Date: September 7, 2020

Total 8 Posts

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୦୩୪ଜଣ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୯ ହଜାର ୩୯୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 3034

ଆଜି ଭୁବନେଶ୍ୱରରୁ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ମୋଟ୍‌ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ୧୫୯ଟି କ୍ୱାରାଣ୍ଟାଇନ ମାମଲା ଥିବାବେଳେ ୨୩୫ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି ୧୫୯ଟି କ୍ୱାରାଣ୍ଟାଇନ ମାମଲା ମଧ୍ୟରୁ

ଘୁଞ୍ଚିଲା ଜେଇଇ ପରୀକ୍ଷା

କରୋନା ମହାମାରୀକୁ ଦୃଷ୍ଟି ରଖି ଚଳିତ ବର୍ଷ ଓଜେଇଇ ପ୍ରବେଶିକା ପରୀକ୍ଷା ଘୁଞ୍ଚିଲା । ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ରାଜ୍ୟର ୨୧ଟି ତଥା ରାଜ୍ୟ ବାହାରେ

ସକାଳ ୧୦ରୁ ରାତି ୧୦ ଯାଏଁ ଖୋଲିବ ମଦ ଦୋକାନ

ବଢ଼ିଲା ମଦ ଦୋକାନ ଖୋଲିବା ସମୟ ସୀମା । ଏଣିକି ସକାଳ ସାଢେ ୧୦ରୁ ରାତି ସାଢେ ୧୦ଟା ଯାଏଁ ଖୋଲିବ ମଦ ଦୋକାନ । ଦେଶରେ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଶେଷ ହୋଇଛି । ଏବେ ଅନଲକ୍

ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରୋନା

ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସୂଚନା ସେ ନିଜେ ଟୁଇଟ୍ କରି ଦେଇଛନ୍ତି। ଏଥିସହ ସେ ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇନେବା

ରାଜ୍ୟରେ ପୁଣି ୧୦ ଜୀବନ ନେଲା କରୋନା

ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୬ ରେ ପହଞ୍ଚି ଯାଇଛି। Regret to inform the

ବର୍ଷା-ଅନୁଭବ ବିବାଦ: ଅକ୍ଟୋବର ୧୨ରେ ପରବର୍ତ୍ତୀ ଶୁଣାଣି

ଆସନ୍ତା ଅକ୍ଟୋବର ୧୨କୁ ଘୁଂଚିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି । ସେପଟେ ବର୍ଷାଙ୍କ ଘରକୁ ଯାଇ ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି । ହେଲେ ବୟାନ ରେକର୍ଡର ରିପୋର୍ଟ ଦାଖଲ ହୋଇନଥିବାରୁ ଶୁଣାଣି

ଆଜି ରାଜ୍ୟରେ ୩୮୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ ୩୮୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୮୯୨କୁ