Category: ବାଣିଜ୍ୟ

Total 356 Posts

କମିଲା ସୁନା ଓ ରୁପା ଦର

ଅନ୍ତର୍ଜାତୀୟ ବଜାର ସହ ତାଳ ଦେଇ ଭାରତରେ ଗତ କିଛି ଦିନ ହେଲା ସୁନା ଓ ରୁପାଦର କମିଚାଲିଛି । ଗୁରୁବାରଦିନ ନୂଆଦିଲ୍ଲୀରେ ସୁନାଦର ୧୦ ଗ୍ରାମ ପିଛା ୧୪୯୨ ଟଙ୍କା ହ୍ରାସ ପାଇ ୫୨,୮୧୯ ଟଙ୍କାରେ ପହଞ୍ଚିଛି । ସେହିପରି

ଚିଙ୍ଗାରି ଆପ୍‌କୁ ମିଳିଲା ୯.୭୫ କୋଟି ନିବେଶ

ଦେଶରେ ଟିକ୍‌ଟକ୍‌କୁ ସରକାର ନିଷିଦ୍ଧ କରିବା ପରେ ଘରୋଇ ଆପ୍ ଚିଙ୍ଗାରିର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଭାରତରେ ପ୍ରସ୍ତୁତ ଏହି ସର୍ଟ ଭିଡିଓ ସେୟାର ଆପ୍‌ କିଛିଦିନ ପୂର୍ବରୁ ଆତ୍ମନିର୍ଭର ଆପ୍ ଇନୋଭେସନ ଚ୍ୟାଲେଞ୍ଜରେ ଜିତିଥିଲା। ଏହି ପ୍ରତିଯୋଗିତାରେ ଜିତିବା ପରେ

ବିଶ୍ୱର ୪ ନମ୍ବର ଧନୀରେ ପରିଣତ ହେଲେ ମୁକେଶ ଅମ୍ବାନି

କରୋନା ମହାମାରୀ ଯୋଗୁଁ ଅର୍ଥନୀତି ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାବେଳେ ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନିଙ୍କ ପାଇଁ ଏବେ ଭଲ ସମୟ ଚାଲିଛି । ବିଶ୍ୱ ଧନୀ ତାଲିକାରେ ସେ ଗୋଟିକ ପରେ ଗୋଟିଏ ସିଡ଼ି ଚଢି

ରେପୋ ରେଟ୍ ସ୍ଥିର, EMI ଉପରେ ରିହାତି ନାହିଁ

ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମୀକ୍ଷା ବୈଠକର ଫଳାଫଳ ଆସିଥି । ତିନି ଦିନ ଧରି ଚାଲିଥିବା ଏହି ବୈଠକରେ ରେପୋ ରେଟ୍ ନେଇ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ । ରେପୋ ରେଟ୍ ଅପରିବର୍ତ୍ତନୀୟ ରହିବା ଅର୍ଥ ହେଉଛି ଆପଣଙ୍କୁ

୫୦% କର୍ମଚାରୀଙ୍କ ସହ ଖୋଲିବ ବ୍ୟାଙ୍କ

ରାଜ୍ୟ ସରକାର ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାନଙ୍କ ନିମନ୍ତେ ଅଗଷ୍ଟ ମାସ ଲାଗି ନୂଆ ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟରେ ଥିବା ସବୁ ବାଣିଜ୍ୟିକ ବ୍ୟାଙ୍କ,ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ବୀମା କମ୍ପାନି ଆଦି

ଚାଇନିଜ୍ ଆପ୍ ଷ୍ଟୋର୍‌ରୁ ୨୯,୮୦୦ ଆପ୍ ହଟାଇଲା ଆପଲ

ଅନୁସନ୍ଧାନକାରୀ ସଂସ୍ଥା କିମାଇର ତଥ୍ୟ ଅନୁଯାୟୀ ଆପଲ୍ ଶନିବାର ଦିନ ଏହାର ଚାଇନିଜ୍ ଆପ୍ ଷ୍ଟୋର୍‌ରୁ ୨୯,୮୦୦ ଆପ୍ ହଟାଇ ଦେଇଛି, ଯେଉଁଥିରେ ୨୬,୦୦୦ ରୁ ଅଧିକ ଗେମ ଆପ ରହିଥିବା ଜଣା ପଡ଼ିଛି। ଚୀନ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ବିନା ଲାଇସେନ୍ସପ୍ରାପ୍ତ

ଜିଏସ୍‌ଟି କ୍ଷତିପୂରଣ ଦେବାକୁ କେନ୍ଦ୍ର ଅକ୍ଷମ

କରୋନା ସଙ୍କଟ ପ୍ରଭାବରେ ରାଜ୍ୟଗୁଡ଼ିକର ରାଜସ୍ବ ଆୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସେମାନେ କେନ୍ଦ୍ରରୁ ମିଳୁଥିବା ପାଣ୍ଠି ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି। କରୋନା ସଙ୍କଟର ମୁକାବିଲା ଲାଗି ବିପୁଳ ପରିମାଣର ପାଣ୍ଠି ବ୍ୟୟ କରିବାକୁ ପଡ଼ୁଥିବାରୁ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି

କରୋନା ସଂକ୍ରମଣ ପାଇଁ ନିର୍ଦ୍ଦେଶ ଦେଲା ଗୁଗଲ୍‌ : ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଓ୍ୱର୍କ ଫ୍ରମ୍‌ ହୋମ୍‌ ଜରିଆରେ କାମ କରିବେ କର୍ମଚାରୀ

ମହାମାରୀ କରୋନା ସଙ୍କଟକୁ ଧ୍ୟାନରେ ରଖି ଗୁଗଲ୍ ବିଶ୍ୱବ୍ୟାପୀ ନିଜର କର୍ମଚାରୀଙ୍କୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଓ୍ୱର୍କ ଫ୍ରମ୍‌ ହୋମ୍ ଜରିଆରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏନେଇ ଗୁଗଲ୍ ସିଇଓ ସମସ୍ତ କର୍ମଚାରୀଙ୍କୁ ଇମେଲ୍ ଜରିଆରେ ବାର୍ତ୍ତା

ଦେଶରେ ପଶି ପାରିବନି ନିମ୍ନମାନର ସାମଗ୍ରୀ, ଆମଦାନି ଉପରେ କଟକଣା ଲାଗିବ

ଭାରତକୁ ଆଉ କୌଣସି ଦେଶ ଡମ୍ପିୟାର୍ଡ ଭାବେ ବ୍ୟବହାର କରିପାରିବେ ନାହିଁ। ନିମ୍ନମାନର ସାମଗ୍ରୀ ଆଣି ଫୋପାଡ଼ି ପାରିବେନାହିଁ। ଚୀନ୍‌କୁ ନଜରରେ ରଖି ଭାରତ ସରକାର ଏକ ନିୟମ ପ୍ରସ୍ତୁତ କରୁଛନ୍ତି ଯାହା ଜରିଆରେ ନିମ୍ନ ମାନର ସାମଗ୍ରୀ ଆମଦାନି ଉପରେ

ଏସ୍‌ବିଆଇ କାର୍ଡ ଓ ଆଇଆର୍‌ସିଟିସି ପକ୍ଷରୁ ରୁପେ ପ୍ଲାଟଫର୍ମରେ ଶୁଭାରମ୍ଭ ହେଲା ନୋ-ଟଚ୍‌ କ୍ରେଡିଟ୍‌ କାର୍ଡ

ଏସବିଆଇ କାର୍ଡ ଓ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ ଲିମିଟେଡ୍‌ (ଆଇଆରସିଟିସି) ପକ୍ଷରୁ ଆଇଆରସିଟିସି ଏସବିଆଇ କାର୍ଡକୁ ରୁପେ ପ୍ଲାଟଫର୍ମରେ ଉନ୍ମୋଚନ କରାଯାଇଛି। ଟ୍ରେନ୍‌ରେ ନିୟମିତ ଯାତ୍ରା କରୁଥିବା ଲୋକମାନଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ଏହି କାର୍ଡ

ରେପୋ ହ୍ରାସ କରିପାରେ ରିଜର୍ଭ ବ୍ୟାଙ୍କ

କରୋନା ଭାଇରସ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତି ଭଲ ନାହିଁ । ମାତ୍ର ଲକ୍‌ଡାଉନ କଟକଣା ବର୍ତ୍ତମାନ ଧୀରେ ଧୀରେ କୋହଳ ହେଉଥିଲେ ମଧ୍ୟ ଏହା ବିଶେଷ ଫଳପ୍ରଦ ହେଉନାହିଁ । ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରାଇ ଆଣିବାକୁ