Category: ଅପରାଧ

Total 197 Posts

ପଶ୍ଚିମବଙ୍ଗରେ ବିଧାୟକଙ୍କ ଝୁଲନ୍ତା ଶବ ଉଦ୍ଧାର

ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲା ଅନ୍ତର୍ଗତ ହେମତାବାଦର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଝୁଲନ୍ତା ମୃତଦେହ  ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯିବା ପରେ ଝୁଲାଇ ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।  ସ୍ଥାନୀୟଲୋକେ ମଧ୍ୟ ଦାବି କରିଛନ୍ତି

ଯାଜପୁରରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣା; ସ୍ୱାମୀ ଗିରଫ

ଯାଜପୁର ରୋଡ୍‌ ଥାନା ରାଛିପୁର ଛକରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ହତ୍ୟାକାଣ୍ଡ ଘଟଣାରେ ତାଙ୍କ ସ୍ୱାମୀ ସୌମ୍ୟପ୍ରକାଶ ମଲ୍ଲିକଙ୍କୁ ଗିରଫ କରିଛି ପୁଲିସ୍। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ୍‌ ଜବତ କରିଛି ପୁଲିସ୍। ଜୁଲାଇ ୯ ତାରିଖରେ

ଶୁକ୍ରବାର ମାରିଥିଲା ଶୁକ୍ରବାର ମଲା ବିକାଶ ଦୁବେ, ବଂଚିବା ପାଇଁ ଦୁଇ ଘଣ୍ଟା କରୁଥିଲା ପୂଜା

ବିକାଶ ଦୁବେ ମହାକାଳଙ୍କ ଭକ୍ତ। ପ୍ରତ୍ୟେକ ଦିନ ସେ ଦୁଇ ଘଣ୍ଟା ପୂଜାପାଠ କରିଥାଏ। ସେ ଜାଣି ସାରିଥିଲା ଯେ ୟୁପି ପୋଲିସ୍ ହାତରେ ପଡ଼ିବା ମାତ୍ରେ ସେ ଆଉ ବଞ୍ଚି ପାରିବ ନାହିଁ। ବୋଧହୁଏ ଏହି ଅକାଳ ମୃତ୍ୟୁରୁ ବର୍ତ୍ତିବା

ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଯାଜପୁର ରୋଡ୍ ଥାନା ରାଛିପୁର ଛକ ନିକଟରେ ଏପରି ଅଭାବନୀୟ କାଣ୍ଡ ଘଟିଛି। ମୃତ ଶିକ୍ଷୟିତ୍ରୀଙ୍କ ନାଁ ମହାମାୟା ଜେନା। ଗୁରୁତର ଶିକ୍ଷକଙ୍କ ନାଁ ମୋହିନୀ ମୋହନ ମୁଦୁଲି

ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ହତ୍ୟା ମାମଲା ରୁଜୁ କଲା ପୋଲିସ

ସମାଜସେବୀ ଆଦିତ୍ୟ ସୁନ୍ଦର ଦାସ ମୃତ୍ୟୁ ଏବେ ଭିନ୍ନ ମୋଡ ନେଇଛି । ରେଳବାଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପିପୁଲ ଫର ସେବା କର୍ମକର୍ତାଙ୍କ ଏତଲାକୁ ଭିତିକରି ପୁଲିସ ହତ୍ୟା ମାମଲା

ଏନ୍‌କାଉଣ୍ଟର୍‌ରେ କାନପୁର ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କ ଘନିଷ୍ଠ ସହଯୋଗୀ ଅମର ଦୁବେ ନିହତ

ଉତ୍ତର ପ୍ରଦେଶର ହମିରପୁରରେ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କର ଜଣେ ଘନିଷ୍ଠ ସହଯୋଗୀ ନିହତ ହୋଇଥିବା କଥା ପୁଲିସ କହିଛି। କାନପୁରରେ ୮ ଜଣ ପୁଲିସ ନିହତ ହେବା ଘଟଣାରେ ସଂଶ୍ଳୀଷ୍ଟ ଦୁବେ ଗତ ଗୁରୁବାର ଠାରୁ ଫେରାର ହୋଇଯାଇଛନ୍ତି। ଉତ୍ତର ପ୍ରଦେଶର

ସାମାଜିକ କର୍ମୀ ଆଦିତ୍ୟ ଦାଶଙ୍କର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜଣାଶୁଣା ସାମାଜିକ କର୍ମୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କର ମୃତଦେହ ଆଜି ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା

ଯାଜପୁର ଧର୍ମଶାଳାରେ ବୀଭତ୍ସ ହତ୍ୟାକାଣ୍ଡ : ଜଣେ ମୃତ,ଦୁଇ ଗୁରୁତର

ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ  ବିଳମ୍ବିତ ରାତ୍ରିରେ  ଦୁର୍ବୃତ୍ତମାନେ ଗୋଟିଏ ପରିବାରର ୩ ଜଣଙ୍କୁ ମରାଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

୮ ପୁଲିସ କର୍ମଚାରୀଙ୍କ ହତ୍ୟାକାରୀ ବିକାଶ ଦୁବେର ଘର ଭାଙ୍ଗିଲା ପ୍ରଶାସନ

ଉତ୍ତରପ୍ରଦେଶର କାନ୍‌ପୁର ଅନ୍ତର୍ଗତ ଚୌବେପୁରରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେ ବିରୋଧରେ ପୁଲିସ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।  ପ୍ରଶାସନ ପକ୍ଷରୁ ଶନିବାର ତା’ର ଘରକୁ ଭଙ୍ଗାଯାଇଛି। ପ୍ରଶାସନର ଏକ ଟିମ୍‌

ମୟୂରଭଞ୍ଜରେ ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା ଘଟଣା : ଏକତରଫା ପ୍ରେମରୁ ହତ୍ୟା ଅଭିଯୋଗ

ଏକତରଫା ପ୍ରେମରୁ ହତ୍ୟା ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଧାତିକିଡିଆ ଗାଁରେ ଗତକାଲି କଲେଜ ପଢୁଆ ଝିଅ ସୁନୟନାଙ୍କ ହତ୍ୟାକାଣ୍ଡ ଘଟଣା ନୂଆଁ ମୋଡ ନେଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକତରଫା ପ୍ରେମ ଜନିତ କାରଣକୁ ନେଇ ତାଙ୍କ

କାନପୁର: ଦୁର୍ବୃତ୍ତଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ଶହୀଦ୍‌

ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିରେ ୮ ପୁଲିସ ସହିଦ ହୋଇଥିବାର ଦୁଃଖଦ ଖବର ମିଳିଛି । ଏହି ଅଘଟଣଟି ଘଟିଛି ଉତ୍ତରପ୍ରଦେଶର କାନପୁର ଧୌବେଦପୁର ଥାନା ଅନ୍ତର୍ଗତ ବେକରୁ ଗାଁ ନିକଟରେ । ତେବେ ଅନ୍ୟ ୭