Date: August 4, 2020

Total 34 Posts

ଧର୍ମେନ୍ଦ୍ରଙ୍କୁ ଫୋନ କରି ସ୍ଵାସ୍ଥ୍ୟବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଏବେ କରୋନା କବଳରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ ସେ କରୋନା ଟେଷ୍ଟ କରିଥିଲେ ।

ଆସନ୍ତାକାଲି ସଂଧ୍ୟା ୬ଟାରେ କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା

ଆସନ୍ତାକାଲି ସଂଧ୍ୟା ୬ଟାରେ ନୀରବ ପ୍ରାର୍ଥନା ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ପାଇଁ କହିଲେ। ଘର ଭିତରେ ବା ବାହାରେ ଯେଉଁଠି ଥିଲେ ପ୍ରାର୍ଥନା ପାଇଁ ନିବେଦନ। ନୀରବ ପ୍ରାର୍ଥନା ସହ

ରାଜ୍ୟରେ ବର୍ଷା ନେଇ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଉତ୍ତର ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଆଗାମୀ ୫ରୁ ୬ ଦିନ ୧୮ଟି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ରାଜ୍ୟରେ ବର୍ଷା ନେଇ ସବୁ ଜିଲ୍ଲାପାଳଙ୍କୁ ଏସଆରସି ପ୍ରଦୀପ

ୟୁପିଏସ୍‌ସି ପରୀକ୍ଷା ଫଳ: ସମସ୍ତ ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କେନ୍ଦ୍ର ଜନସେବା ଆୟୋଗର ସିଭିଲ ସର୍ଭିସ ପରୀକ୍ଷାର ସଫଳ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ନୂତନ ତଥା ରୋମାଞ୍ଚକର ପର୍ଯ୍ୟାୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରିଛନ୍ତି ଯେ, ‘ସମସ୍ତ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ

ଆଜି ରାଜ୍ୟରେ ସର୍ବାଧିକ ୧୪୦୯ ଜଣ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ରାଜ୍ୟ ସରକାରଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କର ନିରନ୍ତର ଉଦ୍ୟମ ଫଳରେ ଆଜି ରାଜ୍ୟବାସୀଙ୍କୁ ମିଳିଛି କରୋନା ସଂପର୍କିତ ସବୁଠାରୁ ବଡ଼ ଖୁସି ଖବର। ରାଜ୍ୟର ୨୮ଟି ଜିଲ୍ଲାରୁ ଆଜି ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର

ଆଜି କଟକରୁ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୨୮ ଜଣଙ୍କ ସମେତ ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୯୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଚିହ୍ନଟ

ଏଣିକି ଦୋକାନ ଆଗରେ ଚା’ ପିଇ ପାରିବେ ନାହିଁ ଗ୍ରାହକ

ଏଣିକି ଦୋକାନ ଆଗରେ ଚା’ ପିଇ ପାରିବେ ନାହିଁ ଗ୍ରାହକ । ଦୋକାନ ଆଗରେ ଚା’ ପିଇବା ଉପରେ କଟକଣା ଲାଗଯାଇଛି । ଖାଦ୍ୟ ବିକ୍ରେୟକାରୀଙ୍କ ପାଇଁ ବିଏମ୍‌ସି ପକ୍ଷରୁ ନୂଆ ଗାଇଡାଲାଇନ୍ ଜାରି ହୋଇଛି । ରେଷ୍ଟୁରାଂଟ, ଢ଼ାବା, ରାସ୍ତାକଡ

କରୋନାର ଶିକାର ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା। କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ଧର୍ମେନ୍ଦ୍ର ହରିଆଣାର ମେଦାନ୍ତ ହସପିଟାଲ ଭର୍ତ୍ତି ହୋଇଛନ୍ତି। ୫୧ ବର୍ଷୀୟ ଧର୍ମେନ୍ଦ୍ର ଦ୍ୱିତୀୟ କେନ୍ଦ୍ରମନ୍ତ୍ରୀ ଭାବେ କରୋନା ଆକ୍ରାନ୍ତ ହୋଇଛନ୍ତି। ଧର୍ମେନ୍ଦ୍ର ମଧ୍ୟ ଟ୍ୱିଟ କରି ସେ କରୋନାରେ

ଆଇପିଏଲ ୨୦୨୦ : ମୁଖ୍ୟ ପ୍ରାୟୋଜକ ପଦରୁ ହଟିଲା ଭିଭୋ

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଲାଗି ରହିଲାଣି ବାଦ ବିବାଦ । ଗତ ରବିବାର ଆଇପିଏଲ ପରିଚାଳନା ପରିଷଦ ବୈଠକରେ ଲିଗ ଉପରେ ମୋହର ବାଜିବା କ୍ଷଣି ଆରମ୍ଭ ହୋଇଗଲା ବିବାଦ ।

ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟାଙ୍କ ସିଏକୁ ପଚରାଉଚରା କଲା ଇଡି

ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମନି ଲଣ୍ଡରିଂଙ୍ଗ ମାମଲାର ଯାଞ୍ଚ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଲୟ (ଇଡି) ଅଧିକାରୀମାନେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଆକାଉଣ୍ଟାଟ ରିତେଶ ଶାହାଙ୍କୁ ପଚରାଉଚରା କରିଛନ୍ତି । ରିତେଶ କହିଛନ୍ତି ଯେ, ସେ ମଙ୍ଗଳବାର ସକାଳ

ପାଉଣା ନ ମିଳିଲେ ଭଙ୍ଗା ଯିବନି ରଥ

ଖୋଲା ଚାଲିଛି ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ । ସିଂହଦ୍ୱାରରେ ଛିଡା ହୋଇଥିବା ଦର୍ପଦଳନ ରଥକୁ ଖୋଲା ଯାଉଥିବାବେଳେ ଏହା ପରେ ନନ୍ଦିଘୋଷ ଓ ତାଳଧ୍ୱଜ ରଥକୁ ଖୋଲାଯିବ। ଯାହାକୁ ନେଇ ଭିନ୍ନ ମତାମତ ପ୍ରକାଶ ପାଇଛି, କିଛି ଏହାକୁ ସ୍ୱାଗତ