Harapriya Pradhan

2112 Posts

ଅଧରପଣାରେ ରଥ ଉପରେ ଅଘଟଣ; ପୂଜା ପୂର୍ବରୁ ବଡ଼ଠାକୁରଙ୍କ ଅଧର ହାଣ୍ଡି ଭାଙ୍ଗିଗଲା

ଅଧରପଣା ଅବସରରେ ଆଜି ରଥ ଉପରେ ଅଘଟଣ ଘଟିଛି। ଆଜି ଶ୍ରୀଜିଉମାନଙ୍କ ପାଇଁ ଅଧର ପଣା ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ବଡ଼ଠାକୁରଙ୍କ ଅଧର ହାଣ୍ଡି ଭାଙ୍ଗି ଯାଇଛି। ଫଳରେ ପୂଜା ପୂର୍ବରୁ ପଣା ଢାଳି ହୋଇ ତଳେ ଇଡ଼ି ଯାଇଛି।

ସେପ୍ଟେମ୍ବରକୁ ଘୁଞ୍ଚିଲା ଜେଇଇ, ନିଟ୍‌ ପ୍ରବେଶିକା ପରୀକ୍ଷା

ସେପ୍ଟେମ୍ବରରେ ହେବ ନିଟ୍ ପ୍ରବେଶିକା ପରୀକ୍ଷା । ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷାକୁ କେନ୍ଦ୍ର ସରକାର ଘୁଂଚାଇ ଦେଇଛନ୍ତି । ଉଭୟ ପରୀକ୍ଷା ସେପ୍ଟେମ୍ବରକୁ ଘୁଂଚାଇବାକୁ ନିଷ୍ପତି ନିଆଯାଇଛି । ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ କେନ୍ଦ୍ର ମାନବ ସମ୍ବଳ

ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ କରୋନା

ସାରା ବିଶ୍ୱରେ କରୋନା କାୟା ବିସ୍ତାର କରିଥିବା ବେଳେ ବାଦ ପଡ଼ିନି ପାକିସ୍ତାନ । ପାକିସ୍ତାନରେ ଏବେ ସ୍ଥିତି ସଙ୍ଗୀନ ଥିବା ଜଣାପଡ଼ିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କ୍ୟୁରେସି କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ଏନେଇ

ଦିଲ୍ଲୀ-ଏନସିଆରରେ ଭୂକମ୍ପ ଥରିଲା

ଦିଲ୍ଲୀ -ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଜସ୍ଥାନର ଅଲୱରରେ ଭୂକମ୍ପର କେନ୍ଦ୍ର ରହିଥିବାବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରହିଛି। ଏଥିରେ କ୍ଷୟକ୍ଷତିର କୌଣସି ସୂଚନା

ଭୁବନେଶ୍ୱର ନୂଆଗାଁ ହେଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର ନୂଆଗାଁ ହେଲା କଣ୍ଟେନମେଣ୍ଟ ଜୋନ । କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆଜି ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ନୂଆଗାଁରୁ ୧୦ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାସହ

ଆର୍ମି ହସ୍ପିଟାଲରେ ଆହତ ଯବାନଙ୍କୁ ଭେଟିଲେ ମୋଦି

ଚାଇନା ସହ ତିକ୍ତତା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନ ଲଦାଖ ଗସ୍ତ କରି ଯବାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ନିମୁ କ୍ୟାମ୍ପରୁ ଚାଇନାକୁ ପରୋକ୍ଷରେ ଚେତାବାନୀ ଦେବା ପରେ ମୋଦି ସୀମା ସ୍ଥିତି ସମୀକ୍ଷା କରିଛନ୍ତି। ଏହାପରେ ସେ

ଜୁଲାଇ ୩୧ ଯାଏଁ ଭୁବନେଶ୍ୱରକୁ ଆସିପାରିବେନି ବାହାର ରାଜ୍ୟର ଶ୍ରମିକ

ରାଜଧାନୀରେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ଚରମ ପଦକ୍ଷେପ । ଆସନ୍ତା ତଥା ଜୁଲାଇ ୩୧ ତାରିଖ ଯାଏଁ ଭୁବନେଶ୍ୱରରେ ବାହାର ରାଜ୍ୟର ଶ୍ରମିକଙ୍କ ଉପରେ ଲାଗିଲା କଟକଣା । କରୋନା ମହାମାରୀକୁ ନଜରରେ ରଖି ରାଜଧାନୀର

ମୟୂରଭଞ୍ଜରେ ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା ଘଟଣା : ଏକତରଫା ପ୍ରେମରୁ ହତ୍ୟା ଅଭିଯୋଗ

ଏକତରଫା ପ୍ରେମରୁ ହତ୍ୟା ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଧାତିକିଡିଆ ଗାଁରେ ଗତକାଲି କଲେଜ ପଢୁଆ ଝିଅ ସୁନୟନାଙ୍କ ହତ୍ୟାକାଣ୍ଡ ଘଟଣା ନୂଆଁ ମୋଡ ନେଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକତରଫା ପ୍ରେମ ଜନିତ କାରଣକୁ ନେଇ ତାଙ୍କ

ଏହି ୫ଟି ରାଶିର ବ୍ୟକ୍ତି ନିଜ ପତ୍ନୀକୁ ରାଣୀ ଭଳି ରଖିଥାନ୍ତି

ଆଜିର ଏଇ ସ୍ଵାର୍ଥପର ଦୁନିଆରେ କୌଣସି ବି ଲୋକ ସଚ୍ଚୋଟ ନୁହନ୍ତି । ପ୍ରତି ଟି ମଣିଷ ପାଖରେ କିଛି ନା କିଛି ଦୋଷ ଦୁର୍ବଳତା ରହଛି । କଥାରେ ଅଛି ପକୃତ ପ୍ରେମ କିଛି ଭାଗ୍ୟଶାଳୀ ଲୋକଙ୍କୁ ମିଳିଥାଏ ।

ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟର ଆଉ ୨୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର ୫୭୦୫ ଜଣ ଆକ୍ରାନ୍ତ ଏବେ ସୁଦ୍ଧା ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି। ଆଜି ଗଞ୍ଜାମ

‘ଫେୟାର ଆଣ୍ଡ୍ ଲଭଲି’କୁ ମିଳିଲା ନୂଆ ନାମ

ଗତ ୪୫ବର୍ଷ ଧରି ଆପଣମାନେ ବ୍ୟବହାର କରି ଆସୁଥିବା ଫେୟାର ଆଣ୍ଡ ଲଭଲି କ୍ରିମ ଏବେ ଆପଣଙ୍କୁ ବଜାରରେ ଏହି ନାମରେ ମିଳିବ ନାହିଁ । କିଛି ଦିନ ତଳେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ପକ୍ଷରୁ  ଫେୟାର ଆଣ୍ଡ ଲଭଲି କ୍ରିମରୁ