Date: September 4, 2020

Total 11 Posts

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୯୮୦ଜଣ କରୋନା ଆକ୍ରାନ୍ତ

 ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୯୮୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର

ଆଜି ଭୁବନେଶ୍ୱରରୁ ୫୫୦ କରୋନା ପଜିଟିଭ୍‌ ଚିହ୍ନଟ

ଆଜି ଭୁବନେଶ୍ୱରରୁ ୫୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। Update on newly detected &

ବିଧାୟକ ପ୍ରକାଶ ସୋରେନ ଗିରଫ

ଜଣେ ଯନ୍ତ୍ରୀଙ୍କୁ ବାଡେ଼ଇବା ଘଟଣାରେ ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନଙ୍କୁ ପୁଲିସ ଗିରଫ କରିଛି । ଅପରପକ୍ଷରେ ବିଧାୟକଙ୍କୁ ଗିରଫ କରିବା ପ୍ରତିବାଦରେ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାରିପଦା ସହରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି

ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କରୋନା ସଂକ୍ରମିତ

ବିଜେଡିର ବରିଷ୍ଠ ନେତା ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କରୋନା ସଂକ୍ରମିତ ହୋଇଛନ୍ତି। ସେ ଏନେଇ ଆଜି ନିଜ ଫେସବୁକ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀ ମୁଦୁଲି ଏବେ ସୁସ୍ଥ ଅଛନ୍ତି ଓ ନିଜକୁ ଘରେ ସଙ୍ଗରୋଧରେ ରଖିଛନ୍ତି।

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ କରୋନା

ଓଡ଼ିଶାର ପୁଣି ଜଣେ ସାଂସଦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଏନେଇ ସୂଚନା ଦେଇଛନ୍ତି ନବରଙ୍ଗପୁରର ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀ । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଂଗରୋଧରେ

ନଭେମ୍ୱର ୨୯ସୁଦ୍ଧା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ

ନଭେମ୍ବର ୨୯ ତାରିଖ ସୁଦ୍ଧା ଓଡ଼ିଶାର ଦୁଇ ବିଧାନସଭା ଆସନରେ ହେବ ଉପ- ନିର୍ବାଚନ। ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ଆସନ ଏବେ ଖାଲିପଡ଼ିଥିବାବେଳେ ଏହି ଦୁଇ ଆସନରେ ଉପ-ନିର୍ବାଚନ ହେବ। ବିହାର ନିର୍ବାଚନ ଓ ଦେଶରେ

ଆଜି ରାଜ୍ୟରୁ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଆଖି ବୁଜିଲେ ଆଉ ୯ କରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୧ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Regret to inform the

ଆଜି ରାଜ୍ୟରେ ୩୨୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ ୩୨୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮କୁ

୯ ରୁ ଭୁବନେଶ୍ୱର-ସୁରାଟ ବିମାନ ସେବା ଆରମ୍ଭ

ଅନଲକ୍-୪ ପରେ ବିମାନ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଯେଉଁମାନେ କରୋନା ମହାମାରୀ ମଧ୍ୟରେ ଗୁଜୁରାଟ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ସେମାନେ ବିମାନରେ ଯାଇପାରିବେ। କାରଣ ଭୁବନେଶ୍ୱର-ସୁରାଟ ପ୍ରତ୍ୟକ୍ଷ ବିମାନ ସେବା ଆଗାମୀ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ

ଆପଣଙ୍କର ଷ୍ଟ୍ରବେରୀ ଗୋଡର ସମସ୍ଯା ରହିଛି କି? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଉପଚାର

ଯଦି ଆପଣ ନିଜ ଗୋଡରେ ଗାଢ ଛୋଟ ଦାଗ ଏବଂ ସେଥିରେ ଥିବା ଖାଲଗୁଡ଼ିକ କଳା ବିନ୍ଦୁ ପରି ଥିବା ଦେଖିଛନ୍ତି ତେବେ ତୁମର ଷ୍ଟ୍ରବେରୀ ଗୋଡ କିମ୍ବା କମେଡୋନ୍ ଥାଇପାରେ | ଆଜ୍ଞା ହଁ, ଏହା ଏକ ସାଧାରଣ ଚର୍ମର

କୋଲ୍ଡ କଫି

ଆବଶ୍ୟକୀୟ ସାମଗ୍ରୀ: କ୍ଷୀର, କଫି ପାଉଡ, ଫ୍ରେସ କ୍ରିମ, ଚିନି, ଚକୋଲେଟ, ଆଇସ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀର, କଫି ପାଉଡର, କ୍ରିମ, ଚିନି ଏବଂ ଆଇସକୁ ଭଲଭାବେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ, ତାପରେ ଏକ ଗ୍ଲାସ ଆଣି ସେଥିରେ ଚକୋଲେଟକୁ ଚାରିପଟେ