latest

Category: ରାଶିଫଳ

Total 244 Posts

ଆପଣା ଲୋକ କ୍ଷତି କରିବାକୁ ପ୍ରୟାସ କରିବେ

ମେଷ: ନାନା ପ୍ରକାର ଅଭାବ ଅନାଟନ ଦେଇ ଗତି କରିବେ। ସାମାନ୍ୟ ଘଟଣାକୁ ନେଇ ବନ୍ଧୁଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ବୃଥା ଭ୍ରମଣ ଜନିତ କ୍ଲେଶ ଅନୁଭବ କରିବେ। ବୃଷ: ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ସାଂଗଠନିକ

ଘରେ ରଖନ୍ତୁ ବଇଁଶୀ : ଖୁବ୍ କମ୍ ଦିନ ମଧ୍ୟରେ ବଦଳିଯିବ ଆପଣଙ୍କ ଭାଗ୍ୟ

କୁହାଯାଏ ଯେ ଶ୍ରୀକୃଷ୍ଣଙ୍କ ବଇଁଶୀ ଘରେ ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ବଇଁଶୀକୁ ଖୁବ୍ ମହତ୍ତ୍ବ ଦିଆଯାଇଛି। କୁହାଯାଏ ଯାହା ଘରେ ବଇଁଶୀ ଥାଏ ସେଠାରେ ନକରାତ୍ମକ ଶକ୍ତିର ପ୍ରଭାବ ରହିନଥାଏ। ଏହା ସହିତ

ଧୈର୍ୟ୍ୟ ଧରି କାମ କରନ୍ତୁ

ମେଷ: ରାଜନୀତି କ୍ଷେତ୍ରରେ ଥିବା ମହିଳାମାନଙ୍କୁ ଶୁଭଫଳ ମିଳିବ। ବ୍ୟବସାୟରେ ଆପଣ ବଡ଼ ଚୁକ୍ତିର ଅ˚ଶୀଦାର ହୋଇପାରନ୍ତି। ବୃଷ: ନେତା ଆପଣଙ୍କୁ ବଡ଼ କାର୍ୟ୍ୟ ଅର୍ପଣ କରିବେ। ଚାକିରିରେ ସଫଳତା ପାଇବେ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ପ୍ରେମରେ ସଫଳତା

ଶନି ଦଶା ପାଇଁ ଚିନ୍ତିତ କି ? ଅବଲମ୍ବନ କରନ୍ତୁ ଏହି ଉପାୟ

ଶନି ଗ୍ରହ ସାଧାରଣତଃ ସମସ୍ତଙ୍କୁ ଭୟଭୀତ କରିଥାନ୍ତି | ସବୁ ଗ୍ରହମାନଙ୍କ ମଧ୍ୟରେ ଶନି ଗ୍ରହ ସମସ୍ତଙ୍କ ଠାରୁ ଧୀରେ ଚାଲନ୍ତି | ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶନିଙ୍କ ବିଶେଷ ମହତ୍ୱ ରହିଛି | କୁଣ୍ଡଳୀରେ ଶନି ଶୁଭ ସ୍ଥାନରେ ଥିଲେ ବ୍ୟକ୍ତି

ଅସହାୟଙ୍କୁ ସାହାଯ୍ୟ କରିବେ

ମେଷ: ସାମାଜିକ କାର୍ୟ୍ୟରେ ସମୟ ଦେବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ହେବ। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ। ବୃଷ: କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ସମାଜରେ ପ୍ରସିଦ୍ଧି ବଢ଼ିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସନ୍ତାନଙ୍କ ପକ୍ଷରୁ ଖୁସି

ପିତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲନ୍ତୁ

ମେଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ହାସଲ କରିବାକୁ ପ୍ରୟାସ କରିବେ। ରାଜନୀତିରେ ଲାଭ ପାଇବେ। ବୃଷ: ଆପଣଙ୍କ ଯୋଜନାକୁ ବାସ୍ତବ ରୂପ ଦେବା ଲାଗି ଲଗାତାର ପ୍ରୟାସ କରିବେ ଏବ˚ ସଫଳ ହେବେ। ବ୍ୟବସାୟରେ ଧନଲାଭ

୨୦୨୦ର ୫ଟି ଭାଗ୍ୟଶାଳୀ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଆଜି ଆପଣ ମାନଙ୍କୁ ସେହି ରାଶି ମାନଙ୍କ ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଯେଉଁ ମାନଙ୍କ ଭାଗ୍ୟ  ୨୦୨୦ ରୁ ନେଇ ୨୦୨୫ ପର୍ଯ୍ୟନ୍ତ ସର୍ବଚ୍ଚୋରେ ରହିବ ।  ଏମାନଙ୍କ ଜାତକରେ ବହୁତ

ସୁନ୍ଦର କଳ୍ପନାରେ ବିଭୋର ରହିବେ

ମେଷ: ଦିନଟି କ୍ୟାରିୟର ଲାଗି ଅଧିକ ଶୁଭ ରହିବ। ଭବିଷ୍ୟତ ସ˚ପର୍କରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଅଫିସ କର୍ତ୍ତୃପକ୍ଷ ଖୁସି ହୋଇ ଉପହାର ଦେବେ। ବୃଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ

ପାରିବାରିକ ଜୀବନ ସୁଖମୟ ହେବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ। ଆୟରେ ଅଚାନକ ବୃଦ୍ଧି ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ। ଅଫିସରେ ଆପଣଙ୍କର କତ୍ତୃର୍ତ୍ବ ବଢ଼ିବ। ବୃଷ: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ, ଗୋଟେ ପରେ ଗୋଟେ କାମ ସ˚ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି

ସବୁ କାମରେ ସଫଳତା ହାସଲ କରିବେ

ମେଷ: ପାରିବାରିକ ଜୀବନ ସୁଖମୟ ହେବ। ଆୟରେ ଅଚାନକ ବୃଦ୍ଧି ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ। ଅଫିସରେ ଆପଣଙ୍କର କତ୍ତୃର୍ତ୍ବ ବଢ଼ିବ। .ବୃଷ: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ, ଗୋଟେ ପରେ ଗୋଟେ କାମ ସ˚ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି

ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ

ମେଷ: ସନ୍ତାନର ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ଶରୀର ଅସୁସ୍ଥ ହୋଇପାରେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ବୃଷ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ପରିବାରରେ ହସଖୁସିର ବାତାବରଣ ରହିବ। ଧନପ୍ରାପ୍ତି ଯୋଗ ରହିଛି। ମିଥୁନ: ଆତ୍ମବିଶ୍ୱାସ ବଢ଼ିବ। ବାଦ-ବିବାଦ ଠାରୁ ଯଥା ସମ୍ଭବ ନିଜକୁ