ଆଜି ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ଆଜି  ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ରାଜ୍ୟରେ ଆଉ ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଆଜି ସ୍ୱାସ୍ଥ ବିଭାଗ ପକ୍ଷରୁ ଟୁଇଟ୍ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନା ସୁସ୍ଥ ସଂଖ୍ୟା ୨୪୯୫୭୫ରେ ପହଞ୍ଚିଛି।

Another 2738 Covid patients have recovered and are being discharged on 19.10.2020

399 from Khordha
189 from Cuttack
174 from Anugul
154 from Sundargarh
114 from Baleswar
110 from Mayurbhanj
109 from Puri
107 from Sambalpur
101 from Kalahandi
100 from Bargarh
95 from Jajapur

— H & FW Dept Odisha (@HFWOdisha) October 19, 2020

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୮୯, ଅନୁଗୁଳରୁ ୧୭୪, ସୁନ୍ଦରଗଡ଼ରୁ ୧୫୪, ବାଲେଶ୍ୱରରୁ ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀରୁ ୧୦୯, ସମ୍ବଲପୁରରୁ ୧୦୭, କଳାହାଣ୍ଡିରୁ ୧୦୧, ବରଗଡ଼ରୁ ୧୦୦ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୯୫, କେନ୍ଦ୍ରାପଡ଼ାରୁ ୯୫, ଜଗତସିଂହପୁରରୁ ୮୯, ଝାରସୁଗୁଡ଼ାରୁ ୮୮, ବଲାଙ୍ଗିରରୁ ୮୬, କୋରାପୁଟରୁ ୮୫, ମାଲକାନଗିରିରୁ ୬୯, କେନ୍ଦୁଝରରୁ ୬୫, ନବରଙ୍ଗପୁରରୁ ୬୩, ସୋନପୁରରୁ ୬୩, ଭଦ୍ରକରୁ ୫୯, ନୂଆପଡ଼ାରୁ ୪୬, କନ୍ଧମାଳରୁ ୪୩, ଢେଙ୍କାନାଳରୁ ୪୦, ନୟାଗଡ଼ରୁ ୪୦, ବୌଦ୍ଧରୁ ୨୪, ରାୟଗଡ଼ାରୁ ୨୦, ଗଞ୍ଜାମରୁ ୧୮, ଦେବଗଡ଼ରୁ ୧୭, ଗଜପତିରୁ ୬ ଓ ଷ୍ଟେଟ୍‌ ପୁଲ୍‌ରୁ ୭୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।