Date: August 11, 2020

Total 36 Posts

ହରିଦାସପୁର-ପାରାଦୀପ ରେଳଲାଇନ : ଆରମ୍ଭ ହେବ ପାସେଞ୍ଜର ସେବା

ହରିଦାସପୁର ପାରାଦୀପ ରେଳ ଲାଇନରେ ମାଲବାହୀ ଟ୍ରେନ ଚଳାଚଳ ପରେ ପାସେଞ୍ଜର ଟ୍ରେନ ସେବା ଆରମ୍ଭ ହେବ  । ଏନେଇ ଆରସିଏଲର ନିର୍ଦ୍ଦେଶକ ରିଙ୍କେଶ ରାଏ ସୂଚନା ଦେଇଛନ୍ତି  । ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥନ ବର୍ମାଙ୍କ ସମ୍ମିଳନୀ କକ୍ଷରେ ଏକ

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୭୮୫ ଜଣ କରୋନା ଆକ୍ରାନ୍ତ

ଆଜି ପୁଣି ଥରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨୭ଜିଲ୍ଲାରୁ ୧୭୮୫ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା: ଥାନାର ଦ୍ୱାରସ୍ଥ ହେଲେ ସୁରଜ ପଞ୍ଚୋଲି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଘେରକୁ ଆସିଛନ୍ତି ସୁରଜ ପଞ୍ଚୋଲି। ଦିଶାଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ନିଜର ପକ୍ଷ ରଖିଥିଲେ ସୁରଜ। ହେଲେ

ବିଏମସିରେ ରାପିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ

ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ମହାମାରୀ କରୋନା ସଂକ୍ରମଣ । ରାଜଧାନୀ ଭୁବନେଶ୍ୱର ମଧ୍ୟ ଏଥିରୁ ବାଦ ପଡିନାହିଁ । ତେବେ ଟେଷ୍ଟିଂ କ୍ଷମତାକୁ ବଢାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହୋଇଛି

ଆଜି ଭୁବନେଶ୍ୱରରୁ ୧୦୯ କରୋନା ପଜିଟିଭ ଚିହ୍ନଟ

ଆଜି ଭୁବନେଶ୍ୱରରୁ ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୬୦ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ବିଜେପିର ମିଶ୍ରଣ ପର୍ବ: ବିଜେପିରେ ସାମିଲ ହେଲେ ଭୁବନେଶ୍ୱରର ୨୦ରୁ ଉର୍ଦ୍ଧ୍ୱ ଯୁବ ସମାଜସେବୀ ଓ ଯୁବନେତା

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ୨୦ରୁ ଉର୍ଦ୍ଧ୍ୱ ଭୁବନେଶ୍ୱରର ଯୁବ ସମାଜସେବୀ ଓ ଯୁବନେତା ବିଜେପିରେ ସାମିଲ

ଆରପାରିରେ ପ୍ରସିଦ୍ଧ କବି ରାହତ ଇନ୍ଦୋରୀ

ଆଉ ନାହାଁନ୍ତି ପ୍ରସିଦ୍ଧ କବି ରାହତ ଇନ୍ଦୋରୀ । କରୋନା ପଜିଟିଭ୍ ଚିହ୍ନଟ ପରେ ନିଧନ । ନିଜ ଫେସବୁକ ଆକାଉଣ୍ଟରେ କରୋନା ପଜିଟିଭ୍ ଥିବା ସୂଚନା ଦେଇଥିଲେ ସେ । ସେ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଧୁମେହ

ଆଜି କଟକରୁ ୭୩ କରୋନା ପଜିଟିଭ୍‌ ଚିହ୍ନଟ

ମାଲଗୋଦାମ ଅଂଚଳର ବେହରା ସାହି ପରେ ଜଲୁଆ ସାହି କଣ୍ଟେନମେଣ୍ଟ ଜୋନ୍‌ ଚିନ୍ତା ବଢ଼ାଇଛି। ଏଠାରୁ ଆଜି ପୁଣି ୪୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୩ ଜଣ ପୁରୁଷ ହୋଇଥବା ବେଳେ ୨୦ ଜଣ ମହିଳା। ଏଥି

୧୦ଟି ରାଜ୍ୟର ମୁଖ୍ୟମାନଙ୍କ ସହ କଥା ହେଲେ ମୋଦୀ

ଦେଶରେ ବ୍ୟାପୀ ଚାଲିଛି କରୋନା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦେଶର ୧୦ଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଅନ୍ଧ୍ରପ୍ରଦେଶ, ପଂଜାବ ଓ କର୍ଣ୍ଣାଟକ । ଏହି ୧୦ଟି ରାଜ୍ୟ କରୋନାକୁ ମାତ୍

କଂଗ୍ରେସ କକପିଟକୁ ପାଇଲଟଙ୍କ ପ୍ରତ୍ୟାବର୍ତ୍ତନ

ରାଜସ୍ଥାନ ରାଜନୀତିରେ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଜାରି ରହିଥିବା ହାଇଭୋଲଟେଜ ଡ୍ରାମାରେ ପୂର୍ଣ୍ଣଛେଦ ପକାଇ କଂଗ୍ରେସର କକପିଟକୁ ଫେରୁଛନ୍ତି ସଚିନ ପାଇଲଟ । ନିଜର ବିଦ୍ରୋହୀ ଆଭିମୁଖ୍ୟ ପରିତ୍ୟାଗ କରି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଛନ୍ତି ପାଇଲଟ

ସୁଶାନ୍ତ ସିଂ ମାମଲା; ପୁଣିଥରେ ଇଡି ଅଫିସରେ ହାଜର ହେଲେ ସିଦ୍ଧାର୍ଥ ପିଠାନି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନି ମଙ୍ଗଳବାର ପୁଣି ଥରେ ଏନଫୋର୍ସମେଣ୍ଟ ଡାଇରୋକରେଟ (ଇଡି) ରେ ହାଜର ହୋଇ ମନି ଲଣ୍ଡରିଂ ଘଟଣାରେ ତାଙ୍କ ବୟାନ ଦେଇଛନ୍ତି । ବୟାନ ଅନୁଯାୟୀ ଆଇଟି ପ୍ରଫେସନାଲ ସିଦ୍ଧାର୍ଥ ୧୪ ଜୁନ୍