କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କରୋନାରେ ସଂକ୍ରମିତ

Spread the News

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି. ଏସ୍‌ ୟେଦୁୟୁରପ୍‌ପାଙ୍କ ପରେ ଏବେ ସ୍ୱାସ୍ଥ୍ୟ ମନ୍ତ୍ରୀବି. ଶ୍ରୀରାମୁଲୁ ମଧ୍ୟ କରୋନା ସଂକ୍ରମିତ । ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ବି. ଶ୍ରୀରାମୁଲୁ ଏହି ସୂଚନା ନିଜେ ଟ୍ୱିଟ୍‌ କରି ଜଣାଇଛନ୍ତି ।

ଦେଶରେ କରୋନା ସଂକ୍ରମଣରେ ସମୁଦାୟ ଆକ୍ଟିଭ୍‌ ମାମଲାରେ ମହାରାଷ୍ଟ୍ର , ଆନ୍ଧ୍ରପ୍ରଦେଶ ପରେ ୩ୟ ରେ କର୍ଣ୍ଣାଟକ ରହିଛି ।