ପୂର୍ବତନ ପୁଲିସ୍‌ ଡିଜି ଏସ୍.ଏନ୍ ତିୱାରୀଙ୍କ ପରଲୋକ

Spread the News

ପୂର୍ବତନ ପୁଲିସ୍‌ ଡିଜି ଏସ୍.ଏନ୍ ତିୱାରୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ  ଆଖି ବୁଜିଛନ୍ତି ପୂର୍ବତନ ପୁଲିସ୍‌ ଡିଜି ତିୱାରୀ ।  ଏସ୍.ଏନ୍ ତିୱାରୀଙ୍କ ପରଲୋକ ନେଇ ତାଙ୍କ ବୋହୂ ଦୀକ୍ଷା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Tags: