Date: August 12, 2020

Total 38 Posts

ବାହୁବଳୀ ନିର୍ଦ୍ଦେଶକ ଓ ପରିବାରଙ୍କ କରୋନା ରିପୋର୍ଟ ନେଗେଟିଭ

ସାରା ଦେଶରେ କରୋନା ଭାଇରସ ଅତି ଦ୍ରୁତ ଗତିରେ ବ୍ୟାପୁଛି । ଏଭଳି ପରିସ୍ଥିତିରେ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏହାର ଶିକାର ହେଉଛି । ନିକଟରେ ଖବର ଆସିଥିଲା ​​ଯେ, ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାହୁବଲୀ’ ଏବଂ ‘ବାହୁବଲୀ-୨’ର ନିର୍ଦ୍ଦେଶକ ଏସ୍

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୬୭୩ ଜଣ କରୋନା ଆକ୍ରାନ୍ତ

ରାଜ୍ୟ ୨୯ଟି ଜିଲ୍ଲାରୁ ଆଜି ୧୬୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩୬

ଆଜି କଟକରେ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ମାଲଗୋଦାମ ନିକଟ ଜାଲୁଆ ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ଆଜି ପୁଣି ୨୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୫ ଜଣ ମହିଳା ହୋଇଥିବା ବେଳେ ୯ ଜଣ ପୁରୁଷ। ଏଥି ସହିତ କଟକ ସହରର ବିଭିନ୍ନ ଅଂଚଳରେୁ ଆଜି

ଆଜି ରାଜଧାନୀରୁ ୧୮୭ କରୋନା ପଜିଟିଭ ଚିହ୍ନଟ

ରାଜଧାନୀରୁ ଆଜି ୧୮୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୧୮୭ଜଣଙ୍କ ମଧ୍ୟରୁ ୧୦୪ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୮୩ଟି ସ୍ଥାନୀୟ ସଂକ୍ରମଣ ରହିଛି। ନୂଆ ଆକ୍ରାନ୍ତଙ୍କୁ

ରାଜ୍ୟ କ୍ୟାବିନେଟ ବୈଠକ: ୨୦ଟି ପ୍ରସ୍ତାବ ଉପରେ ମୋହର

କରୋନା ସମୟରେ ରାଜ୍ୟ କ୍ୟାବିନେଟ ବୈଠକରେ ୨୦ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ୨୦୦୭-୨୦୧୭ ଶିଳ୍ପନୀତିରେ ସଂଶୋଧନ ହୋଇଛି । ଆଇପିଆର୍ ଇନସେଟିଭ୍ ଆମେଣ୍ଡମେଣ୍ଟକୁ ସଂଶୋଧନ କରି ଏଥର ଶିଳ୍ପସଂସ୍ଥାକୁ ସରକାର ଦେଇ ପାରିବେ ଭାଟ୍ । ଏଥିରେ ୩୦୦

ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ

କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ କରିଛି କମିଶନରେଟ ପୋଲିସ। ଦୁଇ ଅପରାଧୀଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ୨ ଅପରାଧୀ ହେଉଛନ୍ତି ଡାନି ଓ ରନିଆ । ଦାଦାବଟି ମାଗିବା

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ଲାଗି ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ପାଇଁ ଗୁରୁବାର ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହୋଇଛି। ଚଳିତ ମାସ ୨୩ ତାରିଖରେ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା,

ମାହାଙ୍ଗାରେ ବୃହତ୍ ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ରାଜ୍ୟର ଗ୍ରାମାଚଂଳରେ ବସବାସ କରୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଏହି କ୍ରମରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ୨୦୭କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ବୃହତ୍ ପାନୀୟଜଳ

ଭାରତୀୟ ସେନାର ଗୁଳିରେ ହିଜବୁଲ କମାଣ୍ଡର ନିହତ

ଭାରତୀୟ ସେନାକୁ ବଡ ସଫଳତା । କାମରାଜୀପୋରାରେ ଭାରତୀୟ ଯବାନଙ୍କ ଗୁଳିରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ କମାଣ୍ଡରର ମୃତ୍ୟୁ ହୋଇଥିବା ସୂଚନା । କାମଜିପୋରାର ସେଓ ବଗିଚାରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ କୌଣସି ସୂତ୍ରରୁ ଖବର

ସ୍ୱାଧୀନତା ଦିବସ ପାଇଁ ସାମାନ୍ୟ କୋହଳ ହେଲା ୪ ଜିଲ୍ଲା ଓ ରାଉରକେଲା ସହରରେ ସଟ୍‌ଡାଉନ୍‌

ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ତାରିଖ ଦିନ ଗଂଜାମ, ଗଜପତି, କଟକ, ଖୋର୍ଦ୍ଧା ଓ ରାଉରକେଲା ସହରରେ ସଟ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ ରହିବ। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ଅଗଷ୍ଟ

ସଚ୍ଚୋଟ କରଦାତାଙ୍କୁ ସମ୍ମାନିତ କରିବେ ସରକାର, ଆସନ୍ତାକାଲି ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସ୍ୱଚ୍ଛତାର ସହ ଆୟକର ଦାଖଲ କରୁଥିବା ନାଗରିକଙ୍କ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିବେ । ‘ ସଚ୍ଚୋଟତାର ସମ୍ମାନ ’ ନାମକ ଏହି କାର୍ଯ୍ୟକ୍ରମ ଆସନ୍ତାକାଲି( ଗୁରୁବାର) ଶୁଭାରମ୍ଭ ହେବ । ଭିଡିଓ