Date: September 2, 2020

Total 11 Posts

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୩୦୩ ଜଣ କରୋନା ଆକ୍ରାନ୍ତ

ମହାମାରୀ କରୋନାରୁ ସୁସ୍ଥ ହେଲେ ୩୩୦୩ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୦୭୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 3303 #COVID19 patients have recovered

ପବଜି ସମେତ ୧୧୮ ମୋବାଇଲ ଆପ୍‌ ବ୍ୟାନ କଲେ ସରକାର

ଭାରତ-ଚୀନ ମଧ୍ୟରେ ଦୀର୍ଘ ଦିନରୁ ଜାରି ସୀମା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୋଦି ସରକାର ପବଜି ସମେତ ୧୧୮ଟି ମୋବାଇଲ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି  ।   ସୂଚନା ପ୍ରଯୁକ୍ତିବିଦ୍ୟା

ଆଜି କଟକରୁ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ୧୬ ଜଣ କୋଭିଡ ଯୋଦ୍ଧାଙ୍କ ସମେତ କଟକ ସହରରୁ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଆଜି ସରକାରୀ ସଂଗରୋଧରୁ ୬୩ ଜଣ

ଐତିହ୍ୟ କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ

ଆଜି ଐତିହ୍ୟ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବିତ ନିମ୍ନୋକ୍ତ ସାତଗୋଟି ପ୍ରସ୍ତାବକୁ ଅନୁମୋଦନ କରାଗଲା । ତେବେ ସେଗୁଡିକ ହେଲା :  ଓଡ଼ିଶା, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏକ ସଂସ୍କୃତି ସମ୍ପନ୍ନ ପରିଚିତ ରାଜନୀତିକ ଆୟତନ । ଭାରତ ସରକାର ୧୯୬୪ ମସିହାରେ

ଆଜି ଭୁବନେଶ୍ୱରରୁ ୫୪୧ କରୋନା ପଜିଟିଭ୍‌ ଚିହ୍ନଟ

ଏକ ଘରୋଇ ହସ୍‌ପିଟାଲରୁ ୨୩ ଜଣ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ମୋଟ୍‌ ୫୪୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୨୨୦ ଜଣ ଓ ସ୍ଥାନୀୟ ଅଂଚଳରୁ ୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ। ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ  କ୍ୟାବିନେଟ, କୃଷି କ୍ୟାବିନେଟ, ଐତିହ୍ୟ କ୍ୟାବିନେଟ ବୈଠକ ବସିବ।ଏହି କ୍ୟାବିନେଟ୍‌ ବୈଠକରେ ଉଚ୍ଚଶିକ୍ଷା ବିଭାଗର ଗୋଟିଏ

ଆଜି ରାଜ୍ୟରୁ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ବୁଧବାର ଆଉ ୧୧ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଫଳରେ ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Regret to

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ପଜିଟିଭ

କରୋନା ଆକ୍ରାନ୍ତ ହୋଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ଡା. ପ୍ରମୋଦ ସାୱନ୍ତ। ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ, “ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୁଁ ହୋମ ଆଇସିଲେଶନରେ ଅଛି।

ଆଜି ରାଜ୍ୟରେ ୩୨୧୯ ନୂଆ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ୩୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୭୮୦ରେ ପହଞ୍ଚିଯାଇଛି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩୧ ଜଣ

କରୋନାରେ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ତେବେ ନିତିଦିନିଆ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ

ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ଶରୀର ଅସୁସ୍ଥ ରହିଲେ କାହାକୁ ବି କାମ କରିବାକୁ ମନ ହୁଏ ନାହିଁ। ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଅଭ୍ୟାସ ଯୋଗୁଁ ବିଭିନ୍ନ ପ୍ରକାର ରୋଗର

ଦେଖିବାକୁ ଯେତିକି ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର, ଅନେକ ରୋଗ ଦୂର କରିବାରେ ସହାୟକ ଜାମୁକୋଳି

ଜାମୁକୋଳି ଏମିତି ଏକଫଳ ଯାହା ନା କେବଳ ଦେଖିବାକୁ ସୁନ୍ଦର କିନ୍ତୁ ଖାଇବାରେ ମଧ୍ୟ ସ୍ୱାଦିଷ୍ଟ| ଜାମୁକୋଳି ସାଧାରଣତଃ ଗ୍ରୀଷ୍ମ ଋତୁରେ ମିଳିଥାଏ | ଜାମୁକୋଳି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକାରକ| ଏଥିରେ ପ୍ରାକୃତିକ ଏଣ୍ଟି ଆକ୍ସିଡେଣ୍ଟ ରହିଛି ଯାହା ଶରୀରର