ଆଜି ରାଜ୍ୟରେ ସୁସ୍ଥ ହେଲେ ୨୭୧୬ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୭୧୬ କରୋନା ଆକ୍ରାନ୍ତ

ରାଜ୍ୟରେ ଆଉ ୨୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୯୧୩ ରେ ପହଁଚିଛି ।

Another 2716 Covid patients have recovered and are being discharged on 21.10.2020

586 from Khordha
206 from Sundargarh
201 from Anugul
156 from Mayurbhanj
119 from Cuttack
106 from Nuapada
105 from Bolangir
100 from Bargarh
98 from Sambalpur
94 from Jajapur
71 from Kendrapara

— H & FW Dept Odisha (@HFWOdisha) October 21, 2020

ଖୋର୍ଦ୍ଧାରୁ ସର୍ବାଧିକ ୫୮୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୨୦୬, ଅନୁଗୋଳରୁ ୨୦୧, ମୟୂରଭଞ୍ଜରୁ ୧୫୬, କଟକରୁ ୧୧୯, ନୂଆପଡାରୁ ୧୦୬, ବଲାଙ୍ଗୀରରୁ ୧୦୫, ବରଗଡରୁ ୧୦୦, ସମ୍ବଲପୁରରୁ ୯୮, ଯାଜପୁରରୁ ୯୪, କେନ୍ଦ୍ରାପଡାରୁ ୭୧, ଝାରୁସୁଗୁଡାରୁ ୭୦, ଢେଙ୍କାନାଳରୁ ୬୬, କଳାହାଣ୍ଡିରୁ ୬୧, ଭଦ୍ରକରୁ ୫୮, ଜଗତସିଂହପୁରରୁ ୫୬, ବାଲେଶ୍ୱରରୁ ୪୮, ନବରଙ୍ଗପୁରରୁ ୪୮, ମାଲକାନଗିରିରୁ ୪୫, ସୋନପୁରରୁ ୪୫, କେନ୍ଦୁଝରରୁ ୩୯, କନ୍ଧମାଳରୁ ୩୮, ଗଞ୍ଜାମରୁ ୩୪ଜଣ ସୁସ୍ଥ ହୋଇଛନ୍ତି ।  ସେହିପରି ନୟାଗଡରୁ ୩୦, କୋରାପୁଟରୁ ୨୯, ରାୟଗଡାରୁ ୨୭, ଦେବଗଡରୁ ୧୬, ଗଜପତିରୁ ୮ ବୌଦ୍ଧରୁ ୫ଜଣ ଆରୋଗ୍ୟ ଲାଭ କରିଛନ୍ତି ।