Date: September 8, 2020

Total 6 Posts

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୭୮୭ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି। କରୋନା ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଆକ୍ରାନ୍ତମାନେ ସୁସ୍ଥ ହୋଇ ଘରକୁ ଯାଉଛନ୍ତି। ଆଜି ୩୦ଟି ଜିଲ୍ଲାରୁ ଆଜି ୨୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ

ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ

ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଡିଲିଂ କେସରେ ଗିରଫ ହୋଇଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଏନଡିପିସି ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି ।   ସୁଶାନ୍ତଙ୍କ

ଲକ୍ଷେ ଟପିଲା ଓଡିଶାରେ କରୋନା ସୁସ୍ଥ ସଂଖ୍ୟା; କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଓଡିଶାରେ ଲକ୍ଷେ ଟପିଲା କରୋନା ସୁସ୍ଥ ସଂଖ୍ୟା । ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଯୁଦ୍ଧର ଏହା ବଡ଼ ସଫଳତା । ସେପଟେ ରାଜ୍ୟର ଏହି କରୋନାର ଖୁସି ଖବରକୁ ଟୁଇଟ ଯୋଗେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆରପାରିରେ ପ୍ରଖ୍ୟାତ ତେଲୁଗୁ କମେଡିଆନ ଜୟପ୍ରକାଶ ରେଡ୍ଡୀ

ଆରପାରିରେ ତେଲୁଗୁ ହାସ୍ୟ ଅଭିନେତା ଜୟ ପ୍ରକାଶ ରେଡ୍ଡୀ । ଆଜି ଆନ୍ଧ୍ରପ୍ରଦେଶ ଗୁଣ୍ଟୁରସ୍ଥିତ ତାଙ୍କ ବାସଭବନରେ ହୃତଘାତରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଅଭିନେତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ଟିଡିପି ମୁଖ୍ୟ

ରାଜ୍ୟରେ ପୁଣି ୧୩ ଜୀବନ ନେଲା କରୋନା

ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୩୪୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି

ଆଜି ରାଜ୍ୟରେ ୩୪୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦୯୪ କ୍ୱାରେଣ୍ଟିନ୍ ଏବଂ ୧୩୯୬ ଲୋକାଲ୍ କେସ୍ ବାହାରିଛି। ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ