Date: September 9, 2020

Total 9 Posts

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୧୧୦ଜଣ କରୋନା ଆକ୍ରାନ୍ତ

ଖୋର୍ଦ୍ଧା ଜିଲ୍ଲାରୁ ୧୦୨୩ ଜଣଙ୍କ ସମେତ ରାଜ୍ୟରେ ଆଜି ୩ ହଜାର ୧୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫ ହଜାର ୨୯୫ରେ ପହଂଚିଛି ।

ଆରପାରିରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ନାୟକ

ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀଆନ ବ୍ୟକ୍ତିତ୍ୱ ସାରଦା ପ୍ରସନ୍ନ ନାୟକଙ୍କର ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପରଲୋକ ହୋଇଯାଇଛି। ଗତ ସୋମବାରଠାରୁ ଅସୁସ୍ଥ ହୋଇ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସଂଧ୍ୟାରେ ୯୩ ବର୍ଷ ବୟସରେ ତାଙ୍କର

ଆଜି ରାଜଧାନୀରୁ ଆଉ ୪୨୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରୁ ଆଜି ୪୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୯୧ ଜଣ ସଂଗରୋଧ ଓ ବାକି ୨୩୬ ଜଣ ସ୍ଥାନୀୟ ଅଂଚଳରୁ ବୋଲି ଜଣାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି

କଟକ-ଭୁବନେଶ୍ୱରରେ ଅଧିକ ଆମ୍ବୁଲାନସ୍‌ ମୁତୟନ, ଅଧିକ ଆଇସିୟୁ ବେଡ଼ ସହିତ ନିୟମର କଡାକଡି ଅନୁପାଳନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ

କଙ୍ଗନାଙ୍କୁ ଆଶ୍ଵସ୍ତି, ବିଏମସି ଉଚ୍ଛେଦ ପ୍ରକ୍ରିୟାରେ ରୋକ ଲଗାଇଲେ ହାଇକୋର୍ଟ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଫିସ୍ ଭାଙ୍ଗିବା ଉପରେ ଲାଗିଲା ରୋକ । ବମ୍ବେ ହାଇକୋର୍ଟ ଏହାଉପରେ ରହିତାଦେଶ ଲଗାଇଛନ୍ତି । ଏଥିସହ ଏନେଇ ‘ବୃହନ୍‌ମୁମ୍ବାଇ ମହାନଗର ନିଗମ’ (ବିଏମସି)କୁ ଜବାବ ତଲବ ମଧ୍ୟ କରିଛନ୍ତି । ଆଜି ପୂର୍ବାହ୍ନରେ ‘ବି‌ଏମ୍‌ସି’

ବିଏମସି ଭାଙ୍ଗିଲା ମଣିକର୍ଣ୍ଣିକା ଅଫିସ୍, ହାଇକୋର୍ଟ ଗଲେ କଙ୍ଗନା

ମାଟିରେ ମିଶିଲା କଙ୍ଗନା ରଣାୱତଙ୍କ ୧୫ ବର୍ଷ ପରିଶ୍ରମରେ ନିର୍ମାଣ ହୋଇଥିବା ମଣିକର୍ଣ୍ଣିକା ଅଫିସ୍ । ବୁଧବାର ବିଏମସି ଦ୍ବାରା ଅଫିସ ଭଙ୍ଗାଯିବା କାର୍ଯ୍ୟ ଚାଲିଛି । ଆଜି ମନାଲିରୁ ମୁମ୍ବାଇ ଫେରୁଛନ୍ତି କଙ୍ଗନା । ତାଙ୍କ ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା

ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ପତ୍ନୀଙ୍କୁ କରୋନା

କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ‌ହୋଇଥିବା ଜଣା ପଡ଼ିଛି। ଏ ନେଇ ବିଧାୟକ ସଦାଶିବ ପ୍ରଧାନୀ ନିଜ ଫେସବୁକ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ନିଜ ପୋଷ୍ଟରେ,

ଆଜି କରୋନାରେ ୧୧ ଜଣଙ୍କ ମୃତ୍ୟୁ

ରାଜ୍ୟରେ ଆଜି ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର

ଆଜି ରାଜ୍ୟରେ ୩୭୪୮ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ ପୁଣି ନୂଆ ୩୭୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୦ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩୫