Date: July 30, 2020

Total 47 Posts

କରୋନା ମୁକାବିଲା ପାଇଁ ୨୪୧ ପିଜି ଡାକ୍ତରଙ୍କୁ ବିିଭିନ୍ନ ଜିଲ୍ଲାରେ କରାଗଲା ଅବସ୍ଥାପିତ

 ଓଡ଼ିଶା ସରକାର ୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧିନରେ ଅବସ୍ଥାପିତ କରିଛନ୍ତି । କରୋନା ସ୍ଥିତିର ସୁପରିଚାଳନା ପାଇଁ ସରକାର ଜରୁରିକାଳୀନ ଭିତ୍ତିରେ ଏହି ପଦକ୍ଷେପ ନେଇଛନ୍ତି । ଏସବୁ

ଚୂଡ଼ାନ୍ତ ପର୍ଯ୍ୟାୟରେ ବିଶ୍ୱର ୩ଟି କରୋନା ଟିକା

ସମଗ୍ର ବିଶ୍ୱ ଭଳି ଭାରତରେ ମଧ୍ୟ ମହାମାରୀ କରୋନା ଭାଇରସକୁ ମାତ ଦେବା ପାଇଁ ଟିକାର ସନ୍ଧାନ କରାଯାଉଛି। କେବେ ଲୋକଙ୍କ ପାଖରେ ଟିକା ପହଞ୍ଚିବ, ତା’କୁ ନେଇ ସବୁଆଡ଼େ ଚର୍ଚ୍ଚା। ଏସବୁ ଭିତରେ ଆଜି ଭାରତ ସରକାର ଭଲ ଖବର

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧି

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟା ୭ଟାରେ ତାଙ୍କୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଆଡିମଟ କରାଯାଇଛି। କ’ଣ ପାଇଁ ହଠାତ୍‌ ସୋନିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ତା’ର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ହସ୍ପିଟାଲର

ଆସନ୍ତାକାଲିଠାରୁ ପୁଣି ଖୋଲିବ ୟୁନିଟ-୪ ମାର୍କେଟ

ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ବଜାର ‘ୟୁନିଟ-୪’ ମାର୍କେଟ ଆସନ୍ତାକାଲି (ଶୁକ୍ରବାର) ଠାରୁ ପୁଣି ଖୋଲିବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ଜରିଆରରେ ଏହି ସୂଚନା ଦିଆଯାଇଛି । ବିଏମସି ପକ୍ଷରୁ କୁହାଯାଇଛି ଯେ, ୟୁନିଟ-୪ ଏବଂ ୟୁନିଟ-୪

ଆଜି ରାଜ୍ୟରେ ସୁସ୍ଥ ହେଲେ ୮୦୭ କରୋନା ଆକ୍ରାନ୍ତ

ରାଜ୍ୟର ୨୩ଟି ଜିଲ୍ଲାରୁ ଆଜି ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା

ଦେଶରେ ହୋଇନି ଗୋଷ୍ଠୀ ସଂକ୍ରମଣ

କେତେକ ଅଞ୍ଚଳରେ ହୋଇଥିବା କ୍ଲଷ୍ଟର ସଂକ୍ରମଣକୁ ଛାଡ଼ିଦେଲେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ ଦୋହରେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଗୋଷ୍ଠୀ ସଂକ୍ରମଣର କୌଣସି

ଓଡ଼ିଆ ଯୋଡିଙ୍କ ପ୍ରଥମ ବଲିଉଡ ଫିଲ୍ମର ଟ୍ରେଲର ଆଉଟ

ରିଲିଜ୍ ହୋଇଛି ବହୁଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ କ୍ରାଇମ ସସ୍ପେନ୍ସ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର । ‘ଥ୍ରୀଲର’ର ଟ୍ରେଲର ରିଲିଜ ପରେ ଏହାକୁ ମିଳିଛି ଜବରଦସ୍ତ ରେସପନ୍ସ । ତେବେ ସବୁଠୁ ବଡ କଥା ଏହି ମୁଭିରେ ଡେବ୍ୟୁ କରୁଛନ୍ତି

୨ଦିନ ନବରଙ୍ଗପୁର ସଟଡାଉନ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୨ ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ଅର୍ଥାତ ଅଗଷ୍ଟ ୧ ତାରିଖ ସକାଳ ୫ଟା ରୁ ୨ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସଟଡାଉନ ରହିବ । ପ୍ରେସ ବିଜ୍ଞପ୍ତି ମାଧ୍ୟମରେ

ରାମଲାଲାଙ୍କ ଭବ୍ୟ ମନ୍ଦିର ପାଇଁ ଜଟଣୀରୁ ଗଲା ପବିତ୍ର ମାଟି ଓ ନଦୀଜଳ

ଆସନ୍ତା ଅଗଷ୍ଟ ୫ ତାରିଖ ପୁଣ୍ୟ କ୍ଷେତ୍ର ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ଭୂମି ପୂଜନ ଓ ଶିଳାନ୍ୟାସ ଅନୁଷ୍ଠିତ ହେବ । ଭବ୍ୟ ମନ୍ଦିରର ଭୂମି ପୂଜନ ନିମନ୍ତେ ବିଶ୍ୱ ହିନ୍ଦୁ ପରିଷଦ ସମଗ୍ର ଓଡିଶାର ବିଭିନ୍ନ

ଚାଷୀଙ୍କ କୃଷି ବୀମା ଦାଖଲ ସମୟ ସୀମା ବୃଦ୍ଧି ପାଇଁ ପିସିସି ସଭାପତିଙ୍କ ଦାବି

ସାମ୍ପ୍ରତିକ କରୋନା ପରିସ୍ଥିତି ରେ ରାଜ୍ୟର ଚାଷୀମାନେ ଅନାହାରକୁ ଗତି କରୁଥିବା ବେଳେ କୃଷି ବୀମା ଦାଖଲ କରିବା ପାଇଁ ଜୁଲାଇ ୩୧ ତାରିଖ ସମୟସୀମା ଧାର୍ଯ୍ୟ କରିବା ଦୁଃଖ ଓ ପରିତାପର ବିଷୟ ବୋଲି ଆଜିର ପ୍ରେସବାର୍ତ୍ତାରେ ପ୍ରକାଶ କରିଛନ୍ତି

ଜାତୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନିତ କରାଯିବ ଗଲୱାନ ସହିଦଙ୍କ ନାଁ

ଚାଇନା ସହ ସଂଘର୍ଷ କରି ଗଲୱାନ ଭ୍ୟାଲିରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କୁ ସମ୍ମାନୀତ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସମସ୍ତ ସହିଦ ଯବାନଙ୍କ ନାଁ ଜାତୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନିତ କରାଯିବ। ତେବେ ସମସ୍ତ