latest

Category: News

Total 10045 Posts

ଏହିସବୁ ଶାରୀରିକ ସମସ୍ୟାକୁ ଦୂର କରିଥାଏ ‘ଆତ’…

‘ଆତ’ ଗୋଟିଏ ସ୍ୱାଦିଷ୍ଟ ଫଳ । ଏହି ଫଳ ଗଛ ପ୍ରାୟତଃ ସମସ୍ତଙ୍କ ବାଡ଼ିବଗିଚାରେ ଦେଖିବାକୁ ମିଳିଥାଏ । ଏହାର ବନସ୍ପତି ନାମ ହେଲା ଅନୁନା ସ୍କ୍ୱାମୋସା । ପାଠକବନ୍ଧୁ ! ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କମଳା ଅପେକ୍ଷା

କ୍ୱାଲକମ୍‌ ଭେଞ୍ଚର୍ସ ପକ୍ଷରୁ ଜିଓ ପ୍ଲାଟ୍‌ଫର୍ମସ୍‌ରେ କରାଯିବ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ !

ଜିଓ ପ୍ଲାଟଫର୍ମସ୍‌ରେ କ୍ୱାଲକମ୍‌ ଭେଞ୍ଚର୍ସ ପକ୍ଷରୁ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି

କରୋନା ଯୁଗରେ ଭିଡିଓ କନଫରେନ୍ସିଂର ନୂତନ ତଥା ଅତ୍ୟାଧୁନିକ ବୈଶିଷ୍ଟ୍ୟ ଆଣିଲା ‘ମାଇକ୍ରୋସଫ୍ଟ ଟିମ’…

ପ୍ରସିଦ୍ଧ କମ୍ପାନୀ ମାଇକ୍ରୋସଫ୍ଟ ଏହାର ଉପଭୋକ୍ତାମାନଙ୍କ ପାଇଁ ଭିଡିଓ କନଫରେନ୍ସିଂରେ ନୂତନ ବୈଶିଷ୍ଟ୍ୟଗୁଡିକ ଉପସ୍ଥାପନ କରିଛି । ବର୍ତ୍ତମାନ ୧୦୦ ଉପଭୋକ୍ତା ଏହି ନୂଆ ବୈଶିଷ୍ଟ୍ୟମାଧ୍ୟମରେ ଏକକାଳୀନ ଭିଡିଓ କଲ୍ କରିପାରିବେ । ଏହାବ୍ୟତୀତ, ଉପଭୋକ୍ତାମାନେ ମାଇକ୍ରୋସଫ୍ଟ ଟିମରେ ଭିଡିଓ ଫିଲ୍ଟରର

ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ କରନ୍ତୁ ‘ତାୱା ପନୀର’

ଘରେ ହୋଟେଲ୍‌ ଷ୍ଟାଇଲ୍‌ରେ ପ୍ରସ୍ତୁତ କରନ୍ତୁ ‘ତାୱା ପନୀର’ । ଏହାର ରେସିପି ବିଷୟରେ ନିମ୍ନରେ ବର୍ଣ୍ଣନା କରାଗଲା… ଆବଶ୍ୟକ ସାମଗ୍ରୀ * ପନୀର * ଦହି * ଜିରା * ଜୁଆଣି * କସ୍ତୁରୀ ମେଥି * ପିଆଜ *

ରକ୍ତହୀନତା ସମସ୍ୟା ପାଇଁ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏହି ୪ଟି ଜିନିଷ

ପ୍ରିୟ ପାଠକବନ୍ଧୁ ! ବର୍ତ୍ତମାନର ଆଧୁନିକ ଜୀବନଶୈଳୀର ଚାକଚାମକ୍ୟଭରା ଦୁନିଆରେ ନିଜର ଶରୀର ଓ ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦେବା ଆମ ସମସ୍ତଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡ଼ିଲାଣି । ସମୟ ସମୟରେ କାମ କରୁ କରୁ ଥକ୍କାପଣ ଲାଗିଥାଏ । ତେବେ

ସୁସ୍ୱାଦୁ ବ୍ୟଞ୍ଜନ ବେବିକର୍ଣ୍ଣ ଚିଲି

ଆପଣଙ୍କ ଘରକୁ ଅତିଥି ଆସିଲେ କିମ୍ବା ଅନ୍ୟ ସମୟରେ କେଉଁ ବ୍ୟଞ୍ଜନ ପ୍ରସ୍ତୁତ କରି ତାହାର ମଜା ଉଠାଇବେ ସେଥିନେଇ ଆମେ ବେଳେ ବେଳେ ଦ୍ୱନ୍ଦ୍ୱରେ ପଡ଼ିଥାଉ । ତେବେ ଗେଷ୍ଟ କିମ୍ବା ପରିବାର ଲୋକଙ୍କୁ ସ୍ୱାଦିଷ୍ଟ ତଥା ଚଟପଟା ବ୍ୟଞ୍ଜନ

ଆଦିତ୍ୟ ଦାସ ମୃତ୍ୟୁ ମାମଲା : ଜିଆରପିକୁ ଟ୍ରେନ୍ ତାଲିକା ପ୍ରଦାନ, ଚାଳକଙ୍କୁ ପଚରାଉଚୁରା କରାଯିବ

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ  ମୋଡ ନେଉଛି। ଏବେବି ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସସପେନ୍ସ ଲାଗି ରହିଛି । ତେବେ ଦୀର୍ଘ ଛଅ ଦିନ ପରେ ଆସିଛି ଟ୍ରେନ ଯାତାୟତର ତାଲିକା ।

ଅନ୍ଧବିଶ୍ୱାସ ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ପୁଣି ବନ୍ଧା ହେଲେ ଆଉ ଜଣେ ଭଣ୍ଡ ବାବା । ଗଜପତିରେ ଜଣେ ବାବା ମଧ୍ୟ ଏଭଳି ଏକ କାଣ୍ଡ କରି ଗିରଫ ହୋଇଛି । ଭଣ୍ଡବାବା ଶୌରା ରାଉଳ ନାଁରେ ପରିଚିତ । ଭଣ୍ଡବାବା ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ

ବାଲେଶ୍ୱର ଆରଟିଓ ଅଫିସ ଓ ପରିବାର ସେବା କ୍ଲିନିକ ସିଲ୍

କରୋନା ସଂକ୍ରମଣ ଯୋଗୁଁ ବାଲେଶ୍ୱରରେ ଆରଟିଓ ଅଫିସ ସିଲ୍ କରାଯାଇଛି । ବାଲେଶ୍ୱର ଆରଟିଓ ଅଫିସରୁ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୫ଦିନ ପାଇଁ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଅଫିସ୍ ର ଅନ୍ୟ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ୧୪ଦିନ ପାଇଁ

ପଶ୍ଚିମବଙ୍ଗରେ ବିଧାୟକଙ୍କ ଝୁଲନ୍ତା ଶବ ଉଦ୍ଧାର

ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲା ଅନ୍ତର୍ଗତ ହେମତାବାଦର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଝୁଲନ୍ତା ମୃତଦେହ  ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯିବା ପରେ ଝୁଲାଇ ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।  ସ୍ଥାନୀୟଲୋକେ ମଧ୍ୟ ଦାବି କରିଛନ୍ତି

କରୋନା ନେଲା ଆଉ ୬ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୭୦ ଛୁଇଁଲା

ରାଜ୍ୟରେ କରୋନା ଆଉ ୬ଟି ମୁଣ୍ଡ ନେଇଛି। ଏହାକୁ ମିଶାଇଲେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । କରୋନାରେ ପ୍ରାଣ ହରାଇଥିବା ୬ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ