Sasi

4943 Posts

ଉତ୍ତରପ୍ରଦେଶ: ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ସ୍କେଚ୍ ଜାରି କଲା ପୁଲିସ

ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଗତ ଗୁରୁବାର ହୋଇଥିବା ଏକ ଜଘନ୍ୟ କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ଛ’ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ କରାଯିବା ପରେ ବର୍ବରତାର ସହ ଦୁଷ୍କର୍ମ କରାଯାଇଛି। ଏଭଳି ଏକ ଜଘନ୍ୟ ଅପରାଧ ଘଟିବାର ୪ ଦିନ ବିତିଯାଇଥିଲେ

ନୀଳ ରକ୍ତରୁ ତିଆରି ହେବ କରୋନା ଟିକା‌!

କରୋନାରୁ ରକ୍ଷା ପାଇବା ପାଇଁ ଟିକା ତିଆରି କରିବାକୁ ଭାରତ ସମେତ ସମସ୍ତ ପ୍ରମୁଖ ଦେଶର ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି। ଏହାରି ମଧ୍ୟରେ ଶୁଣିବାକୁ ମିଳିଛି ଯେ ହର୍ସଶୁ କ୍ରାବ୍‌ର ରକ୍ତରୁ ମଧ୍ୟ କରୋନାରୁ ରକ୍ଷା ପାଇବା ପାଇଁ ଟିକା ପ୍ରସ୍ତୁତ

ବାହା ହେଲେ ଟେଲି ଅଭିନେତ୍ରୀ ପ୍ରାଚୀ

ଟେଲି ସିରିଏଲ୍‌ ‘ ଦିୟା ଔର୍‌ ବାତି ହମ୍‌’ର ଲୋକପ୍ରିୟ ଅଭିନେତ୍ରୀ ପ୍ରାଚୀ ତେହଲାନ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଗଷ୍ଟ ୭ ତାରିଖରେ ସେ ବନ୍ଧୁ ରୋହିତ ସରୋହାଙ୍କୁ ବିବାହ କରିଛନ୍ତି। ବିବାହ ପରେ ପ୍ରାଚୀ ସୋଶାଲ ମିଡିଆରେ ଫଟୋ

ପାଗଳ ଦେହରେ ପିପିଇ କିଟ

ପାଗଳ ଦେହରେ ପିପିଇ କିଟ ! ଏଭଳି ଏକ ଦୃଶ୍ୟ କନ୍ଧମାଳ ଜିଲ୍ଲାର ରାଇକିଆ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭୀତ ରହିଛନ୍ତି ।କିଛି ଦିନ ଧରି  ଅଜଣା ମାନସିକ ବିକାରଗସ୍ତ ବ୍ୟକ୍ତିଜଣକ ପିପିଇ କିଟ

ମୋଦି ସରକାରଙ୍କୁ ମନମୋହନ ସିଂହଙ୍କ ‘୩ଟି ଟିପ୍ସ’

କରୋନା ଭୂତାଣୁ ମହାମାରୀ ସାରା ବିଶ୍ୱକୁ ହନ୍ତସନ୍ତ କରି ରଖିଛି। କରୋନା ଦାଉରୁ ଭାରତ ବି ବାଦ୍ ଯାଇନାହିଁ। ଦିନକୁ ଦିନ ଦ୍ରୁତ ଗତିରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅର୍ଥନୀତିକୁ ମଧ୍ୟ ଗଭୀର ପ୍ରଭାବିତ କରିଛି। ମହାମାରୀ

ଚିଙ୍ଗାରି ଆପ୍‌କୁ ମିଳିଲା ୯.୭୫ କୋଟି ନିବେଶ

ଦେଶରେ ଟିକ୍‌ଟକ୍‌କୁ ସରକାର ନିଷିଦ୍ଧ କରିବା ପରେ ଘରୋଇ ଆପ୍ ଚିଙ୍ଗାରିର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଭାରତରେ ପ୍ରସ୍ତୁତ ଏହି ସର୍ଟ ଭିଡିଓ ସେୟାର ଆପ୍‌ କିଛିଦିନ ପୂର୍ବରୁ ଆତ୍ମନିର୍ଭର ଆପ୍ ଇନୋଭେସନ ଚ୍ୟାଲେଞ୍ଜରେ ଜିତିଥିଲା। ଏହି ପ୍ରତିଯୋଗିତାରେ ଜିତିବା ପରେ

ଚାନ୍ଦବାଲିରୁ ଧରାଗଲା ବିରଳ ସ୍ୱର୍ଣ୍ଣ କଇଁଛ

ଭଦ୍ରକ ଜିଲ୍ଲାର ଚାନ୍ଦବାଲିରୁ ଧରାଗଲା ବିରଳ ସ୍ୱର୍ଣ୍ଣ କଇଁଛ । ଜଣେ ଚାଷୀ ନିଜ ବିଲରେ ହଳ କରୁଥିବା ବେଳେ ଏହି ବିରାଟ କଇଁଛକୁ ଦେଖି ପ୍ରଥମେ ଡ଼ରିଯାଇଥିବା ବେଳେ ପରେ ତାଙ୍କୁ ଧରି ନିଜ ଘରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି

ଆଜି ପୁଣି ଥରେ ଇଡିରେ ହାଜର ହେବେ ରିୟା ଚକ୍ରବର୍ତ୍ତୀ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ସନ୍ଦେହ ଘେରରେ ଥିବା ଲୋକଙ୍କୁ  ପଚରାଉଚରା କରାଯାଉଛି। ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଟଙ୍କା ହେରଫେର କରିଥିବା ନେଇ ସୁଶାନ୍ତଙ୍କ ବାପା ଅଭିଯୋଗ

ପ୍ଲାଜ୍‌ମା ଦାନ କରିବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଥିବା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ଲାଜ୍‌ମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କରୋନାରେ ଆକ୍ରାନ୍ତ ଆଉ କାହାର ଜୀବନ ବଞ୍ଚାଇ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜୁଲାଇ ୨୫

ରାଜ୍ୟରେ କରୋନାରେ ଗଲା ଆଉ ୧୪ ଜୀବନ

ରାଜ୍ୟରେ ଆଉ ୧୪ଟି ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୬ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଏହି ୧୪ ଜଣଙ୍କ ମଧ୍ୟରୁ ୬ ଜଣ

ରାଜ୍ୟରେ ଚିହ୍ନଟ ହେଲେ ୧୫୨୮ କରୋନା ଆକ୍ରାନ୍ତ

ରାଜ୍ୟରେ  ଆଉ ୧୫୨୮  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୪୮  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୫୮୦ଟି ହେଉଛି ଲୋକାଲ୍ କେସ୍‌।