Date: July 28, 2020

Total 63 Posts

ବରିଷ୍ଠ କଂଗେସ ନେତା ଦାମୋଦର ମଳିକଙ୍କର ଦେହାନ୍ତ

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁର ସାମିଲ ପଦାଲୋ ଗ୍ରାମର ବରିଷ୍ଠ କଂଗ୍ରେସ ଦଳିତ ନେତା ଦାମୋଦର ମଳିକଙ୍କର ଆଜି ୯୦ ବର୍ଷ ବୟସରେ ତାଙ୍କ ପଦାଲୋସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ମଳିକ ପାଟକୁରା

+3 ଆଡମିଶନ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ, ଜାଣନ୍ତୁ ଏ ବିଷୟରେ…

କରୋନା ସଂକ୍ରମଣର ନକରାତ୍ମକ ପ୍ରଭାବ ଶିକ୍ଷା ବ୍ୟବସ୍ଥା ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଛି । ଏଭଳି ସଙ୍କଟ ସମୟରେ ପାଠ ପଢ଼ାଠାରୁ ପରୀକ୍ଷା ଓ ନୂତନ ଶିକ୍ଷା ବର୍ଷ ଆରମ୍ଭ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ଛାତ୍ରାଛାତ୍ରୀ ଓ ଅଭିଭାବକମାନେ ।

କରୋନା ସଙ୍କଟ ସମୟରେ ପରମାଣୁ ଅସ୍ତ୍ର ନେଇ ଏଭଳି ପ୍ରତିକ୍ରିୟା ରଖିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ପ୍ରକାଶ କରିଛନ୍ତି ଯେ, ତାଙ୍କ ଦେଶର କଠୋର ପରିଶ୍ରମରେ ହାସଲ ହୋଇଥିବା ପରମାଣୁ ଅସ୍ତ୍ର ପୂରା ସୁରକ୍ଷିତ ଏବଂ ସ୍ଥିର ଭାବେ ରହିଛି, ଯାହା ଦ୍ୱିତୀୟ କୋରିଆ ଯୁଦ୍ଧକୁ ରୋକି ପାରିବ

ନୂତନ କ୍ଷୁଦ୍ର ଗ୍ରହ ଆବିଷ୍କାର କଲେ ଦୁଇ ଭାରତୀୟ ସ୍କୁଲ ଛାତ୍ରୀ

ସୁରଟର ଦୁଇ ଛାତ୍ରୀଙ୍କ ଦ୍ଵାରା ଏକ ନୂତନ ପୃଥିବୀ ଆଧାରିତ କ୍ଷୁଦ୍ର ଗ୍ରହର ଆବିଷ୍କାର ହୋଇଛି । ସ୍ପେସ୍ ଇଣ୍ଡିଆ ଅନୁଯାୟୀ, ଯୁବତୀ ବିଶ୍ଵ ବିଦ୍ୟାଳୟର ହାଓ୍ଵାଇ ଟେଲିସ୍କୋପ ଜରିଆରେ ଏହି କ୍ଷୁଦ୍ରଗ୍ରହ ଆବିଷ୍କାର କରାଯାଇଛି । ଦୁଇ ଛାତ୍ରୀଙ୍କ ନାମ

ମାଓବାଦୀଙ୍କ ସହିଦ ସପ୍ତାହ ପାଳନ: ପୁଲିସ ତରଫରୁ କମ୍ବିଂ ଜୋରଦାର

ମାଲକାନଗିରି ଜିଲ୍ଲାରେ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ମାଓବାଦୀ ସହିଦ ସପ୍ତାହ ଦିବସ । ଏହି ସହିଦ ଦିବସ ଅଗଷ୍ଟ ୩ ଯାଏଁ ପାଳନ କରାଯିବ । ସହିଦ ସପ୍ତାହକ ପାଳନକୁ ସମର୍ଥ କରିବାକୁ ଏକ ଭିଡିଓ

ଅଗଷ୍ଟ ୩୧ ପର୍ଯ୍ୟନ୍ତ ସରକାରୀ ଅଫିସରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

ପୁରୀ ସହରରେ କରୋନା ସଂକ୍ରମଣ ଦିନକୁ ଦିନ ସାଙ୍ଘାତିକ ରୂପ ନେଉଛି । ସଂକ୍ରମଣର ବ୍ୟାପକତା ଦୃଷ୍ଟିରୁ ଡ୍ରୋନ ଜରିଆରେ ହୋମ ସର୍ଭିଲାନ୍ସ ଜାରି ରଖିଛି ପ୍ରଶାସନ । ଡ୍ରୋନ କ୍ୟାମେରା ଜରିଆରେ ପୁରୀ ସହରର କଣ୍ଟେନମେଣ୍ଟ ଜୋନ ଉପରେ ନଜର

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଲା ଭାରତ, ନିପାତ ହେଲେ ୩ ପାକ୍‌ ସୈନ୍ୟ

ଜାମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକ୍‌ ସେନା ପକ୍ଷରୁ ହେଉଥିବା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ । ଭାରତୀୟ ସେନାର ଆକ୍ରମଣରେ ପାକ୍‌ ସେନାର ୩ ସୈନ୍ୟ ନିପାତ ହୋଇଛନ୍ତି । ଏହା ସହିତ ଅନ୍ୟ ୮ ପାକ୍‌

ହ୍ଵାଟସଆପ୍ ରୁ ବୁକ୍ କରିପାରିବେ ଏଲପିଜି ସିଲିଣ୍ଡର…

ଏଲପିଜି ସିଲିଣ୍ଡରକୁ ବର୍ତ୍ତମାନ ଅନଲାଇନ, ଏସ୍ଏମ୍ଏସ୍ ଏବଂ ହ୍ଵାଟସଆପ ମାଧ୍ୟମରେ ବୁକ୍ କରାଯାଇପାରିବ । ଦେଶର ସର୍ବବୃହତ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଏହାର ଇଣ୍ଡେନ ଗ୍ୟାସରେ ଏହି ସୁବିଧା ଆରମ୍ଭ କରିଛି । ଏଥିପାଇଁ କମ୍ପାନୀ ସୋସିଆଲ

ପାଣିପାଗ ବିଭାଗର ପୂର୍ବାନୁମାନ: ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ହେବ ଲଘୁଚାପ ବର୍ଷା

ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ, ଲଘୁଚାପ ରୂପ ନେବ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ଭଲ ବର୍ଷା ହେବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ଗତ

୩୦ ସେକେଣ୍ଡରେ ଜଣାପଡ଼ିବ କରୋନା ରିପୋର୍ଟ: ସହଯୋଗ କରିବେ ଇସ୍ରାଏଲ ଗବେଷକ

କରୋନା ମୁକାବିଲାକୁ ଅଧିକ ଶାଣିତ କରିବା ପାଇଁ ଭାରତରେ ପହଞ୍ଚିଛନ୍ତି ଇସ୍ରାଏଲର ଗବେଷକ । ଭାରତର ଏହି ମିତ୍ରରାଷ୍ଟ୍ରର ଗବେଷକମାନେ ସ୍ଥାନୀୟ ଗବେଷକଙ୍କ ସହ ମିଶି ଏମିତି ଏକ କରୋନା ଟେଷ୍ଟ କିଟ୍ ପ୍ରସ୍ତୁତ କରିବେ, ଯେଉଁଥିରେ କି ଅବିଶ୍ୱସନୀୟ ଭାବରେ

ଉଲ୍ଲେଖନୀୟ ସଫଳତା ହାସଲ କଲେ ବ୍ରଡ୍‌: ୫୦୦ ଟେଷ୍ଟ ଉଇକେଟ୍‌ କ୍ଲବ୍‌ରେ ସାମିଲ୍‌

ଭ୍ରମଣକାରୀ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ୩ୟ ଟେଷ୍ଟ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏକ ବିରଳ ସଫଳତା ହାସଲ କରିବାରେ ସମର୍ଥ ହୋଇଛନ୍ତି । ଟେଷ୍ଟ କ୍ରିକେଟ୍‌ ଇତିହାସରେ ବିଶ୍ୱର ୭ମ ବୋଲର ଭାବେ ବ୍ରଡ୍‌ ୫୦୦