Category: ରାଜନୀତି

Total 1239 Posts

ମୁଖ୍ୟମନ୍ତ୍ରୀ ଗେହଲଟ ବିଧାନସଭା ଅଧିବେଶନ ଡାକିବା ପାଇଁ ଦେଇଥିବା ପ୍ରସ୍ତାବକୁ ଖାରଜ କଲେ ରାଜ୍ୟପାଳ

ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟ ଶେଷ ହେବାର ନାଁ ଧରୁନି। ଆଜି ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଦେଇଥିବା ପ୍ରସ୍ତାବ ଖାରଜ ହୋଇଯାଇଛି। ଗତକାଲି ଗେହଲଟ ସରକାର ସଂଶୋଧିତ

ଜୟନାରାୟଣଙ୍କ ଦାଦାଗିରିକୁ ଘଣ୍ଟ ଘୋଡାଇଲା ରାଜ୍ୟ ବିଜେପି, ଅମାନିଆଙ୍କୁ ସଭାପତିଙ୍କ ସମର୍ଥନ

ଉପକୂଳ ପରେ ପଶ୍ଚିମ । କରୋନା ମହାମାରୀ ସମୟରେ ବିଜେପି ନେତାଙ୍କ ମହାଭାରତ । ଥରେ କି ଦୁଇ ଥର ନୁହେଁ, ସାମାଜିକ ଦୂରତାକୁ ଦଳଚକଟି ବାରମ୍ବାର କରୁଛନ୍ତି ଶକ୍ତି ପ୍ରଦର୍ଶନ । ଅପରାଜିତା, ବୈଜୟନ୍ତଙ୍କ ପରେ ଅମାନିଆ ସମ୍ବଲପୁର ବିଜେପି

ଦୁଇ ବିଜେପି ବିଧାୟକଙ୍କ ନାଁରେ ମାମଲା

ରାଜ୍ୟ ବିଜେପିର ଦୁଇ ବିଧାୟକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରି ନାଏକଙ୍କ ସମେତ ୧୦ଜଣ କର୍ମୀଙ୍କ ନାଁରେ ସମ୍ବଲପୁର ଟାଉନ୍ ଥାନାରେ ମାମଲା ରୁଜୁ କରାଯାଇଛି ।

କ’ଣ ପୁଣିଥରେ ମହାରାଷ୍ଟ୍ରରେ ଦେଖିବାକୁ ମିଳିବ ଶିବସେନା-ବିଜେପିର ମେଣ୍ଟ

ମହାରାଷ୍ଟ୍ରରେ ଏକାଠି ନିର୍ବାଚନ ଲଢ଼ି ପରେ ଅଲଗା ହୋଇଯାଇଥିବା ବିଜେପି ଓ ଶିବସେନାକୁ ନେଇ ଏବେ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ବିଜେପି ପୁଣିଥରେ ଶିବସେନା ସହ ହାତ ମିଳାଇବାକୁ ପ୍ରସ୍ତୁତ ଥିବା ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଆଜି

ରାଜସ୍ଥାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ର ରାଜଭବନ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରର ବିଜେପି ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ଏବଂ କ୍ରମାଗତ ଭାବେ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ଅନୈତିକ ଉପାୟରେ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ପ୍ରଦେଶ

ବିଧାନସଭା ଅଧିବେଶନ ଡକାଇବାକୁ ଗେଲଲଟ ସରକାରଙ୍କୁ ନିର୍ଦେଶ ଦେଲେ ରାଜସ୍ଥାନ ରାଜ୍ୟପାଳ

ରାଜସ୍ଥାନରେ କ୍ଷମତା ଯୁଦ୍ଧ ଚାଲିଥିବା ବେଳେ ରାଜ୍ୟପାଳ କଲରାଜ ମିଶ୍ର ଗେହଲଟ ସରକାରକୁ ବିଧାନସଭା ଅଧିବେଶନ ଡାକିବାକୁ ଅନୁମତି ଦେଇଛନ୍ତି। ୨୧ ଦିନ ମଧ୍ୟରେ ବିଧାନସଭା ଡାକିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ କରୋନା ମହାମାରୀ ଚାଲିଥିବାରୁ ବିଧାନସଭାକୁ ବିଧାୟକମାନେ ଯେମିତି

ଗାନ୍ଧି ପରିବାର ନାଁରେ କେତେ ସମ୍ପତ୍ତି, ତଦନ୍ତ ନିର୍ଦ୍ଦେଶ ଦେଲେ ହରିଆଣା ସରକାର

ହରିଆଣାରେ କ୍ଷମତାସୀନ ବିଜେପି ସରକାର ଗାନ୍ଧି-ନେହରୁ ପରିବାର ସଦସ୍ୟଙ୍କ ନାଁରେ ରାଜ୍ୟରେ କେତେ ସମ୍ପତ୍ତି ରହିଛି ତା’ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହରିଆଣାର ମୁଖ୍ୟ ଶାସନ ସଚିବ କେ ଆନନ୍ଦ ଆରୋରା ରାଜ୍ୟର ସହରାଞ୍ଚଳ ଅଧିକାରୀଙ୍କୁ ତଦନ୍ତ କରି ତାଲିକା ଦେବାକୁ

ରାଜସ୍ଥାନ ରାଜ୍ୟପାଳଙ୍କୁ ଅଧିବେଶନ ପାଇଁ ଗେହଲଟଙ୍କ ସାନି ପ୍ରସ୍ତାବ

ଜାରି ରହିଛି ରାଜସ୍ଥାନ ରାଜନୀତି ସଙ୍କଟ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାନି ପ୍ରସ୍ତାବ ପଠାଇଛନ୍ତି । ୩୧ ଜୁଲାଇରୁ ବିଧାନସଭା ଅଧିବେଶନ ଡାକିବାକୁ ସେ ଏହି ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି । କରୋନା ସହ

ରାଜ୍ୟର ଚାଷୀଭାଇ ମାନେ ଗୋଟିଏ ବି ଟଙ୍କା ଫେରସ୍ତ କରନ୍ତୁ ନାହିଁ: ପ୍ରଦୀପ୍ତ ନାଏକ

କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ । ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ

ଅଯୋଗ୍ୟଙ୍କୁ ଯୋଗ୍ୟ ଦର୍ଶାଇ କାଳିଆ ଯୋଜନାରେ ସାମିଲ କରିଥିବା ସରକାରୀ ଅଧିକାରୀମାନଙ୍କ ଠାରୁ ଟଙ୍କା ଆଦାୟ କରନ୍ତୁ ରାଜ୍ୟସରକାର : ବିଜେପି

ବିଗତ ୨୦ ବର୍ଷ ଧରି ରାଜ୍ୟରେ ଏକ କୃଷକ ବିରୋଧୀ ସରକାର ଚାଲିଛି । ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି

ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗେହଲଟ

ରାଜସ୍ଥାନ ରାଜନୀତିରେ ଜାରି ସସପେନ୍ସ ମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ବିଧାୟକ ଏବେ ରାଜଭବନରେ ପହଞ୍ଚିଯାଇଛନ୍ତି । ସାମାଜିକ ଦୂରତା ପାଳନ ସହ ସମସ୍ତ ବିଧାୟକ ରାଜଭବନ ପରିସରରେ ଅଛନ୍ତି