Date: August 3, 2020

Total 41 Posts

ରାଜ୍ୟରେ ଖୋଲିବ ଢାବା-ରେସ୍ତୋରାଁ

ରାଜ୍ୟରେ ଖୋଲିବ ହୋଟେଲ ଓ ରେସ୍ତୋରାଁ। ଏଥିସହିତ ଢାବା ବି ଖୋଲା ରହିବ। ତେବେ କେବଳ ପାର୍ସଲ ନେଇ ହେବ। ହୋଟେଲରେ କେବଳ ରହୁଥିବା ଅତିଥିଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇଛି । ସେହିଭଳି ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଢାବା

ସୁଶାନ୍ତଙ୍କ ବାପାଙ୍କ ଭିଡ଼ିଓ ଭାଇରଲ, ରିୟାଙ୍କୁ ନେଇ ଏଭଳି କହିଲେ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଆଜି ପୁଣି ଏକ ଭିଡିଓ ଜାରି କରି ରିୟା ଚକ୍ରବର୍ତ୍ତୀଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ବିହାର ପୁଲିସ୍‌କୁ ତଦନ୍ତ କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ନିବେଦନ କରିଛନ୍ତି। #WATCH: #SushantSinghRajput‘s

୫୦% କର୍ମଚାରୀଙ୍କ ସହ ଖୋଲିବ ବ୍ୟାଙ୍କ

ରାଜ୍ୟ ସରକାର ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାନଙ୍କ ନିମନ୍ତେ ଅଗଷ୍ଟ ମାସ ଲାଗି ନୂଆ ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟରେ ଥିବା ସବୁ ବାଣିଜ୍ୟିକ ବ୍ୟାଙ୍କ,ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ବୀମା କମ୍ପାନି ଆଦି

ଅନଲାଇନ କ୍ଳାସରେ ଅଶ୍ଳୀଳ ଫଟୋ ଛାଡିବା ପ୍ରସଙ୍ଗ: ଦୋଷ ସ୍ୱୀକାର କଲେ ପ୍ରଧାନ ଶିକ୍ଷକ

ଅନଲାଇନ କ୍ଳାସ ସମୟରେ ଅଶ୍ଳୀଳ ଫଟୋ ଛାଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ୟାରୀମୋହନ ଏକାଡେମୀ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଆଜି ନିଜ ଦୋଷର ସ୍ୱୀକାର କରିଛନ୍ତି । ଅଜାଣତରେ ମୋବାଇଲରୁ ଗୋଟେ ଲିଙ୍କ ସେୟାର ହୋଇଥିଲା । ଜାଣିଶୁଣି

ଆଜି ରାଜ୍ୟରେ ସର୍ବାଧିକ ୧୧୧୯ ଜଣ ହେଲେ ସୁସ୍ଥ

ରାଜ୍ୟ ସରକାରଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କର ନିରନ୍ତର ଉଦ୍ୟମ ଫଳରେ ଆଜି ରାଜ୍ୟବାସୀଙ୍କୁ ମିଳିଛି କରୋନା ସଂପର୍କିତ ସବୁଠାରୁ ବଡ଼ ଖୁସି ଖବର। ରାଜ୍ୟର ୨୭ଟି ଜିଲ୍ଲାରୁ ଆଜି ୧୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର

ଡିସେମ୍ବର ପୂର୍ବରୁ ଭାରତୀୟ ବଜାରକୁ ଆସିବ କରୋନା ଟିକା କୋଭିସିଲଡ

ସ୍ୱୀଡେନର ଔଷଧ କମ୍ପାନି ଆଷ୍ଟ୍ରାଜେନିକା ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭିସିଲଡକୁ ଆସନ୍ତା ଡିସେମ୍ବର ପୂର୍ବରୁ ଭାରତୀୟ ବଜାରରେ ଛାଡ଼ିବାକୁ ସେରମ ଇନଷ୍ଟିଚ୍ୟୁଟ ଲକ୍ଷ୍ୟ ରଖିଛି । କମ୍ପାନିକୁ ଆଜି ଏହି ଟିକାର ୨ୟ ଓ ୩ୟ

ଆତ୍ମହତ୍ୟା ପୂର୍ବରୁ ଗୁଗଲରେ ପେନଲେସ ଡେଥ ସର୍ଚ୍ଚ କରିଥିଲେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସମ୍ମୁଖକୁ ଆସିଛି। ସୋମବାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଏ ନେଇ ଏକ ନୂତନ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ମୃତ୍ୟୁ ପୂର୍ବରୁ ସୁଶାନ୍ତ

ଏହି ଦିନ ହେବ ‘ବିଗ ବସ ୧୪’ର ଟେଲିକାଷ୍ଟ

ଛୋଟ ପରଦାରର ଫେମସ ରିୟାଲିଟି ଶୋ ‘ବିଗ ବସ ୧୪’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଏଯାବତ ଶୋ ସହ ସମ୍ପୃକ୍ତ ଅନେକ ଖବର ସାମ୍ନାକୁ ଆସିସାରିଛି । ଆଉ ଏବେ ବିଗ ବସ ୧୪ର ପ୍ରିମିୟର ଡେଟ ବିଷୟରେ

ଆଜି ରାଜଧାନୀରୁ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି। ସ୍ଥାନୀୟ ଆଳୁଗଦିରୁ ୧୭ ଜଣଙ୍କ ସମେତ ଆଜି ଭୁବନେଶ୍ୱରରୁ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୫ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ

ଆସନ୍ତାକାଲିଠାରୁ ରାଜଧାନୀରେ ପୁଣି ଗଡ଼ିବ ମୋ ବସ୍‌

ଆସନ୍ତାକାଲିଠାରୁ ରାଜଧାନୀରେ ପୁଣି ଚଳାଚଳ କରିବ ମୋ ବସ୍‌। ୮ଟି ରୁଟ୍‌ରେ ଚଳାଚଳ କରିବ ନନ୍‌-ଏସି ବସ୍‌। ରୁଟ୍‌- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ରେ ଚାଲିବ ମୋ ବସ୍‌। ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ

ବିହାର ପୋଲିସର ଖୁଲାସା, ସୁଶାନ୍ତଙ୍କ ନାମରେ ନଥିଲା ଫୋନ ସିମ୍

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବିହାର ପୋଲିସ ଏକ ନୂଆ ଖୁଲାସା କରିଛି । ପୋଲିସ ଅନୁଯାୟୀ ସୁଶାନ୍ତ ମୋବାଇଲରେ ଯେଉଁ ସିମ୍‌ର ବ୍ୟବହାର କରୁଥିଲେ, ତାହା ତାଙ୍କ ନାମରେ ରେଜିଷ୍ଟର ନଥିଲା । ସିମ୍ ମଧ୍ୟରେ ଗୋଟିଏ ସିମ୍