Date: August 1, 2020

Total 36 Posts

କରୋନା ଟେଷ୍ଟକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି

କରୋନା ଭାଇରସ ଲାଗି ଘରୋଇ ହସ୍ପିଟାଲ, ନର୍ସିଂହୋମ ଲ୍ୟାବରେ ଆଣ୍ଟିଜେନ ଟେଷ୍ଟ ହୋଇପାରିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । କେବଳ ପଂଜୀକୃତ ଓ ଏନଏବିଏଲ ସ୍ୱୀକୃତିପ୍ରାପ୍ତ  ଘରୋଇ ସଂସ୍ଥାଗୁଡ଼ିକ ଆଣ୍ଟିଜେନ ଟେଷ୍ଟ କରିପାରିବେ ।

ଆଜି ରାଜ୍ୟରେ ସୁସ୍ଥ ହେଲେ ୭୫୬ କରୋନା ଆକ୍ରାନ୍ତ

ରାଜ୍ୟର ୨୫ଟି ଜିଲ୍ଲାରୁ ଆଜି ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କୁ ଖୋଜୁଛି ବିହାର ପୋଲିସ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ପୋଲିସ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବା ଲାଗ ଚାହୁଁଥିବା ବେଳେ ତାଙ୍କୁ ଖୋଜି ପାଉନି । ଏସମ୍ପର୍କରେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଯେ ବିହାର ପୋଲିସ

ଏଥର ରକ୍ଷା ବନ୍ଧନରେ ପଡିବ ଏହି ରାଶିଗୁଡିକର ଶୁଭ ଯୋଗ

ଅଗଷ୍ଟ ୩ ପବିତ୍ର ରକ୍ଷାବନ୍ଧନ । ଏହି ପର୍ବକୁ ସମଗ୍ର ଭାରତ ବର୍ଷରେ ଖୁବ୍ ଧୁମଧାମରେ ପାଳନ କରାଯାଏ । ଏହି ରକ୍ଷା ବନ୍ଧନ ଦିବସରେ ଭଉଣୀ ନିଜ ହାତରେ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧିଥାଏ ଏବଂ ନିଜ ଭାଇର ଦୀର୍ଘାୟୁର

ପୁଣିଥରେ ଭାରତକୁ ଚ୍ୟାଲେଞ୍ଜ କଲା ନେପାଳ; ନିଜର ସଂଶୋଧିତ ମାନଚିତ୍ରକୁ ଜାତିସଂଘ ଓ ଗୁଗୁଲ ମ୍ୟାପରେ ଦେବା ପାଇଁ କଲା ଘୋଷଣା

ପୁଣି ଥରେ ଭାରତକୁ ଚ୍ୟାଲେଞ୍ଜ କରିଛି ନେପାଳ । ଭାରତୀୟ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ନିଜ ଅଞ୍ଚଳ ବୋଲି କହୁଥିବା ନେପାଳ ନିଜର ସଂଶୋଧିତ ମାନଚିତ୍ରକୁ ଜାତିସଂଘକୁ ନେଇଯିବାକୁ ଘୋଷଣା କରିଛି । ଏହା ସହିତ ଏହି ମାନଚିତ୍ରକୁ

ପଞ୍ଜାବରେ ମଦମୃତ୍ୟୁ ଘଟଣା, ସଂଖ୍ୟା ୮୭ କୁ ବୃଦ୍ଧି

ପଞ୍ଜାବରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୮୭ କୁ ବୃଦ୍ଧି ପାଇଛି। ପଞ୍ଜାବର ଅମୃତସର, ବଟାଲା ଓ ତରନତାରାରେ ଏହି ମୃତ୍ୟୁ ଘଟିଛି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୫ ଜଣଙ୍କୁ ଗିରଫ କରିଛି । ସେପଟେ

ଘରୁ ବାହାରକୁ ଯିବା ମାତ୍ରେ ମାସ୍କକୁ ଗୁରୁତ୍ୱ ଦେବା ସହ ସାମାଜିକ ଦୂରତା ନିୟମ ପାଳନ କରନ୍ତୁ

ପନିପରିବା ପାଇଁ ହେଉଁ କି ଗ୍ରୋସରୀ ସାମଗ୍ରୀ କିଣିବାକୁ ବଜାରକୁ ଯାଉଥିଲେ, ଭିଡରୁ ନିବୃତ୍ତ ରୁହନ୍ତୁ । ମହାମାରୀ କରୋନା ଭାଇରସ ଠାରୁ ବର୍ତ୍ତିବାକୁ ହେଲେ ଭିଡ଼ରୁ ଦୂରରେ ଭଲ ବୋଲ କହିଛନ୍ତି ଭୁବନେଶ୍ୱର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚୌଧୁରୀ

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ ଆପଣାଇଲେ ଡିସିପି

ରାଜଧାନୀ ଭୁବନେଶ୍ୱରରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି ନବନିଯୁକ୍ତ ଡିସିପି। ସର୍ବସାଧାରଣଙ୍କ ପାଇଁ ହ୍ୱାଟ୍ସଆପ୍‌ ନମ୍ବର ଜାରି କରିଛନ୍ତି। କେହି କୋଭିଡ୍‌ କଟକଣା ଉଲ୍ଲଂଘନ କରୁଥିଲେ ହ୍ୱାଟ୍ସଆପ୍‌ ନମ୍ବର- ୭୪୪୦୦୦୬୭୦୯ରେ ଜଣାଇ ପାରିବେ। ଦରକାର ପଡ଼ିଲେ ଉଲ୍ଲଙ୍ଘନକାରୀଙ୍କ

ବ୍ରହ୍ମପୁରରେ ୨ କୋଭିଡ-୧୯ ହସ୍ପିଟାଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କରୋନା ସଂକଟ ସମୟରେ ଗଂଜାମ ଜିଲ୍ଲାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ବ୍ରହ୍ମପୁରରେ ନିର୍ମିତ ୨ଟି ଉତ୍ସର୍ଗୀକୃତ କୋଭିଡ-୧୯ ହସ୍ପିଟାଲକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ଗୋଲନ୍ଥରାସ୍ଥିତ ଅମିତ ହସ୍‌ପିଟାଲକୁ କୋଭିଡ ହସ୍ପିଟାଲ ଭାବେ ଓ

ରାଜ୍ୟସରକାର ଆୟୁଷ୍ମାନ ଯୋଜନାକୁ ଆପଣାନ୍ତୁ:ଗୋଲକ ମହାପାତ୍ର

ରାଜ୍ୟସରକାର ନିକଟରେ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓ.ଏସ.ଟି.ଏଫ) କୁ ବନ୍ଦ କରିଛନ୍ତି । ଫେବୃଆରୀ ମାସରେ ଓ.ଏସ.ଟି.ଏଫ ବନ୍ଦ ହେବ ନାହିଁ ବୋଲି ରାଜ୍ୟସରକାର ବିଧାନସଭାରେ ଉତର ରଖିଥିଲେ । କରୋନା ମହାମାରୀ ସମୟରେ କ’ଣ ପାଇଁ ଏଭଳି ଯୋଜନାକୁ

ଆଜି ଭୁବନେଶ୍ୱରରୁ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରୁ ଆଜି ୧୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୭୭ ସଂଗରୋଧରୁ ହୋଇ ଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା