Category: ସ୍ୱାସ୍ଥ୍ୟ

Total 185 Posts

ପିଲାଙ୍କୁ ପୁଷ୍ଟି ଯୋଗାଇବା ସହ ଇମ୍ୟୁନିଟି ସିଷ୍ଟମ୍‌କୁ ବି ମଜଭୁତ କରେ ବାଦାମ ପାଉଡର, ଆଜିଠୁ ଭୋଜନରେ କରନ୍ତୁ ସାମିଲ

ବାଦାମରେ ଅନେକ ପୌଷ୍ଟିକ ତତ୍ତ୍ୱ ରହିଛି ଯାହା ଶରୀରକୁ ମଜଭୁତ ତଥା ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ। ଛୋଟ ପିଲାଙ୍କ ପାଇଁ ଏହା ବେଶ୍‌ ଲାଭକାରୀ ହୋଇଥାଏ। ମାତ୍ର ପିଲାମାନେ ବାଦାମ ଖାଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଆପଣଙ୍କ ପିଲା

ଭୁଲ୍‌ରେ ମଧ୍ୟ ଖାଲି ପେଟରେ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ସୃଷ୍ଟି ହୋଇପାରେ ଉତ୍କଟ ସ୍ୱାସ୍ଥ୍ୟ ସମସ୍ୟା…

ସୁସ୍ଥ ଶରୀର ପାଇଁ ଆମେ ସବୁବେଳେ ସତର୍କ ରହିଥାଉ । ଖାଦ୍ୟପାନୀୟର ସ୍ୱାସ୍ଥ୍ୟ ସହିତ ସିଧାସଳଖ ସମ୍ପର୍କ ରହିଥିବାରୁ ଆମ ଭିତରୁ ଅନେକ ସକାଳେ ଉଠି ଖାଲି ପେଟରେ ଗଜା ଶସ୍ୟ ଓ ଡ୍ରାଇ ଫୁଡ୍ସ ଖାଇଥାନ୍ତି । କିଛି ଏମିତି

ସାବଧାନ ! ମାତ୍ରାଧିକ ଆଚାର ଖାଉଥିଲେ ସୃଷ୍ଟି ହେବ ଏହିସବୁ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା…

ସାଧାରଣତଃ ଅଧିକାଂଶ ଲୋକଙ୍କର ଆଚାର ପ୍ରତି ମାତ୍ରାଧିକ ଦୁର୍ବଳତା ରହିଛି । ଲୋଭକୁ ସମ୍ୱରଣ କରି ନପାରି ଖାଦ୍ୟ ସହିତ ବିଭିନ୍ନ ପ୍ରକାରର ଆଚାର ଖାଇବାକୁ ପସନ୍ଦ କରନ୍ତି ଅନେକ ଲୋକ । ଯଦି ଆପଣ ନିୟମିତ ଭାବରେ ମାତ୍ରାଧିକ ଆଚାର

ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଶୀଘ୍ର ସଂକ୍ରମିତ କରିପାରେ କରୋନା ଭାଇରସ୍

ଭାରତୀୟ ସୂଚନା ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି), ଜୋଧପୁରର ବୈଜ୍ଞାନିକଙ୍କ ଏକ ଅଧ୍ୟୟନ ଅନୁସାରେ ଧୂମପାନ କରୁଥିବା ଲୋକେ କରୋନା ଭାଇରସ ସଂକ୍ରମିତ ହୋଇପାରନ୍ତି। ତନ୍ତ୍ରିକା ତନ୍ତ୍ରକୁ ପ୍ରଭାବିତ କରୁଥିବା କରୋନା ଭାଇରସର ପ୍ରକୃତି ଆଧାରରେ ଏହା ଦାବି କରାଯାଇଛି। ଏହି ଅଧ୍ୟୟନରେ ସେମାନଙ୍କୁ

କରୋନା କାଳରେ ସକାଳୁ ସକାଳୁ ପିଅନ୍ତୁ ଅଶ୍ୱଗନ୍ଧା ଚା’, ବଢିବ ରୋଗ ପ୍ରତିରୋଧକ ଶକ୍ତି…

କରୋନା ଭାଇରସ୍‌ ସଂକ୍ରମଣର କାୟା ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ପ୍ରାଣଘାତୀ ସଂକ୍ରମଣରୁ ରକ୍ଷା ପାଇବାର କୌଣସି ଉପାୟ ଏପର୍ଯ୍ୟନ୍ତ ବାହାରି ନଥିବାବେଳେ ସାମାଜିକ ଦୂରତା, ହାତକୁ ସାନିଟାଇଜ୍‌ କରିବା ଏବଂ ମାସ୍କ ପିନ୍ଧିବା ଅନିବାର୍ଯ୍ୟ

କଣ ଏହି ଡିପ୍ରେସନ ଯାହା ପାଇଁ ବର୍ଷକୁ ଲକ୍ଷ ଲକ୍ଷ ଲୋକେ କରନ୍ତି ଆତ୍ମହତ୍ୟା, ଜାଣନ୍ତୁ ଏଥିରୁ ମୁକୁଳିବାର ଉପାୟ

ପ୍ରତ୍ୟକ ମଣିଷ କିଛି ନା କିଛି ସମୟ ପାଇଁ ଦୁଃଖୀ ନିଶ୍ଚିତ ହୁଏ। ହେଲେ ଅବସାଦ ଦୁଃଖ ଠାରୁ ବହୁତ ଅଧିକା ଦୁଃଖଦ। ଏଇ ଅବସାଦ ପାଇଁ ଲୋକଙ୍କ ଜୀବନ ବଦଳିଯାଏ। ଏମିତିକି ଲୋକ ଜୀବନରୁ ସ୍ପୃହା କମାଇ ଦିଅନ୍ତି। ନୀତି

ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ସଙ୍କେତ ହୋଇଥାଏ ଏହି ୫ ଟି ଲକ୍ଷଣ

କରୋନା ଭାଇରସ୍‌ରୁ ମୁକ୍ତି ପାଇବା ପାଇଁ ଏବେ ସୁଦ୍ଧା କୌଣସି ଟୀକା କିମ୍ବା ଔଷଧ ଆବିଷ୍କାର ହୋଇପାରି ନାହିଁ। ଏପରି କ୍ଷେତ୍ରରେ ଆମ ରୋଗ ପ୍ରତିରୋଧକ ଶକ୍ତି ଏହି ଯୁଦ୍ଧରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଡାକ୍ତରଙ୍କ କହିବା ଅନୁସାରେ

ଖାଆନ୍ତୁ କିସ୍‌ମିସ୍‌ ଓ ମହୁ, ସୁସ୍ଥ ରହିବା ଶରୀର

ଖାସ୍‌ ବ୍ୟଞ୍ଜନ ପ୍ରସ୍ତୁତିରେ ଅଧିକାଂଶ ଲୋକେ ସାଧାରଣତଃ କାଜୁ-କିସ୍‌ମିସ୍ ବ୍ୟବହାର କରିଥାନ୍ତି । କିସ୍‌ମିସ୍‌ ର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ତେବେ ପାଠକବନ୍ଧୁ ! କିସ୍‌ମିସ୍ କୁ ମହୁ ସହିତ ମିଶାଇ ଖାଇଲେ ଶରୀରକୁ ଅନେକ ଲାଭ

ନିଜକୁ ମାନସିକ ଭାବେ ସୁସ୍ଥ ରଖିବେ କିପରି ?

ଏହି ସମୟରେ ଦେଶର ଯେଉଁଭଳି ଭାବେ ସ୍ଥିତି ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଭୟ ଭରି ରହିଛି । ଦିନରାତି କେବଳ କରୋନା ସମ୍ବନ୍ଧୀୟ ଖବର ପଢି ପଢି ମନରେ ଅସ୍ଥିରତା, ବିରକ୍ତିକର ଏବଂ ମାନସିକ ଚାପ ଭଳି ସମସ୍ୟା ସୃଷ୍ଟି ହେଉଛି

ଡିପ୍ରେସନ’: ଆତ୍ମହତ୍ୟା ଠାରୁ ନିଜକୁ ଓ ଅନ୍ତରଙ୍ଗମାନଙ୍କୁ ଦୂରେଇ ରଖନ୍ତୁ !

ଗତ କିଛିମାସ ହେଲା ଭାରତରେ ଆତ୍ମହତ୍ୟା ବହୁଳ ଭାବରେ ଦେଖିବାକୁ ମିଳିଛି। ବଲିଉଡ ଷ୍ଟାର ଶୁଶାନ୍ତ ସିଂହ ରାଜପୁତ ଙ୍କ ଆତ୍ମହତ୍ୟା ପରେ ବହୁତ ମାମଲା ସାମ୍ନା କୁ ଆସିଲାଣି। ଗତକାଲି ର ଘଟଣା  ସମାଜ ସେବୀ ଆଦିତ୍ୟ ଦାସଙ୍କ ଆତ୍ମହତ୍ୟା

ଆଖି ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି

ଆଜିକାଲି କମ୍ପ୍ୟୁଟର, ମୋବାଇଲ ଏବଂ ଅଲଗା ଏଲେକ୍ରୋନିକ୍ସ ଜିନିଷ ସବୁ ଆମ ଜୀବନର ଏକ ଅଙ୍ଗ ସଦୃଶ ହୋଇଗଲାଣି । ଏସବୁର ଫାଇଦା ଥିଲେ ମଧ୍ୟ କିଛି ସାଇଡ ଇଫେକ୍ଟ ମଧ୍ୟ ପକାଇଥାଏ । ଅତ୍ୟଧିକ ସମୟ ଏସବୁ ଦେଖିଲେ ଆଖି