Date: August 8, 2020

Total 28 Posts

ସଞ୍ଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସଞ୍ଜୟଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ କରୋନା ହୋଇଥିବା ସନ୍ଦେହ ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି

ନାଳରେ ଭାସିଗଲା ୬ ବର୍ଷର ଶିଶୁପୁତ୍ର

ଯାଜପୁର ଜିଲ୍ଲାର ଆଜି ଦୁଇଟି ଅଘଟଣ ଘଟିଛି।  ପ୍ରଥମ ଘଟଣା ଧର୍ମଶାଳା ଥାନା ଅଂଚଳରେ ଏବଂ ଅନ୍ୟଟି ମଙ୍ଗଳପୁର ଅଧିନରେ ଘଟିଥିବା ଜଣାପଡ଼ିଛି। ୬ ବର୍ଷର ଶିଶୁପୁତ୍ର ସତ୍ୟପ୍ରକାଶ ସାହୁ ନାଳରେ ବୁଡ଼ିଯାଇ ନିଖୋଜ ଥିବା ବେଳେ ୧୫ ବର୍ଷର ବାଳିକା

କରୋନାଭାଇରସ୍ ଲଢ଼େଇରେ ସ୍ୱଚ୍ଛଭାରତ ମିଶନର ଭୂମିକା ଗୁରୁତ୍ୱପୂର୍ଣ – ପ୍ରଧାନମନ୍ତ୍ରୀ

କରୋନାଭାଇରସ୍ ଲଢ଼େଇରେ  ସ୍ବଚ୍ଛତା ମିସନ୍‌ରୁ ପ୍ରାପ୍ତ ଶିକ୍ଷା ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଏହି ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ସ୍ଥାପନ କଥା

ମଦ ପାଇଁ ଟଙ୍କା ନଦେବାରୁ ମାଆକୁ ହାଣିଲା ପୁଅ

ମଦ ପିଇବାକୁ ଟଙ୍କା ନେବାରୁ ନିଜ ବୟସ୍କ ମାଆଙ୍କୁ ହାଣି ହତ୍ୟା କଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦିଲ୍ଲୀ ଗୁରୁଗାଓଁ ସ୍ଥିତ ସିରୋଲରେ ଘଟିଥିବା ଶନିବାର ଜଣାପଡ଼ିଛି। ସୂଚନାଯୋଗ୍ୟ, ଉକ୍ତ ମହିଳା ଜଣଙ୍କ ତାଙ୍କ ମଦ୍ୟପ ପୁଅକୁ ମଦ

ମାତ୍ର ୨୨୫ ଟଙ୍କାରେ ସାରା ବିଶ୍ୱକୁ କରୋନା ଟୀକା ଯୋଗାଇବ ଭାରତୀୟ କମ୍ପାନୀ

ସାରା ବିଶ୍ୱକୁ କରୋନା ଟୀକା ଯୋଗାଇବ ଭାରତୀୟ କମ୍ପାନୀ।  ସର୍ବ ବୃହତ ଟିକା ଉତ୍ପାଦନକାରୀ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, କହିଛି ଯେ ଏହାର କରୋନା ଜୀବାଣୁ ଟିକା ର ଗୋଟିଏ ମାତ୍ର ଡୋଜ ତିନି ଡଲାର (ପ୍ରାୟ

ବିଶ୍ୱର ୪ ନମ୍ବର ଧନୀରେ ପରିଣତ ହେଲେ ମୁକେଶ ଅମ୍ବାନି

କରୋନା ମହାମାରୀ ଯୋଗୁଁ ଅର୍ଥନୀତି ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାବେଳେ ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନିଙ୍କ ପାଇଁ ଏବେ ଭଲ ସମୟ ଚାଲିଛି । ବିଶ୍ୱ ଧନୀ ତାଲିକାରେ ସେ ଗୋଟିକ ପରେ ଗୋଟିଏ ସିଡ଼ି ଚଢି

ଆଜି ସୁସ୍ଥ ହେଲେ ୧୫୪୪ ଜଣ

ରାଜ୍ୟ ସରକାରଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କର ନିରନ୍ତର ଉଦ୍ୟମ ଫଳରେ ଆଜି ୨୬ଟି ଜିଲ୍ଲାରୁ ଆଜି ୧୫୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା

ତେଜରାତି ଓ ପରିବା ଦୋକାନୀଙ୍କ ହେବ କରୋନା ପରୀକ୍ଷା

ତେଜରାତି, ପରିବା ଓ ଫଳ ସମେତ ଅନ୍ୟ  ଦୋକାନୀଙ୍କ କରୋନା ପରୀକ୍ଷା କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ କହିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ପ୍ରତିଦିନ ଅନେକ ସାଧାରଣ ଲୋକ ଆସୁଥିବାରୁ ଏମାନେ ଯଦି ସଂକ୍ରମିତ ହେବେ ତେବେ ଅନେକ ଲୋକ

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ

ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଇସୋଲେସନ ସେଣ୍ଟରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ସହ ଆଇସୋଲେସନ ସେଣ୍ଟରରେ ପଶି ଭଙ୍ଗାରୁଜା କରିଛନ୍ତି। ପୁଲିସ୍, ସିଡିଏମଓ ଓ

ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୨ ଲୋକାଲ୍‌ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ବିଜେପି ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ

ବରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।ସେ ଟ୍ୱିଟ୍‌ କରି ଲେଖିଛନ୍ତି,“କରୋନାର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି। ଆଜି ରିପୋର୍ଟ