ । କେବଳ ୧୦୮ ନୁହେଁ ୧୦୪ ମଧ୍ୟ କରୋନା ରୋଗୀ ହସ୍ପିଟାଲ ଯିବେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ

ଦୀପା ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପରଲୋକରେ ଆଲବମ ଅଭିନେତ୍ରୀ ଦୀପା ସାହୁ । ଆଲବମ କୁଇନ ଦୀପା ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍‌ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ‘ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ ଖବର ଶୁଣି ମୁଁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୫୮୧ କରୋନା ଆକ୍ରାନ୍ତ

ଆଜି ରାଜ୍ୟରୁ ୫୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରାଯାଇଛି। ପ୍ରତିଦିନ ଭଳି ଆଜି ବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। Another 581 #COVID19

ରାଜ୍ୟରେ ଆଉ ୧୫ ଦିନ ବଢ଼ିବ କରୋନା ସଂକ୍ରମଣ

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ବି ପ୍ରତିଦିନ ଏହି ସଂକ୍ରମଣ ହାରକୁ ଦେଖି ଭୟ କରିବାରେ ଲାଗିଲେଣି। ତେବେ ନିକଟରେ ହେଉଥିବା ସର୍ଭେ ହେତୁ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ

ରାଜସ୍ଥାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ର ରାଜଭବନ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରର ବିଜେପି ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ଏବଂ କ୍ରମାଗତ ଭାବେ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ଅନୈତିକ ଉପାୟରେ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ପ୍ରଦେଶ

ଏହି କାରଣରୁ ରାମ ମନ୍ଦିରର ଗର୍ଭ ଗୃହର ୨୦୦ ଫୁଟ ତଳେ ରଖାଯିବ ଟାଇମ କ୍ୟାପସୁଲ

ଅଯୋଧ୍ୟାରେ ଖୁୂବ୍ ଶୀଘ୍ର ରାମ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଯିବ । ଏହାର ଇତିହାସ ହଜାର ହଜାର ବର୍ଷ ସୁରକ୍ଷିତ ରଖିବା ପାଇଁ ମନ୍ଦିରର ଗର୍ଭଗୃହର ୨୦୦ ଫୁଟ ତଳେ ଟାଇମ କ୍ୟାପସୁଲ ରଖାଯିବ । ଏଥିରେ ମନ୍ଦିର ସମ୍ପୂର୍ଣ୍ଣ କାର୍ଯ୍ୟଶୈଳୀ

ଆଜି କଟକରୁ ୬୫ କରୋନା ପଜିଟିଭ୍‌ ଚିହ୍ନଟ

କଟକ ସହରରୁ ଆଜି ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୬୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ଇନ୍‌ଷ୍ଟିଚ୍ୟୁସ୍‌ନାଲ କ୍ୱାରେଣ୍ଟିନ୍‌ରୁ, ଦେୟଯୁକ୍ତ କ୍ୱାରେଣ୍ଟିନ୍‌ରୁ ଦୁଇଜଣ, ସ୍ଥାନୀୟ ଅଞ୍ଚଳରୁ ୬ଜଣ

ସମ୍ ହସ୍ପିଟାଲରେ ଆରମ୍ଭ ହେଲା କୋଭାକ୍ସିନର ମାନବ ପରୀକ୍ଷଣ

ଭୁବନେଶ୍ୱର ସମ୍ ହସ୍ପିଟାଲରେ ଆରମ୍ଭ ହେଲା କୋଭାକ୍ସିନର ମାନବ ପରୀକ୍ଷଣ। ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ହେଲା ପରୀକ୍ଷା। ପରୀକ୍ଷଣ ପାଇଁ ରାଜି ହୋଇଥିବା ସ୍ବେଚ୍ଛାସେବୀଙ୍କ ଠାରେ ଟ୍ରାଏଲ କରାଯାଇଛି। ପରୀକ୍ଷଣର ପ୍ରମୁଖ ଥିବା ପର୍ଯ୍ୟବେକ୍ଷକ ଡାକ୍ତର ଇ. ଭେଙ୍କଟରାଓଙ୍କ ସୂଚନା

୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷାଗାର ଉଦଘାଟନ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷାଗାର ଉଦଘାଟନ କରିଛନ୍ତି । ଏହି ପରୀକ୍ଷା କେନ୍ଦ୍ର ଗୁଡ଼ିକ ନୋଇଡା, ମୁମ୍ବାଇ ଓ କୋଲକତାରେ ଖୋଲାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ସେ ଏସବୁ ପରୀକ୍ଷାଗାରଗୁଡ଼ିକର ଉଦଘାଟନ କରିଛନ୍ତି

‘ଖତରୋଂ କେ ଖିଲାଡି ୧୦’ ମୁକୁଟ ପିନ୍ଧିଲେ କରିସ୍ମା

ଆକ୍ସନ ରିୟାଲିଟି ଶୋ ‘ଖତରୋଂ କେ ଖିଲାଡି’ ସିଜନ ୧୦ ବିଜେତା ସାଜିଲେ ଫେମସ ଅଭିନେତ୍ରୀ କରିସ୍ମା ତନ୍ନା । ନିଜ ଟାକ୍ସ ଶାନଦାର ରୂପେ କରି ସେ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇଦେଇଥିଲେ । ଫିନାଲେରେ କରିସ୍ମା ଓ ଅଭିନେତା

ଦେଶରେ ଆତଙ୍କ ସୃଷ୍ଟିକାରୀଙ୍କ ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାର ଗଠନ କଲେ ‘ସ୍ପେଶାଲ ୪୪’

ଆତଙ୍କୀ ଗତିବିଧିରେ ସାମିଲ ଥିବା ବ୍ୟକ୍ତିଙ୍କ ସାବାଡ କରିବା ପାଇଁ କେନ୍ଦ୍ର ସରକାର ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି।ୟୁଏପିଏ ସଂଶୋଧନ ବିଧେୟକର ନୂତନ ଆଇନ ଆଧାରରେ ରୁଜୁ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନୂତନ ଟିମ୍ ଗଠନ କରିଛନ୍ତି।