Category: ରାଜନୀତି

Total 1190 Posts

ରାଜସ୍ଥାନର ରାଜନୀତି ; ଟୁଇଟ କରି ଏଭଳି ମତ ରଖିଲେ ସିନ୍ଧିଆ

ରାଜସ୍ଥାନର ଶାସକ ଦଳ କଂଗ୍ରେସର ଦୁଇ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ଅସନ୍ତୋଷ ସାମ୍ନାକୁ ଆସିଛି। ଏହାରି ଭିତରେ ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ

ରାଜସ୍ଥାନରେ ବଦଳୁଛି ରାଜନୈତିକ ଦୃଶ୍ୟପଟ୍ଟ !

ରାଜସ୍ଥାନ ରାଜନୀତିର ବର୍ତ୍ତମାନ ଦଶା ଏହିପରି ଯେ ଘଡ଼ିକେ ଘୋଡ଼ା ଛୁଟୁଛି । ଏହାର ମୂଳ କାରଣ ହେଉଛନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ । ତାଙ୍କର ଉଚ୍ଚ ଅଭିଳାଷ ସମ୍ଭବତଃ ରାଜସ୍ଥାନ ରାଜନୀତିକୁ ସରଗରମ କରିଦେଇଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ଗୁଜୁରାଟ ଭଳି ଓଡ଼ିଶାରେ ମଧ୍ୟ ପିସିସି ପରିବର୍ତ୍ତନ ହେବା ଆବଶ୍ୟକ: ଶରତ ରାଉତ

ଗୁଜରାଟ ପରେ ଓଡ଼ିଶା ପିସିସିରେ ମଧ୍ୟ ପରିବର୍ତ୍ତନକୁ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏସବୁ ଭିତରେ ପିସିସି ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ଯୁକ୍ତି ବାଢିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ । ସେ କହିଛନ୍ତି ଯେ,

ସଙ୍କଟ ସମୟରେ ବେକାରୀ ଯୁବକଙ୍କୁ ରୋଜଗାର ଦେବାର ପନ୍ଥା ଆପଣାନ୍ତୁ ରାଜ୍ୟ ସରକାର: ପ୍ରଦୀପ୍ତ ନାଏକ

ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ ବର୍ଷ ଭିତରେ କେବଳ ଖର୍ଚ୍ଚ କାଟ କରି ସରକାର ଚଲାଇଛନ୍ତି ।  ଅନେକ ବିଭାଗରେ ସରକାରୀ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡିବା ପରେ ବି ପୂରଣ ହେଉନି । ବିଶେଷ କରି ଶିକ୍ଷା ଏବଂ

ବିଜେଡିରେ ନିଯୁକ୍ତ ହେଲେ ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକ

ଆଜି ବିଜେଡି ୧୫ ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ କରିଛି । ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ନୃସିଂହ ସାହୁ-ଆଂଚଳିକ ବିକାଶ ଇନଚାର୍ଜ ଅଶୋକ ଚନ୍ଦ୍ର ପଣ୍ଡା-ସୋସିଆଲ ୱେଲଫେୟାରର ଇନଚାର୍ଜ କଳିକେଶ ସିଂହଦେଓ-ସୋସିଆଲ ୱେଲଫେୟାରର ଇନଚାର୍ଜ

ଆସନ୍ତାକାଲି ମାଲକାନଗିରି ଗସ୍ତ କରିବ ବିଜେପି ପ୍ରତିନିଧୀଦଳ

ଭୁବନେଶ୍ୱର, ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ଦୀର୍ଘ ସମୟ ଧରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଚାଲିଛି । ଲୋକମାନଙ୍କୁ ସୁରକ୍ଷିତ ରଖିବା ସରକାରଙ୍କ ଉତରଦାୟୀତ୍ୱ । କିନ୍ତୁ ଦୁଃଖର କଥା ମହିଳାମାନଙ୍କ ସହ ଦୁଷ୍କର୍ମ, ହତ୍ୟା,

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ୩ ଦିନ ବିତିଲା, ଶିବରାଜ-ସିନ୍ଧିଆ ଟଣାଓଟରା

ମଧ୍ୟପ୍ରଦେଶ ରାଜନୀତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ଇତିମଧ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ୩ ଦିନ ବିତିଲାଣି। ତେବେ କାହାକୁ କେଉଁ ବିଭାଗ ମିଳିବ ସେନେଇ ଭାଗବଣ୍ଟା ଛିଣ୍ଡୁନି। ସିନ୍ଧିଆ ବଡ଼

ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତକୁ ନେଇ ଜୋର୍‌ ଧରିଲା ରାଜନୀତି: କଂଗ୍ରେସ ପକ୍ଷରୁ ଟ୍ୱିଟ୍‌ କଲେ ମନୀଷ ତିୱାରୀ, ପଚାରିଲେ ଏହି ପ୍ରଶ୍ନ…

ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ପରେ ସମାଲୋଚନାମୂଳକ ପ୍ରଶ୍ନ କରିଛି କଂଗ୍ରେସ । ଟ୍ୱିଟ କରି କଂଗ୍ରେସ ନେତା ମନୀଷ ତିୱାରୀ ପ୍ରଶ୍ନ କରିଛନ୍ତି ଯେ, ଇନ୍ଦିରା ଗାନ୍ଧୀଙ୍କ ଲେହ ଗସ୍ତ ପରେ ପାକିସ୍ତାନ ଦୁଇ ଭାଗ ହୋଇଥିଲା, ଏବେ ଦେଖିବା କଣ

କେବଳ ସାମୂହିକ ବିକାଶ ନୁହେଁ ପ୍ରତ୍ୟକ୍ଷ ବ୍ୟକ୍ତି ପିଛା କଲ୍ୟାଣକାରୀଯୋଜନା କରି ଉଦାହରଣ ତିଆରି କରିଛନ୍ତି ମୋଦି : ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ରାସ୍ତାଘାଟ, ରେଳ, ବିମାନ  ସେବା ଓ ଶିଳ୍ପ କ୍ଷେତ୍ରରେ କେବଳ ସାମୂହିକ ବିକାଶ କରିବା ନୁହେଁ ବରଂ ପ୍ରତ୍ୟକ୍ଷ ଘର ଏବଂ ବ୍ୟକ୍ତି ପିଛା କଲ୍ୟାଣକାରୀ ଯୋଜନା କରି ନୂଆ ଉଦାହରଣ ତିଆରି କରିପାରିଛନ୍ତି ବୋଲି

‘କାଳିଆ’ ପରେ ‘ବଳିଆ’ ଯୋଜନା ଆଉ ଏକ ନିର୍ବାଚନୀ ଧୂଆଁବାଣ : ନିରଞ୍ଜନ

ଓଡ଼ିଶା ସରକାର ଭୂମିହୀନ ଚାଷୀଙ୍କ ପାଇଁ ପୁଣି ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ଆଗାମୀ ୨ବର୍ଷ ଭିତରେ ୭ଲକ୍ଷ ଚାଷୀ ପରିବାର ପାଇଁ ୧ହଜାର ୪୦କୋଟି ଟଙ୍କାର ଋଣ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଠିକ୍‌ ୧୯

‘ଟାଇଗର ଅଭି ଜିନ୍ଦା ହେ’ ଟିପ୍ପଣୀ ଉପରେ ସିନ୍ଧିଆଙ୍କୁ ଏହିଭଳି ଜବାବ ଦେଲେ ଦିଗବିଜୟ…

‘ଟାଇଗର ଅଭି ଜିନ୍ଦା ହେ’ ଏହି ଟିପ୍ପଣୀକୁ ନେଇ ମଧ୍ୟ ପ୍ରଦେଶରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି । ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟାଇଗର ଅଭି ଜିନ୍ଦା ହେ ବୟାନ ଉପରେ