Category: କ୍ରୀଡ଼ା

Total 452 Posts

ଘୋଷଣା ହେଲା ଆଇପିଏଲ ଖେଳସୂଚୀ, ଚେନ୍ନାଇ-ମୁମ୍ବାଇ ପ୍ରଥମ ମ୍ୟାଚ

ଘୋଷଣା ହେଲା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ । ଆଇପିଏଲର ୧୩ ତମ ସିଜନ ୧୯ ସେପ୍ଟେମ୍ବରରୁ ଆବୁଧାବିରେ ଆରମ୍ଭ ହେବ । ଉଦ୍‌ଘାଟନୀ ମ୍ୟାଚ୍ ଗତ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରନର୍ସ

ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେଲେ ଦୂତି ଚାନ୍ଦ

ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଭିନ୍ନ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଇଛି। କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ କରାଯାଇଥିଲା। ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି

ବ୍ୟାଡମିଣ୍ଟନ ଖେଳାଳି ସାତ୍ଵିକ ସାଇରାଜ କରୋନା ପଜିଟିଭ

ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାତ୍ଵିକ ସାଇରାଜ ରାଙ୍କିରେଡ୍ଡି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ-୧୯ ରିପୋର୍ଟ ପଜିଟିଭ ଜଣାପଡିବା ପରେ ଗୋଟିଏ ସପ୍ତାହ ହୋମ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଛି । ଶନିବାର ଜାତୀୟ କ୍ରୀଡା ଦିବସରେ ସାତ୍ଵିକଙ୍କୁ ଅର୍ଜୁନ

ଦୌଡରାଣୀ ଦୂତିଙ୍କୁ ଅର୍ଜୁନ ପୁରସ୍କାର

ଓଡ଼ିଆ ଆଥଲେଟ ଦୂତି ଚାନ୍ଦ ଏ ବର୍ଷର ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବେ । ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟପକ୍ଷରୁ ରାଜୀବ ଗାନ୍ଧି ଖେଳରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ଲାଗି ମନୋନୀତ ସଫଳ କ୍ରୀଡ଼ାବିତଙ୍କ ନାମ

ଧୋନିଙ୍କୁ ହୃଦୟଭରା ଚିଠି ଲେଖିଲେ ମୋଦି, ଏମିତି ଉତ୍ତର ରଖିଲେ ମାହି

ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ ଉଦ୍ଦେଶ୍ୟରେ ଏକ ହୃଦୟଭରା କୃତଜ୍ଞତା ପତ୍ର ଲେଖିଛନ୍ତି । ତେବେ ଏହି ଚିଠିକୁ ଧୋନି ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିବା

ରୋହିତ ଶର୍ମାଙ୍କ ସମେତ ୪ ଖେଳାଳି ପାଇବେ ଖେଳରତ୍ନ ପୁରସ୍କାର

କ୍ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା । ପୁରସ୍କାର ଚୟନ କମିଟି ଆଜି ଏଥିପାଇଁ ତାଙ୍କ ନାଁ ସୁପାରିଶ କରିଛି । ରୋହିତଙ୍କ ବ୍ୟତୀୟ ଆଉ ୩

ଆଇପିଏଲ ୨୦୨୦ର ମୁଖ୍ୟ ପ୍ରାୟୋଜକ ଡ୍ରିମ-୧୧

ଡିଜିଟାଲ ସ୍ପୋର୍ଟସ ପ୍ଲାଟଫର୍ମ ଡ୍ରିମ-୧୧ ଆଇପିଏଲର ଟାଇଟଲ ସ୍ପନସର ବା ମୁଖ୍ୟ ପ୍ରାୟୋଜକ ହେବ । ଏ ସଂପର୍କରେ ବିସିସିଆଇ ପକ୍ଷରୁ ମଙ୍ଗଳବାରଦିନ ଘୋଷଣା କରାଯାଇଛି । ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି ଯେ ପ୍ରାୟୋଜକ ଭାବେ ଡ୍ରିମ-୧୧ ବିସିସିଆଇକୁ

ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନଙ୍କୁ ପରଲୋକ

୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍‌ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ । ସେବେଠାରୁ ସେ ଭେଣ୍ଟିଲେଟରରେ ରହିଥିଲାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

ମହେନ୍ଦ୍ର ସିଂ ଧୋନୀଙ୍କ ପରେ ଆଉ ଜଣେ ଲୋକପ୍ରିୟ ଭାରତୀୟ କ୍ରିକେଟ ତାରକା ସୁରେଶ ରୈନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଧୋନୀଙ୍କୁ ସମ୍ବୋଧନ କରି ସେ

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଧୋନିଙ୍କ ଅବସର

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଆଜି ସାରା ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ କ୍ରିକେଟିୟରଙ୍କ ମଧ୍ୟରେ ଅନ୍ୟତମ ଧୋନି

ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଚୌହାନଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଚୌହାନଙ୍କ ସ୍ଥିତି ଖୁବ୍ ଗମ୍ଭୀର ରହିଛି । ତାଙ୍କୁ ଲାଇଫ ସର୍ପୋଟ ସିଷ୍ଟମରେ ରଖାଯାଇଛି । ଗତ ମାସକ ଭିତରେ ତାଙ୍କୁ କରୋନା ହୋଇଥିଲା ଓ ତାଙ୍କୁ ଲକ୍ଷ୍ନୌର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।