Gopal

1867 Posts

ଜାଣନ୍ତୁ ଏମିତିକା ଲାଲ ଅଙ୍ଗୁର ବିଷୟରେ ଯାହାର ଛୋଟ ଗୁଚ୍ଛର ମୂଲ୍ୟ ୭.୫ ଲକ୍ଷ ଟଙ୍କା…

ଶିରୋନାମାଟି ପଠନ କରି ଆପଣଙ୍କୁ ନିଶ୍ଚୟ ଅବିଶ୍ୱାସ ଲାଗୁଥାଇପାରେ । କିନ୍ତୁ ଏହା ବାସ୍ତବତା । ସାଧାରଣତଃ ଅଙ୍ଗୁରର ରଙ୍ଗ କଳା, ସବୁଜ ହୋଇଥିବା ସ୍ଥଳେ ଏ ଲାଲ ଅଙ୍ଗୁର ପୁଣି କେଉଁଠି ମିଳୁଛି? ମୂଲ୍ୟ ଜାଣି ବି ଆଶ୍ଚର୍ଯ୍ୟ ହେଉଥିବେ

ଆକର୍ଷଣୀୟ ହେବ ସ୍ୱର୍ଗଦ୍ୱାର ଶ୍ମଶାନ: ପୁରୀ ଜିଲ୍ଲାପାଳ

ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନର ପୁର୍ନରୁଦ୍ଧାର କରାଯାଇ ଏହାକୁ ଆକର୍ଷଣୀୟ କରାଯିବ ବୋଲି ଜିଲ୍ଲାପାଳ ବଳୱନ୍ତ ସିଂ ପ୍ରକାଶ କରିଛନ୍ତି । ସେଠାରେ ଚାଲିଥିବା ପୁର୍ନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରି ଜିଲ୍ଳାପାଳ ଏହା କହିଛନ୍ତି । ସେ କହିଛନ୍ତି ଯେ ଶବ ସତ୍କାର

ନାଲ୍‌କୋ ଘରୋଇକରଣକୁ ବିରୋଧ କରି ଏଏମ୍‌ଏସ୍‌ର ବିକ୍ଷୋଭ ପ୍ରଦର୍ଶନ

ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗରୁ ଘରୋଇକରଣ ବନ୍ଦ କରାଯିବା ଏବଂ ଶ୍ରମ ଆଇନ ସଂଶୋଧନ ବିରୋଧରେ ଗୁରୁବାର ନାଲ୍‌କୋ ଆଲୁମିନିୟମ ମଜଦୂର ସଂଘ (ଏଏମ୍‌ଏସ୍‌) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଘ ପକ୍ଷରୁ ସରକାର ଜାଗୋ କାର୍ଯ୍ୟକ୍ରମ ସହ ଏହି ବିକ୍ଷୋଭ

ମେଡ୍‌ ଇନ୍‌ ଇଣ୍ଡିଆ ସାଇକେଲ ଚଲାଇଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ

ସାଇକ୍ଲିଂ ଡ୍ରାଇଭ୍‌ ଲଞ୍ଚ ବେଳେ ମେଡ୍‌ ଇନ୍‌ ଇଣ୍ଡିଆ ସାଇକେଲ୍‌ ଚଲାଇଛନ୍ତି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏହି ସାଇକେଲଟିକୁ ଲୁଧିଆନାର ହିରୋ କମ୍ପାନୀ ତରଫରୁ ପ୍ରସ୍ତୁତ କରାଯାଇଛି । କୋଭିଡ-19 ବିରୋଧରେ ଲଢ଼େଇ କରିବା ଓ ମୋଟାପଣ କମାଇବା

ଲକଡାଉନର ନକରାତ୍ମକ ପ୍ରଭାବ: ବ୍ରିଟେନରେ ୨୧ହଜାର ମୃତ

ସାରା ବିଶ୍ୱରେ କରୋନା ଭାଇରସ୍‌ର ସଂକ୍ରମଣ ଦ୍ରୁତଗତିରେ ବ୍ୟାପିଚାଲିଛି । ଏହି ମହାମାରୀ ଭାଇରସ୍‌ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ଦେଶର ସରକାର ଲକଡାଉନ ଘୋଷଣା କରିଛନ୍ତି । କରୋନାର ଫଳପ୍ରଦ ଔଷଧ କିମ୍ବା ଟିକା ବାହାରି ନଥିବାରୁ ଲକଡାଉନ

ଥମୁନି ସୀମା ବିବାଦ: ଡ୍ରାଗନ ମୁକାବିଲା ପାଇଁ ଏଲଏସି କୁ ଭାରତ ପଠାଇବ ଅତିରିକ୍ତ ୩୫ ହଜାର ଯବାନ

ଚୀନ୍‌ ସହିତ ସୀମା ବିବାଦ ଥମିବା ବଦଳରେ ଦିନକୁ ଦିନ ଜଟିଳ ହେଉଛି । ଚୀନ୍‌ ତରଫରୁ ଭେଳିକି ଦେଖାଇବା ହେଉଛି ଏହାର ପ୍ରମୁଖ କାରଣ । ଚାଇନା କଥା ଦେଇ ବାରମ୍ବାର ଧୋକା ଦେଇଚାଲିଛନ୍ତି । ଭାରତ ସରକାର ଏହାର

ଟାଇମ୍ସ ସ୍କୋୟାରର ବିଲବୋର୍ଡରେ ଲାଗିବ ପ୍ରଭୁ ଶ୍ରୀରାମଙ୍କର ୩ଡି ଆକୃତିର ଛବି

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଓ ପ୍ରଭୁ ଶ୍ରୀରାମଙ୍କର ୩ଡି ଆକୃତିର ଛବି ଆମେରିକାର ନ୍ୟୁୟର୍କ ସହରରେ ଥିବା ଟାଇମ୍ସ ସ୍କୋୟାରର ବିଲବୋର୍ଡରେ ଲାଗିବ । ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି

ମଙ୍ଗଳ ଗ୍ରହରେ ଜୀବ ସତ୍ତାର ସନ୍ଧାନ ପାଇଁ ନାସା ପଠାଇଲା ପର୍ସେଭେରାନ୍ସ ରୋଭର…

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଆଉ ଏକ ବିରଳ କୃତିତ୍ୱ ହାସଲ କରିବାକୁ ଯାଉଛି । ଜୀବ ସତ୍ତାର ସନ୍ଧାନ ପାଇଁ ମଙ୍ଗଳ ଗ୍ରହକୁ ନାସା ପଠାଇଲା ପର୍ସେଭେରାନ୍ସ ରୋଭର । ପ୍ରଥମ ଥର ପାଇଁ ଏହି ରୋଭର ମଙ୍ଗଳ

ଘରୋଇ କ୍ରିକେଟ ପ୍ରତିଯୋଗିତାରୁ ଅବସର ଘୋଷଣା କଲେ ଦିଲ୍ଲୀ ଅଲରାଉଣ୍ଡର ରଜତ ଭାଟିଆ

ଖ୍ୟାତନାମା ଅଲରାଉଣ୍ଡର ଭାବେ ଜଣାଶୁଣା ରଜତ ଭାଟିଆ ଘରୋଇ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ଦିଲ୍ଲୀର ଏହି ଷ୍ଟାର ଅଲରାଉଣ୍ଡର ଦୀର୍ଘ ୨୦ ବର୍ଷ ଧରି ଘରୋଇ କ୍ରିକେଟ ଖେଳିଛନ୍ତି । ୨୦୦୦ ମସିହାରେ ତାମିଲନାଡୁ ପାଇଁ କ୍ରିକେଟ

ଦୁର୍ନୀତି ମାମଲାରେ ମାଲେସିଆର ପୂର୍ବ ପ୍ରଧାନମନ୍ତ୍ରୀ ରଜାକ୍‌ଙ୍କୁ ୧୨ ବର୍ଷ ଜେଲ ଦଣ୍ଡାଦେଶ

ବିଶ୍ୱର ଏକ ପ୍ରମୁଖ ରାଜନୈତିକ ଘଟଣାକ୍ରମରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ନଜିବ୍‌ ରଜାକ୍‌ଙ୍କୁ ଦୁର୍ନୀତି ମାମଲାରେ ମାଲେସିଆର ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଛି । ତାଙ୍କ ବିରୋଧରେ ନିଜ ପଦବୀର ଦୁରୁପଯୋଗ କରିବା, ଦୁର୍ନୀତିରେ ସାମିଲ ହେବା ଏବଂ ବିଶ୍ୱାସଘାତ

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ ହାତେଇଲା ଇଂଲଣ୍ଡ

ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଚାଲିଥିବା ଅନ୍ତିମ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ୨୬୯ ରନରେ ପରାସ୍ତ କରିବାରେ ସଫଳ ହୋଇଛି ଇଂଲଣ୍ଡ ଦଳ । ଏହି ମ୍ୟାଚ ବିଜୟ ସହ ୨-୧ ସିରିଜକୁ କବ୍‌ଜା କରିନେଇଛି ଇଂଲଣ୍ଡ ଟିମ । ଚତୁର୍ଥ ଇଂନିସରେ ବ୍ୟାଟିଙ୍ଗ