Date: August 6, 2020

Total 39 Posts

ଜାତୀୟ ମହିଳା ଆୟୋଗରୁ ମହେଶ-ଉର୍ବଶୀଙ୍କୁ ନୋଟିସ୍

 ସିନେମାରେ କ୍ୟାରିୟର କରିବାକୁ ଚେଷ୍ଟା କରୁଥିବା ଯୁବତୀଙ୍କୁ ବ୍ୟୁଟି ପ୍ରତିଯୋଗୀତାରେ ସାମିଲ କରିବା ନାଁରେ ଯୌନ ଶୋଷଣ ଓ ବ୍ଲାକମେଲିଂ ମାମଲା ଚର୍ଚ୍ଚାରେ । ଏହାକୁ ଆଧାର କରି ଜାତୀୟ ମହିଳା ଆୟୋଗ(ଏନସିଡବ୍ଲୁ) ଫେମସ ନିର୍ମାତା ମହେଶ ଭଟ୍ଟ ଓ ଅଭିନେତ୍ରୀ

ସୁଶାନ୍ତଙ୍କ ମୃତ୍ୟୁ ମାମଲା; ୬ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଆଜି ସିବିଆଇ ଏହି ଘଟଣାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ୬ ଜଣଙ୍କ ମଧ୍ୟରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ନାଁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୧୫୦ ଜଣ

ରାଜ୍ୟର ୨୯ଟି ଜିଲ୍ଲାରୁ ଆଜି ୧୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ

ଆଜି କଟକରୁ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୨୪ ଜଣଙ୍କ ସମେତ ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୬୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। କଣ୍ଟେନମେଣ୍ଟ ଜୋନରୁ

ବିଧାନସଭାର ପୂର୍ବତନ ବାଚସ୍ପତିଙ୍କୁ କରୋନା

ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ସାମନ୍ତରାୟଙ୍କୁ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ପୁଅ ମନୋରଞ୍ଜନ ଦ୍ୟାନ୍ ସାମନ୍ତରାୟ ତାଙ୍କର ଦେଖାଶୁଣା କରିଥିଲେ । ତେବେ

ଆଇପିଏଲ ପ୍ରାୟୋଜକ ପଦରୁ ହଟିଲା ଭିଭୋ; ୨ ଦିନରେ ଟେଣ୍ଡର ଡାକିବ ବିସିସିଆଇ

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରାୟୋଜନା ଦାୟିତ୍ୱରୁ ଚୀନ ମୋବାଇଲ କମ୍ପାନି ଭିଭୋକୁ ବାଦ ଦିଆଯାଇଥିବା ବିଷୟରେ ବିସିସିଆଇ ଔପଚାରିକ ଭାବେ ଘୋଷଣା କରିଛି । ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନାହିଁ

କରୋନାରେ ପ୍ରାଣ ହରାଇଲେ ବରିଷ୍ଠ ସିପିଆଇଏମ ନେତା

ସିପିଆଇଏମର ବରିଷ୍ଠ ବେଙ୍ଗଲ ନେତା ଶ୍ୟାମଲ ଚକ୍ରବର୍ତ୍ତୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ମଧ୍ୟାହ୍ଣରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ

ନିମ୍ନମାନର ହେଲମେଟ୍ ପିନ୍ଧିଲେ ଗଣିବେ ଜରିମାନା

ଏଣିକି  ଆଉ ଚଳିବନି ଚାଲୁ/ଶସ୍ତା ହେଲମେଟ୍ । ନିମ୍ନମାନର ହେଲମେଟ୍ ପିନ୍ଧିଲେ ଗଣିବେ ଜରିମାନା । ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ, ବାଇକ୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ରାସ୍ତାରେ

ଭୀମସାରରେ ପୁଣି ୩ ଡାକ୍ତର କରୋନାରେ ସଂକ୍ରମିତ

କରୋନା କବଳରେ କୋଭିଡ ଯୋଦ୍ଧା । ବୁର୍ଲା ଭୀମସାରରେ ପୁଣି ୩ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ୩ ଜଣ ଡାକ୍ତର ମେଡିସିନ୍ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡିଛି । ଭୀମସାର ଅଧକ୍ଷକ ଏହି ସୂଚନା ଦେଇଛନ୍ତି। ପୂର୍ବରୁ

କୋଭିଡ ମୁକାବିଲା ପାଇଁ ୨ୟ କିସ୍ତି ଦେଲା କେନ୍ଦ୍ର, ମୋଦିଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ୨ୟ କିସ୍ତି ଅର୍ଥ ସହାୟତା । ଓଡିଶା ସମେତ ୨୨ଟି ରାଜ୍ୟ ପାଇଁ ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । ମୋଟ ୮୯୦ କୋଟି ୩୨ ଲକ୍ଷ ଟଙ୍କାର ସହାୟତା ରାଶି ୨୨ଟି ରାଜ୍ୟ

ଆଜି ଭୁବନେଶ୍ୱରରୁ ୧୧୮ ଜଣ କରୋନା ପଜିଟିଭ ଚିହ୍ନଟ

ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ